ଟ୍ରିବ୍ୟୁନାଲ୍ ଛାଟ: ଓରଟେଲ୍ ରେ ପଡ଼ିବ ତାଲା !
ଭୁବନେଶ୍ୱର: ଦେବାଳିଆ ଅବସ୍ଥାରେ ଚାଲୁଥିବା ପଣ୍ଡା ପରିବାର ମାଲିକାନା ସଂସ୍ଥା ଓରଟେଲ୍ କମ୍ୟୁନିକେସନ୍ ଡୁବିବାକୁ ଯାଉଛି । ଋଣଦାତାମାନଙ୍କୁ ଟଙ୍କା ଫେରାଇ ନ ପାରି କମ୍ପାନୀ ଆଇନ ଜାଲରେ ବାନ୍ଧି ହୋଇଯାଇଛି । ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ (ଏନସିଏଲଟି) ଓରଟେଲ୍...
Read more








