Samar Pradhan

ଦାଣ୍ଡରେ ଗଡ଼ିଲା କଂଗ୍ରେସ କଳି

ଭୁବନେଶ୍ୱର: ଅସନ୍ତୋଷରୁ ରାଗ ଶେଷରେ ବିଦ୍ରୋହର ରୂପ ନେଇଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱକୁ ଖୋଲା ଚାଲେଞ୍ଜ କରିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ୍ । କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି...

Read more

ଲିକୁ ସାହୁ ମେନ୍ ଲୋକ !

ଭୁବନେଶ୍ୱର: ୧୮ ମାସର ମୋହନ ମାଝୀଙ୍କ ସରକାରରେ ସବୁଠାରୁ ଶକ୍ତିଶାଳୀ ନେତା ଭାବେ ଉଭା ହୋଇଛନ୍ତି ବିଧାୟକ ହିମାଂଶୁ ଶେଖର ଓରଫ୍ ଲିକୁ ସାହୁ । ଧର୍ମଶାଳାର ଏହି ସ୍ୱାଧୀନ ବିଧାୟକଙ୍କ ରାଜ୍ୟ ବିଜେପିରେ କାଟତି ସମସ୍ତଙ୍କୁ କାବା କରିଛି ।...

Read more

ବିଜେପିରେ ସାମଲଙ୍କ ଦୁଇ ପୁଅ, ଭଉଣୀ

ଭୁବନେଶ୍ୱର: ଯାହାଙ୍କ ପାଖରେ ଗଡ଼ରକ୍ଷାର ଦାୟିତ୍ୱ ଥିଲା ତାଙ୍କରି ଘରୁ ଆରମ୍ଭ ହୋଇଛି ଗଡ଼ ଦମନ ଅଭିଯାନ । ଭଦ୍ରକର ବିଜେଡି ଗଡ଼ ରଖିବା ଦାୟିତ୍ୱ ପ୍ରଫୁଲ୍ଲ ସାମଲଙ୍କୁ ଦେଇଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ତାଙ୍କ ବଡ଼ପୁଅ ଅୟସକାନ୍ତି...

Read more

ସୋସିଆଲ୍ ମିଡିଆ ନାଁରେ ହରିଲୁଟ୍!

ଭୁବନେଶ୍ୱର: ସରକାରୀ ଅର୍ଥ ଲୁଟିବା ପାଇଁ ବଢ଼ିଆ ମାଧ୍ୟମ ହୋଇଛି ସୋସିଆଲ୍ ମିଡିଆ । ବିଜେଡି ସରକାରଠାରୁ ଆରମ୍ଭ ହୋଇଥିବା ଏହି ଧାରାରେ ବ୍ରେକ୍ ଲାଗିନାହିଁ । ଏଥିପାଇଁ ପୂର୍ବ ସରକାର ଅମଳରୁ ଏକ ପ୍ରଭାବଶାଳୀ ରାକେଟ୍ ସକ୍ରିୟ ଅଛନ୍ତି ।...

Read more

ଅସହିଷ୍ଣୁତାର ଲଢ଼େଇ !

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ଓ ଛାତ୍ର ଆତ୍ମହତ୍ୟା ଘଟଣାରେ ଓଟିଭି ଖବର ପ୍ରସାରଣରୁ ଦୁଇ ମାଲିକଙ୍କ ମଧ୍ୟରେ ସମ୍ପର୍କର ତାଡ଼ନା ମାପି ହେଉଛି । ଚାର୍ଟର ଦେଖାଇ ନିଜକୁ ଦାୟିତ୍ୱସମ୍ପନ୍ନ ଗଣମାଧ୍ୟମ ବୋଲି ଓଟିଭି ସଫେଇ ଦେଲେ ମଧ୍ୟ ତାହା...

Read more

ଶ୍ରୀମୟୀଙ୍କ ଟୁଇଟ୍ ଆଗରେ ତୁଚ୍ଛ!

ଭୁବନେଶ୍ୱର: ଆଶ୍ରମ ସ୍କୁଲରେ ରହି ପାଠ ପଢ଼ୁଥିବା ଏହି ସପ୍ତମ ଶ୍ରେଣୀ ପିଲାକୁ ଜୋରଜବରଦସ୍ତ ରୋଷେୟା କାମ ଦିଆଯାଇଥିଲା । ରୋଷେଇ କଲାବେଳେ ପ୍ରେସର୍ କୁକର୍ ହୁଇସିଲ୍ ଫାଟିଯିବାରୁ ପିଲାଟିର ମୁହଁ ଅଧା ଜଳିଗଲା । ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ...

Read more

ପୁଣି କିଟ୍ ପଛରେ ପଡ଼ିଲା ଓଟିଭି

ଭୁବନେଶ୍ୱର: ପୁଣି କିଟ୍ ପଛରେ ପଡିଲା ଓଟିଭି । ଗତକାଲି ରାତିରେ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଜଣେ ପ୍ରଥମ ବର୍ଷ କମ୍ପ୍ୟୁଟର ଇଂଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ଓଟିଭିକୁ ଚାଙ୍ଗା କରିଦେଇଛି । ପ୍ରେମଜନିତ କାରଣରୁ ଛାତ୍ରଜଣଙ୍କ ଆତ୍ମହତ୍ୟା କରିଥିବା ଏକପ୍ରକାର...

Read more
Page 9 of 15 1 8 9 10 15