Our Correspondent

ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଆଗରେ, ଏମପିରେ କଡ଼ା ଟକ୍କର

ନୂଆଦିଲ୍ଲୀ: ରାଜସ୍ଥାନରେ କ୍ଷମତାସୀନ ବିଜେପିଠାରୁ କଂଗ୍ରେସ ଆଗରେ ଚାଲିଛି । ଛତିଶଗଡ଼ରେ କ୍ଷମତାସୀନ ବିଜେପିଠାରୁ କଂଗ୍ରେସ ବହୁ ଆଗରେ ଚାଲିଛି । ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଥିବା କଡ଼ା ଟକ୍କର ଚାଲିଛି । ତେଲେଙ୍ଗାନାରେ ଟିଆରଏସ୍ ପୂର୍ଣ୍ଣ...

Read more

ଉର୍ଜିତ ପଟେଲଙ୍କ ଇସ୍ତଫା

ନୂଆଦିଲ୍ଲୀ: କିଛି ଆର୍ଥିକ ନୀତିକୁ ନେଇ ନେଇ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିବା ବେଳେ ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଇସ୍ତଫା...

Read more

ଓଡ଼ିଆଙ୍କୁ କାଟଜୁଙ୍କ ତାତ୍ସଲ୍ୟ ପଣ୍ଡା ଦମ୍ପତ୍ତିଙ୍କୁ ଭଲ ଲାଗିଲା

ଭୁବନେଶ୍ୱର: ରାଜନୀତିରେ କିଏ କାହାରିକୁ ବିରୋଧ କରିବେ ତାହା ଭିନ୍ନ କଥା । ମାତ୍ର ନିଜ ମାଟି ମାଆ ର ଇଜ୍ଜତ ଉପରେ ବ୍ୟକ୍ତିଗତ ସ୍ୱାର୍ଥ ସିଦ୍ଧର ଅଭିଳାଷ ରଖିବା ନିହାତି ସାଂଘାତିକ କଥା । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା...

Read more

ଏକଜିଟ୍ ପୋଲ୍: ରାଜସ୍ଥାନରେ ବିଜେପି ସଫା, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଟଳମଳ

ନୂଆଦିଲ୍ଲୀ: ରାଜସ୍ଥାନରେ ବିଜେପି ଶାସନଗାଦିରୁ ଯିବା ନିଶ୍ଚିତ । ମଧ୍ୟପ୍ରଦେଶ ଓ ଛତିଶଗଡ଼ ବି ବିଜେପିର ହାତଛଡ଼ା ହୋଇପାରେ । ଏହି ଦୁଇଟି ରାଜ୍ୟରେ ବିଜେପି ସ୍ଥିତି ଟଳମଳ । ତେଲେଙ୍ଗାନାରେ ଟିଆରଏସ୍ କ୍ଷମତାକୁ ଫେରିବା ଉଜ୍ଜଳ ହୋଇଥିବା ବେଳେ ମିଜୋରାମ୍...

Read more

ବିଜେପିରେ ଆଉ ଚାଲିବନି ଧର୍ମେନ୍ଦ୍ରରାଜ୍ !

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗରେ ରଖି ନିର୍ବାଚନ ଜିତିବାକୁ ବିଜେପି ହାଇକମାଣ୍ଡଙ୍କ ସୁନେଲି ସ୍ୱପ୍ନରେ ଧୂଳି ଲାଗିଯାଇଛି । ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଓଡ଼ିଶାବାସୀ ଧର୍ମେନ୍ଦ୍ରଙ୍କୁ ଗ୍ରହଣ କରୁନାହାନ୍ତି ତାହା ସେମାନେ ଜାଣିଗଲେଣି । ନିର୍ବାଚନ ମାତ୍ର ଚାରି ମାସ...

Read more

ବିଜେପିକୁ ଧକ୍କା: ବିଜାତଳାରେ ବିଜେଡ଼ିର ବିପୁଳ ବିଜୟ

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ବିଜାତଳା ଜିଲ୍ଲା ପରିଷଦ ୩୨ ନଂ ଜୋନ୍ କୁ ବିଜେପିଠାରୁ ଛଡ଼ାଇ ଆଣିଛି ବିଜେଡ଼ି । ସେଠାରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡ଼ିକୁ ବିପୁଳ ସଫଳତା ମିଳିଛି । ବିଜେଡ଼ି ପ୍ରାର୍ଥୀ ରଘୁନାଥ ମାଝୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ...

Read more

ତିତଲି ପ୍ରଭାବିତ ଓଡ଼ିଶାକୁ ଭୁଲିଗଲେ କେନ୍ଦ୍ର ସରକାର

ଭୁୁବନେଶ୍ୱର: ଗତ ଅକ୍ଟୋବର ମାସରେ ଓଡ଼ିଶାକୁ ଗ୍ରାସିଥିଲା ଭୟଙ୍କର ତିତଲି । ବାତ୍ୟା, ବର୍ଷା ଓ ମାଟି ଅତଡ଼ା ଖସି ୬୦ରୁ ଅଧିକ ଲୋକଙ୍କ ଜୀବନ ଚାଲିଗଲା । ୧୭ ଟି ଜିଲ୍ଲାର ୬୦ ଲକ୍ଷ ଲୋକ ପ୍ରଭାବିତ ହେଲେ ।...

Read more
Page 855 of 1023 1 … 854 855 856 … 1,023