Our Correspondent

୧୧୭ ଙ୍କୁ ଆଣ୍ଠେଇଲେ ନରସିଂହ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୩ ତାରିଖ ବିଧାନସଭାରେ ନରସିଂହ ମିଶ୍ର ଛାଡ଼ିଥିଲେ ପ୍ରଶ୍ନବାଣ । ଚିଟ୍‌ଫଣ୍ଡ କେଳେଙ୍କାରୀରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବିଜେଡ଼ିର ସଂପୃକ୍ତିକୁ ଅଙ୍ଗୁଳି ଉଠାଇଥିଲେ । ଆଉ ସେତିକିରେ ଝାଳନାଳ ହୋଇଗଲାଣି ବିଜେଡ଼ି । ନରସିଂହଙ୍କ ପ୍ରଶ୍ନକୁ ଅଭିଯୋଗ ଦର୍ଶାଇ...

Read more

୮ କୋଟିର ବଜ୍ରକୀଳା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପୂର୍ଣ୍ଣଚନ୍ଦ୍ର ପାଢ଼ୀ ବିଜେଡ଼ି ଅଫିସ୍‌ରେ କାମ କରନ୍ତି । ବିଜେଡ଼ି ଆକାଉଣ୍ଟରେ ଦଳୀୟ ମେମ୍ବରସିପ୍‌ ଫିସ୍‌ ନିୟମିତ ବ୍ୟବଧାନରେ ଜମା କରନ୍ତି ବୋଲି ବିଜେଡ଼ି ମାନିଛି । କିନ୍ତୁ ଗୋଟିଏ ଦିନରେ ସେ ୮ କୋଟି ଟଙ୍କା ଜମା...

Read more

ବିଧାନସଭା ପୁଣି ଅଚଳ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜଷ୍ଟିସ୍‌ ଏମ୍‌ଏମ୍‌ ଦାସ ଓ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ବହିଷ୍କାର ଦାବିରେ ଆଜି ପୁଣି ଅଚଳ ହୋଇଯାଇଛି ବିଧାନସଭା । ଗୃହ ଆରମ୍ଭ ହେଲା ମାତ୍ରେ ଗତକାଲି ଭଳି ଆଜି ବିଜେପି ବିଧାୟକମାନେ ବ୍ୟାନର ଜ୍ୟାକେଟ୍‌ ପିନ୍ଧି ଗୃହର...

Read more

ବିଜେପି ଅଙ୍କ ବୁଲିଲା- ସଞ୍ଜୟ ଆଗ, କମିଶନ ପଛ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସଞ୍ଜୟ ଦାସବର୍ମାଙ୍କ ପ୍ରସଙ୍ଗ ବିଧାନସଭାରୁ ଏକ ପ୍ରକାର ହଜି ଯାଉଥିଲା । ସଞ୍ଜୟଙ୍କ ସ୍ଥାନ ନେଇଯାଇଥିଲେ ଜଷ୍ଟିସ୍‌ ମଦନ ମୋହନ ଦାସ । ଚିଟ୍‌ଫଣ୍ଡ ତଦନ୍ତ କମିଶନ ହୋଇ ବିଜେଡ଼ି ଲିଗାଲ୍‌ ସେଲ୍‌ ମିଟିଂରେ ଯୋଗଦେବା ଓ ସେଠାରେ...

Read more

ଖାଣ୍ଟି ନୁହଁନ୍ତି ଜଷ୍ଟିସ୍‌ ଦାସ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜଷ୍ଟିସ୍‌ ଏମ୍‌.ଏମ୍‌. ଦାସଙ୍କୁ ନେଇ ଏବେ ଓଡ଼ିଶା ରାଜନୀତିରେ ଝଡ଼ । ଚିଟ୍‌ଫଣ୍ଡ ତଦନ୍ତ କମିଶନ ଥାଇ ବିଜେଡ଼ି ଲିଗାଲ୍‌ ସେଲ୍‌ ମିଟିଂକୁ ମୁଖ୍ୟ ଅତିଥି ହୋଇଯିବା ଏବଂ ସେଠାରେ ଚିଟ୍‌ଫଣ୍ଡ ଜମାକାରୀଙ୍କ ବିରୋଧରେ ବର୍ଷି ସରକାରଙ୍କ ପକ୍ଷ...

Read more

ଚିଟ୍‌ ଫଣ୍ଡ ଟଙ୍କାରେ ମସ୍ତି(୨)

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଚିଟ୍‌ଫଣ୍ଡ ଟଙ୍କାରେ ନେତାଙ୍କ ମସ୍ତି ପାର୍ଟ ଟୁରେ ଦେଉଛୁ ମଧୁ ମହାନ୍ତିଙ୍କ ସହ ନବୀନ ପଟ୍ଟନାୟକ କ୍ୟାବିନେଟ୍‌ର ତତ୍କାଳୀନ ନମ୍ବର ଟୁ ସୂର୍ଯ୍ୟନାରାୟଣ ପାତ୍ର ଓ ଜେଲ୍‌ ଫେରନ୍ତା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ...

Read more

ଚିଟ୍‌ଫଣ୍ଡ ଟଙ୍କାରେ ମସ୍ତି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଚିଟ୍‌ଫଣ୍ଡ ଟଙ୍କାରେ ଗମାତ୍‌ କରିଛନ୍ତି ନେତା । ଖାଲି ପ୍ରଦୀପ ସେଠୀ କି ପ୍ରଶାନ୍ତ ଦାଶ ନୁହଁନ୍ତି ଝାରପଡ଼ା ଜେଲ୍‌ରେ ଥିବା ମଧୁ ମହାନ୍ତି ବି ନେତାଙ୍କୁ ହାତେଇ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ । ସବୁ ଡକାୟତଙ୍କୁ...

Read more
Page 992 of 1006 1 … 991 992 993 … 1,006