Our Correspondent

ହକି ପାଇଁ ସରକାରଙ୍କ ଛୁଟି ଘୋଷଣା

ଭୁବନେଶ୍ୱର: ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ ଆସନ୍ତାକାଲି(୨୭ ତାରିଖ) । ଏଥିପାଇଁ ସମଗ୍ର ରାଜ୍ୟ ହକିମୁଖର ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମ୍ ରେ ଉଦଘାଟନୀ ପର୍ବର ମଜା ନେବା ପାଇଁ ଆସନ୍ତାକାଲି ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାର ଛୁଟି ଘୋଷଣା...

Read more

ଡିଜିଟାଲ୍ ଚ୍ୟାନେଲ୍ ‘ତକ୍ଷକ ଟିଭି’ ଲୋକାର୍ପିତ

ଭୁବନେଶ୍ୱର: ୨୪ ଘଣ୍ଟିଆ ଓଡ଼ିଆ ଡିଜିଟାଲ୍ ଚ୍ୟାନେଲ୍ ‘ତକ୍ଷକ ଟିଭି’ ଲୋକାର୍ପିତ ହୋଇଛି । ଗତକାଲି ସଂଧ୍ୟାରେ ଜୟଦେବଭବନଠାରେ ଆୟୋଜିତ ଉତ୍ସବରେ ଏହାକୁ ଲୋକାର୍ପିତ କରିଥିଲେ କଟକର ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓ । ଏକ ସାଧାରଣ ମଣିଷ ଓ...

Read more

ବିଜେପି ଗୁମର ଖୋଲିଲେ ଦିଲ୍ଲୀପ ରାୟ; ବିଧାୟକ ପଦ ଛାଡ଼ିବେ

ଭୁବନେଶ୍ୱର: ‘ଏଠି ବହୁତ ହୋଇଗଲାଣି । ରାଉରକେଲାର କିଛି ଉନ୍ନତି ହେଉ ଏହା ସେମାନେ ଚାହୁଁନାହାନ୍ତି । ଗତଥର ରାଉରକେଲା ଏବଂ ସୁନ୍ଦରଗଡ଼ରେ ବିଜେପି ଯେଉଁ ଭୋଟ ପାଇଥିଲା ଏଥର ତାହା ଯେମିତି ନ ହେବ ତାହା ବି ଜଣେ ପାୱରଫୁଲ୍...

Read more

ଖାରବେଳଙ୍କୁ ଆକ୍ରମଣ ପଛରେ ଭୟଙ୍କର ଷଡ଼ଯନ୍ତ୍ର !

ଭୁବନେଶ୍ୱର: ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ବାରମ୍ବାର ଆକ୍ରମଣ ପଛରେ ଏକ ଭୟଙ୍କର ଷଡ଼ଯନ୍ତ୍ରର ସୂଚନା ମିଳିଛି । ନବୀନ ପଟ୍ଟନାୟକଙ୍କୁ ବଦନାମ କରିବା ପାଇଁ ଏହି ଷଡ଼ଯନ୍ତ୍ରର ଜାଲ୍ ବିଛାଯାଇଛି । ବାଛି ବାଛି ଖାରବେଳ ସ୍ୱାଇଁଙ୍କୁ ତାଙ୍କ...

Read more

କାଶୀପୁରରେ ଖାରବେଳଙ୍କୁ ଆକ୍ରମଣ

ଭୁୁବନେଶ୍ୱର: ପୂର୍ବତନ ସାଂସଦ ତଥା ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ଆଜି ରାୟଗଡ଼ା ଜିଲ୍ଲା କାଶୀପୁରରେ ଆକ୍ରମଣ ହୋଇଛି । ଦୁଇଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇଥିବା ଖାରବେଳ ଅପରାହ୍ନରେ କାଶୀପୁରଠାରେ ଏକ ପଥପ୍ରାନ୍ତ ସଭା କରୁଥିବା ବେଳେ...

Read more

ଅପରାଜିତାଙ୍କ ପାଇଁ ଚାଲେଂଜ୍ ‘ସଫଳତା’

ଭୁୁବନେଶ୍ୱର: ଆଇଏଏସ୍ ଚାକିରି ଛାଡ଼ି ରାଜନୀତି ମୋହରେ ପଡ଼ିଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ମିଡ଼ିଆ ଓ ସୋସିଆଲ୍ ମିଡ଼ିଆରେ ଜୋରଦାର ଚର୍ଚ୍ଚା । କିଏ ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କହିଲେଣି ତ ଆଉ କିଏ ତାଙ୍କୁ ବିଜେପିର...

Read more

ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେଲେ, ଲଂଚ୍ କଲେ ରେହେମାନ୍

ଭୁୁବନେଶ୍ୱର: ବଲିଉଡ୍ ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓସ୍କାର ବିଜେତା ଏ.ଆର.ରେହେମାନ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିଶ୍ୱକପ୍ ହକିର ଉଦଘାଟନୀ ସମାରୋହରେ ସେ ସଙ୍ଗୀତ ପରିବେଷଣ କରିବେ । ଭୁବନେଶ୍ୱରରେ ପାଦ ଦେବା ପରେ ରେହେମାନ୍ ସର୍ବପ୍ରଥମେ ନବୀନ ନିବାସ...

Read more
Page 859 of 1023 1 … 858 859 860 … 1,023