Our Correspondent

ସରିଲା ବିଧାନସଭା, ବିଦାୟ ବେଳାରେ ଭାବବିହ୍ୱଳ ପରିବେଶ

ଭୁବନେଶ୍ୱର: ସରିଗଲା ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ । ୫ ବର୍ଷର ସ୍ମୃତିକୁ ସାଙ୍ଗରେ ଧରି ବିଧାନସଭାରୁ ବିଦାୟ ନେଲେ ବିଧାୟକ ଓ ବିଧାୟିକାଗଣ । ବିଦାୟ ପୂର୍ବ ମିଳନର ମୁହୁର୍ତ୍ତ ବେଶ୍ ଆବେଗପୂର୍ଣ୍ଣ ଥିଲା । ଭାବବିହ୍ୱଳ ହୋଇଯାଇଥିଲେ ବିଧାୟକମାନେ...

Read more

ଆୟକର ନଜରରେ ବୈଜୟନ୍ତ, ଜାଗି; ୧୭ କୋଟିର ବିଦେଶୀ କଳାଧଳା କାରବାର !

ନୂଆଦିଲ୍ଲୀ: ଆୟକର ରାଡର୍ ରେ ପଣ୍ଡା ଦମ୍ପତ୍ତି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗିମଙ୍ଗତ ପଣ୍ଡାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଓ ଟିକସ ଫାଙ୍କି ଭଳି ସଙ୍ଗୀନ ଅଭିଯୋଗ ଆସିଛି । ନିସ୍ତେଜ କମ୍ପାନୀ ବାଟେ...

Read more

ବେଆଇନର ଖୁଲାସା: ଜଣଙ୍କୁ ମେଞ୍ଚେ, ଅନ୍ୟଙ୍କୁ କେଞ୍ଚେ

ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସରକାରୀ ଅନୁମୋଦିତ ୱେବ୍ ମିଡ଼ିଆଙ୍କୁ କେତେ ବିଜ୍ଞାପନ ଦିଆଯାଇଛି ଗତକାଲି ବିଧାନସଭାରେ ତଥ୍ୟ ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ ଦେଇଥିବା ତଥ୍ୟରେ ବିଭିନ୍ନ...

Read more

‘କାଳିଆ’ ପାଇଁ ଅର୍ଥ ଅଜାଡ଼ି ଦେଲେ

ଭୁବନେଶ୍ୱର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୩୨ ହଜାର ୬ ଶହ ୬୦ କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି । ବିଗତ ଆର୍ଥିକ ବର୍ଷର ବଜେଟ୍ ତୁଳନାରେ ଏହା ୧୦.୪ ପ୍ରତିଶତ ଅଧିକ...

Read more

ବେମାର ଆଣିଲା ସମନ

ଭୁବନେଶ୍ୱର: ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଛତ୍ରପୁର ଥାନାରେ ହାଜର ହେବା ପାଇଁ ପୁଲିସ ସମନ ପାଇଥିଲେ । ମାତ୍ର ସେ ହାଜର ହୋଇନାହାନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ହାଜର ହୋଇପାରୁ ନ ଥିବା ଓକିଲଙ୍କ ଜରିଆରେ ଜଣାଇଛନ୍ତି...

Read more

ବିଜେଡ଼ିରେ ଯୋଗେଶ ସିଂ, କୁସୁମ ଟେଟେଙ୍କୁ ଥଇଥାନ

ଭୁବନେଶ୍ୱର: ସୁନ୍ଦରଗଡ଼ର ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ ଆଜି ଶଙ୍ଖ ଧରିଛନ୍ତି । ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡ଼ିରେ ଯୋଗଦେଇଛନ୍ତି । ଯୋଗେଶ ବିଜେଡ଼ିରେ ଯୋଗଦେବେ ବୋଲି ପୂର୍ବରୁ ଚର୍ଚ୍ଚା ହୋଇ ଆସୁଥିଲା...

Read more

ରାହୁଲ ଗର୍ଜିଲେ: ଚୌକିଦାର ଚୋର, ନବୀନ ପଟ୍ଟନାୟକ ରିମୋଟ୍ କଣ୍ଟ୍ରୋଲ

ଭବାନୀପାଟଣା/ରାଉରକେଲା: ରାହୁଲ ଗାନ୍ଧୀ ଗତ ୨୫ ତାରିଖରେ ଭୁବନେଶ୍ୱରରେ ଯାହା ଭାଷଣ ଦେଇଥିଲେ ଆଜି ଭବାନୀପାଟଣା ଓ ରାଉରକେଲାରେ ଏହା ରିପିଟ୍ କରିଛନ୍ତି । ‘ଚୌକିଦାର ଚୋର, ନବୀନ ରିମୋଟ୍ କଣ୍ଟ୍ରୋଲ ’ । ଏହି ଡାଇଲଗ୍ ଜରିଆରେ ରାହୁଲ ପ୍ରଧାନମନ୍ତ୍ରୀ...

Read more
Page 835 of 1023 1 … 834 835 836 … 1,023