Our Correspondent

ସିଟି ବସ୍ ରେ ଜିତେନ୍ଦ୍ର ସିଂ ଆସିଲେ କଂଗ୍ରେସ ଭବନ

ଭୁବନେଶ୍ୱର: ଦରମରା ଅବସ୍ଥାରେ ରହିଥିବା ରାଜ୍ୟ କଂଗ୍ରେସକୁ ସଞ୍ଜିବନୀ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଦଳର ପ୍ରଭାରୀ ଜିତେନ୍ଦ୍ର ସିଂ । ଅଲୱାର୍ ର ଏହି ଯୁବରାଜ ଖୁବ୍ କମ ଦିନରେ ଓଡ଼ିଶା କଂଗ୍ରେସର ସ୍ଥିତି ପରଖି ସାରିବା ପରେ ଏବେ...

Read more

କଂଗ୍ରେସ ରଣନୀତି: ବିଧାୟକଙ୍କ ଟିକେଟ କଟିବନି, ନୂଆ ମୁହଁଙ୍କୁ ଗୁରୁତ୍ୱ

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ଜୋରଦାର । ନୂଆ କରି ଗଠିତ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ପ୍ରଥମ ବୈଠକ ଆଜି ବସିଥିଲା । ଏଥିରେ ପ୍ରାର୍ଥୀ ଚୟନର ମାପକାଠି ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ...

Read more

କେରଳକୁ ଆଉ ୫ କୋଟି ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେରଳରେ ବନ୍ୟାର ତାଣ୍ଡବ ଜାରି ରହିଛି । ନ ଖାଇ ନ ପିଇ ଲକ୍ଷ ଲକ୍ଷ ଲୋକ ଏବେ ବି ପାଣି ଘେରରେ । ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସବୁଆଡୁ ସାହାଯ୍ୟ ଓ ସହାନୁଭୂତି ଆସିବାରେ ଲାଗିଛି । ଓଡ଼ିଶା...

Read more

ମୁଣ୍ଡରୁ ତୁଣ୍ଡ; ଶସ୍ତା ହେଲେ ଦାମ ରାଉତ

ଭୁବନେଶ୍ୱର: ନିଜକୁ ୪୦ ବର୍ଷର ଅଭିଜ୍ଞ ରାଜନେତା ବୋଲାଉଥିବା ଡାକ୍ତର ଦାମୋଦର ରାଉତଙ୍କଠାରୁ ଲୋକଙ୍କ ଆକର୍ଷଣ ତୁଟିଲାଣି । ଯେଉଁ ତୁଣ୍ଡରେ ସେ ଲୋକଙ୍କ ମନକୁ ଛୁଉୁଁଥିଲେ ସେହି ତୁଣ୍ଡ ତାଙ୍କ ପାଇଁ କାଳ ହୋଇଛି । ଜଣେ ବୟସ୍କ, ଅଭିଜ୍ଞ...

Read more

ବୈଜୟନ୍ତଙ୍କ ଟୁଇଟ୍ କୁ ନେଇ ପ୍ରତିକ୍ରିୟା; ରାଷ୍ଟ୍ରନାୟକଙ୍କୁ ଏ କି ସମ୍ମାନ?

ଭୁବନେଶ୍ୱର: ମହାନ୍ ରାଷ୍ଟ୍ରନେତା ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶ ଶୋକରେ ବୁଡ଼ିଥିବା ବେଳେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏକ ଟୁଇଟ୍ ଅନେକଙ୍କୁ ଆଘାତ ଦେଇଛି । ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ବୈଜୟନ୍ତଙ୍କୁ ଭର୍ତ୍ସନା...

Read more

ଅଟଳଜୀଙ୍କୁ ଅଶ୍ରୁପୂର୍ଣ୍ଣ ବିଦାୟ

ନୂଆଦିଲ୍ଲୀ: ବିଦାୟ ନେଇଗଲେ ଯୁଗ ପୁରୁଷ ଅଟଳ ବିହାରୀ ବାଜପେୟୀ । ରାଷ୍ଟ୍ରୀୟ ପୂର୍ଣ୍ଣ ମର୍ଯ୍ୟାଦା ସହ ଆଜି ଅପରାହ୍ନରେ ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହଜାର ହଜାର ଜନତାଙ୍କ ଗହଣରେ ଦୁନିଆ ଅଶ୍ରୁପୂର୍ଣ୍ଣ ବିଦାୟ...

Read more

୭ ଦିନିଆ ରାଷ୍ଟ୍ରୀୟ ଶୋକ, କାଲି ଛୁଟି ଘୋଷଣା

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ସମଗ୍ର ଦେଶ ଶୋକରେ ବୁଡ଼ିଯାଇଛି । ଓଡ଼ିଶାର କୋଣ ଅନୁକୋଣ ଆଜି ବାଜପେୟୀଙ୍କୁ ଝୁରୁଛି । ସ୍ୱର୍ଗତ ବାଜପେୟୀଙ୍କ ସମ୍ମାନାର୍ଥେ ଆସନ୍ତକାଲିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଶୁକ୍ରବାର...

Read more
Page 883 of 1023 1 … 882 883 884 … 1,023