Our Correspondent

ବିଜେଡ଼ିର ବାଜିମାତ୍: ଅତାବିରାରେ ବିଜେପି ସଫା, ହିନ୍ଦୋଳରେ ଗୋଟିଏ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନର ସଫଳତାକୁ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ଦୋହରାଇଛି ଶାସକ ବିଜୁ ଜନତା ଦଳ । ଅତାବିରାରେ ବିଜେଡ଼ କ୍ଲିନ୍ ସ୍ୱିପ୍ କରିଥିବା ବେଳେ ହିନ୍ଦୋଳରେ ୧୬ ଟି ୱାର୍ଡରୁ ୧୩ଟି ଅକ୍ତିଆର କରିଛି । ଦୁଇଟିଯାକ...

Read more

ରତ୍ନଭଣ୍ଡାର ଯାଞ୍ଚ ଶେଷ ; ବହୁ ଆଡ଼ମ୍ବରେ ଲଘୁକ୍ରିୟା !

ପୁରୀ: ବହୁ ଉତ୍କଣ୍ଠିତ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ୧୫ ଜଣିଆ ଯାଞ୍ଚକାରୀ ଦଳ ବାହାର ଦୁଇଟି ଭଣ୍ଡାର ଯାଞ୍ଚ କରିଥିଲେ । ହେଲେ ଭିତର ଭଣ୍ଡାରକୁ ଯାଇନାହାନ୍ତି । ବାହାର ଭଣ୍ଡାରରୁ ଜାଲି ଦ୍ୱାର ବାଟେ ସର୍ଚ୍ଚ...

Read more

କି କରିତକର୍ମା! ଆସୁ ଆସୁ ସାଢ଼େ ୬ ଲକ୍ଷ

ଭୁବନେଶ୍ୱର: ସମସ୍ତଙ୍କ ଆଖିରେ ପୁଟୁଳା ବାନ୍ଧି ସରକାରୀ ଅର୍ଥକୁ ଲୁଟିନେବାକୁ ଉଦ୍ୟମ କରିଛନ୍ତି ଜଣେ ତଥାକଥିତ ନାମୀ ସାମ୍ବାଦିକ । ଏକ ଇଂରାଜୀ ୱେବ ପୋର୍ଟାଲ୍ ଚଳାଉଥିବା ଏହି ସାମ୍ବାଦିକ ନିଜ ପୋର୍ଟାଲ୍ ରେ ମନକୁ ମନ ସରକାରୀ ବିଜ୍ଞାପନ ବସାଇ...

Read more

ଧର୍ମେନ୍ଦ୍ର ନିରାଶ; ମାନସ ମହାନ୍ତି ସଂଗଠନ ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଲୋକ ଶାରଦା ଶତପଥୀଙ୍କୁ ରାଜ୍ୟ ସଂଗଠନ ସମ୍ପାଦକ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନ ନେଇଛନ୍ତି ମାନସ ମହାନ୍ତି । ମାନସ କାହା ଲୋକ ନୁହଁନ୍ତି । ବଜରଙ୍ଗ ଦଳ ଓ ଆରଏସଏସ୍...

Read more

ବଢ଼ିଲା ଉତ୍କଣ୍ଠା; ଆଜି ଖୋଲିବ ରତ୍ନଭଣ୍ଡାର

ପୁରୀ: ମହାପ୍ରଭୁଙ୍କ ରହସ୍ୟମୟ ରତ୍ନଭଣ୍ଡାର ଆଜି ଖୋଲିବ । ୩୪ ବର୍ଷ ପରେ ଆଜି ରତ୍ନଭଣ୍ଡାରକୁ ପ୍ରବେଶ କରିବେ ସ୍ୱତନ୍ତ୍ର ଟିମ୍ । ଦିନ ୨ଟାରେ ସ୍ୱତନ୍ତ୍ର ଟିମ୍ ରତ୍ନଭଣ୍ଡାରରେ ପ୍ରବେଶ କରି ଭିତର ସ୍ଥିତି ପରଖିବେ । ରତ୍ନଭଣ୍ଡାରରେ ଗଚ୍ଛିତ...

Read more

ଶାହାଙ୍କ ପଶ୍ଚିମ ଓଡ଼ିଶା ମିଶନ୍

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆସନ୍ତାକାଲି ପଶ୍ଚିମ ଓଡ଼ିଶା ଆସି ଦୁଇଦିନ ବୁଲିବେ । ବୁଧବାର ଦିନ ଭବାନୀପାଟଣାରେ କର୍ମୀ ସମାବେଶରେ ଉଦବୋଧନ ଦେବେ । ଗୁରୁବାର ଦିନ ବଲାଙ୍ଗୀରରେ ଯୁବସମାବେଶକୁ ସମ୍ବୋଧିତ କରିବେ । ବିଜେପୁରରେ ବିଜେପିର...

Read more

ବିଜେଡ଼ିରୁ ଅତିଶୀଘ୍ର ବହିଷ୍କୃତ ହେବେ ବୈଜୟନ୍ତ !

ଭୁବନେଶ୍ୱର: ବିଜେଡ଼ିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଖୁବଶୀଘ୍ର ଦଳରୁ ବହିଷ୍କାର କରାଯିବ । ଆଜି ଏହାର ସଙ୍କେତ ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ସଭାପତି ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇବା ପରେ ବୈଜୟନ୍ତଙ୍କ ବହିଷ୍କାର...

Read more
Page 912 of 1022 1 … 911 912 913 … 1,022