Our Correspondent

ସଫା ହେଲେ ଜେନା

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପଛରେ ପଡ଼ିବା ଶ୍ରୀକାନ୍ତ ଜେନାଙ୍କୁ ମହଙ୍ଗା ପଡ଼ିଛି । ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ଆଜି ତାଙ୍କୁ ଅପମାନଜନକ ଭାବେ ବିଦା କରାଯାଇଛି । ତାଙ୍କ...

Read more

ମହିଳା ସଂରକ୍ଷଣ ବିଲ୍: ସବୁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଲେ ନବୀନ

ଭୁବନେଶ୍ୱର: ସଂସଦ ଓ ବିଧାନସଭାମାନଙ୍କରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ଆଉ ପାଦେ ଆଗକୁ ବଢ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମର୍ଥନ...

Read more

ବିଜୟ ମହାପାତ୍ରଙ୍କୁ ନେଇ ସସପେନ୍ସ

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅଙ୍କକଷା ଜୋରଦାର ଚାଲିଛି । ସେ ବିଜେଡ଼ିରେ ଯୋଗଦେଉଛନ୍ତି ବୋଲି ପ୍ରଚାର ହେଉଛି । ଡିସେମ୍ବର ୨୬ ବିଜେଡ଼ିର ପ୍ରତିଷ୍ଠା ଦିବସରେ ଦିଲ୍ଲୀପ ରାୟଙ୍କ ସହ ବିଜୟ ବିଜେଡ଼ି ଘରବାହୁଡ଼ା...

Read more

୩୩% ମହିଳା ସ୍ଥାନ ସଂରକ୍ଷଣ ପାଇଁ ଆକ୍ସନ୍ ମୁଡ୍ ରେ ନବୀନ

ଭୁୁବନେଶ୍ୱର: ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ଧରି ଆକ୍ସନ୍ ମୁଡ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଆଜି ନବୀନ ନିବାସରେ ଦଳୀୟ ନେତା ଓ...

Read more

ନବୀନଙ୍କ ହୃଦୟ ବିଶାଳ: ସୁବ୍ରମଣ୍ୟମ ସ୍ୱାମୀ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ଦେଶର ଜଣାଶୁଣା ବୁଦ୍ଧିଜୀବୀ ଡ. ସୁବ୍ରମଣ୍ୟମ ସ୍ୱାମୀଙ୍କ ନଜରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୃଦୟ ବିଶାଳ । ଅଭିଜିତ୍ ଆୟର ମିତ୍ରଙ୍କୁ ସରକାର କ୍ଷମା କରିଦେଇ ତାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ନିଷ୍ପତ୍ତି ନେଲା...

Read more

ଅଭିଜିତ୍ ଆୟାରଙ୍କୁ କ୍ଷମା କରିଦେଲେ ସରକାର

ଭୁବନେଶ୍ୱର: କୋଣାର୍କ,ଶ୍ରୀମନ୍ଦିର ଓ ଓଡ଼ିଶାର ସଂସ୍କୃତି,ଐତିହ୍ୟ ଉପରେ କଟୁ ଟିପ୍ପଣୀ ଦେଇ ଜେଲ୍ ଦଣ୍ଡ ଭୋଗୁଥିବା ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ରାଜ୍ୟ ସରକାର କ୍ଷମା କରିଦେଇଛନ୍ତି । ପୁଲିସ ଦ୍ୱାରା ଗିରଫ ହୋଇ ଗତ ଅକ୍ଟୋବର...

Read more

ବିଧାନସଭା ଓ ସଂସଦରେ ମହିଳାଙ୍କୁ ୩୩% ଆସନ: ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

ଭୁବନେଶ୍ୱର: ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବାକୁ ଗତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ଆଗତ କରିଥିଲେ । ସର୍ବସମ୍ମତିକ୍ରମେ ବିଧାନସଭାରେ ଏହା ପାରିତ ହୋଇଥିଲା । ଏହାକୁ ସାକାର କରିବା ପାଇଁ...

Read more
Page 856 of 1023 1 … 855 856 857 … 1,023