ମାନସ ମଙ୍ଗରାଜଙ୍କୁ ପଦୋନ୍ନତି; ହେଲେ ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର)
ଭୁବନେଶ୍ୱର: ବିଜେଡ଼ି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳୀୟସ୍ତରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗଣମାଧ୍ୟମ ସଂଯୋଜକ ଦାୟିତ୍ୱରେ ଥିବା ବରିଷ୍ଠ ଯୁବନେତା ମାନସ ରଂଜନ ମଙ୍ଗରାଜଙ୍କୁ ଦଳର ସାଧାରଣ ସମ୍ପାଦକ ପଦବୀକୁ ଉନ୍ନୀତ...
Read more








