Our Correspondent

କାଲି ଇସ୍ତଫା ଦେବେ ବିଜୟ, ଦିଲ୍ଲୀପ; ବିଜେଡ଼ିକୁ ଯିବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ଆସନ୍ତାକାଲି ବିଜେପିରୁ ବିଧିବଦ୍ଧ ଭାବେ ବିଦାୟ ନେବେ ଦୁଇ ଷ୍ଟଲ୍ୱର୍ଟ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ବିଜୟ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଥିବା ବେଳେ ଦିଲ୍ଲୀପ ବିଧାୟକ ଅଛନ୍ତି । ଦିଲ୍ଲୀପ ଦଳ ଛାଡ଼ିବା ସାଙ୍ଗକୁ ବିଧାୟକ...

Read more

ଇର୍ଷାରୁ ଗାଳି! ସଲମାନ୍ ଖାନ୍ ଙ୍କ ପାଉଣାକୁ ନେଇ ନିଆଁ

ଭୁବନେଶ୍ୱର: ବିଶ୍ୱକପ୍ ହକିର ପ୍ରମୋଶନ ପାଇଁ କଟକ ଆସିଥିବା ବଲିଉଡ ଦବଙ୍ଗ ସଲମାନ୍ ଖାନ୍ ଙ୍କ ମୁହଁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ତୁତିଗାନ୍ ବିରୋଧୀଙ୍କୁ ଇର୍ଷାନ୍ୱିତ କରିଛି । ନବୀନଙ୍କ ସହ ସଲମାନ୍ ଙ୍କ ସେଲଫି ସେମାନଙ୍କ ଦେହରେ ଯାଇନି ।...

Read more

ନବୀନଙ୍କ ସହ ଭାଇଜାନ୍: ସୋସିଆଲ୍ ମିଡ଼ିଆରେ ଫଟୋ ଭାଇରାଲ୍

କଟକ: କଟକ ବାରବାଟୀ ଷ୍ଟାଡିୟମ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଲିଉଡ୍ ଷ୍ଟାର୍ ସଲମାନ୍ ଖାନ୍ ଙ୍କ ଏକ ବିରଳ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଫଟୋରେ ନବୀନ ଏକ ଚେୟାରରେ ବସିଛନ୍ତି । ପଛପଟେ ଛିଡ଼ା...

Read more

ବିଜେପିରେ ଅପରାଜିତା, ଚର୍ଚ୍ଚା ବହୁତ

ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀ ଆଜି ବିଜେପିରେ ଯୋଗଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କ ଦିଲ୍ଲୀ ବାସଭବନରେ ସେ ବିଧିବଦ୍ଧ ଭାବେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଅମିତ୍ ଶାହାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି...

Read more

ବିିଶ୍ୱ ଦରବାରରେ ଝଲସିଲା ଓଡ଼ିଶା

.ବିଶ୍ୱକପ୍ ହକି ଉଦଘାଟିତ .ଇତିହାସ ରଚିଲା କଳିଙ୍ଗ ଷ୍ଟାଡିୟମ୍ .ଦର୍ଶକଙ୍କୁ ମତୁଆଲା କଲେ ରହେମାନ୍ ଭୁୁବନେଶ୍ୱର: ଖଚାଖଚ୍ ଓ ଚକାଚକ୍ ବର୍ଣ୍ଣାଢ଼୍ୟ ପରିବେଶରେ ଆଜି ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମ୍ ରେ ଉଦଘାଟିତ ହୋଇଛି ପୁରୁଷ ବିଶ୍ୱକପ୍ ହକି । ପ୍ରାୟ ଅଢ଼େଇ...

Read more

ବିଜେପିରେ ହଲଚଲ୍; ଦିଲ୍ଲୀପଙ୍କ ସମର୍ଥନରେ ବାହାରିଲେ ବିଜୟ

ଭୁବନେଶ୍ୱର: ଦଳୀୟ ନେତୃତ୍ୱର ଚକ୍ରାନ୍ତକୁ ସାମନାକୁ ଆଣିଥିବା ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ସମର୍ଥନରେ ଖୋଲାଖୋଲି ବାହାରିଛନ୍ତି ତାଙ୍କର ବନ୍ଧୁ ତଥା ବିଜେପିର ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ର । ସହିବାର ସୀମା ଟପିଯାଇଥିବା ଉଭୟଙ୍କର ଅନୁଭବ ହୋଇଛି ।...

Read more

ହକି ଇଣ୍ଡିଆ ସଭାପତିଙ୍କ ଅନୁରୋଧ ରହିଲା; ଶାହାରୁଖଙ୍କୁ ବିରୋଧ କରିବନି କଳିଙ୍ଗସେନା

ଭୁବନେଶ୍ୱର: ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବରେ ଯୋଗଦେଉଥିବା ବଲିଉଡ଼ ଷ୍ଟାର୍ ଶାହାରୁଖ ଖାନ୍ ଙ୍କୁ ଓଡ଼ିଶା ମାଟିରେ ବିରୋଧ ନିଷ୍ପତ୍ତିରୁ ସାମୟିକ ଭାବେ ଓହରିଛି କଳିଙ୍ଗସେନା । ଓଡ଼ିଶାର ସମ୍ମାନକୁ ଆଖିରେ ରଖି ହକି ଇଣ୍ଡିଆ ସଭାପତି ଓ ଅନ୍ୟ ବରିଷ୍ଠ...

Read more
Page 858 of 1023 1 … 857 858 859 … 1,023