ଭୁବନେଶ୍ୱର: ବାପୁଜୀନଗରରେ ଏକ ଅତ୍ୟାଧୁନିକ ବିୟୁଟି ସେଲୁନ୍ ‘ଲାଉଞ୍ଜ ୩୬୦’ ଉଦଘାଟିତ ହୋଇଛି । ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏଥିରେ କେଶ ବିନ୍ୟାସ ଏବଂ ସୌନ୍ଦର୍ଯ୍ୟ ସେବା ଉପବଲବ୍ଧ ହେବ । ମୁମ୍ବାଇର ପୂର୍ବତନ ପୁଲିସ କମିସନର ତଥା ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ମେୟର ସୁଲୋଚନା ଦାସ ଏହାକୁ ପରିଦର୍ଶନ କରିଥିଲେ ।








