Sunday, February 22, 2026 11:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିହାରରେ ଏନଡିଏକୁ ବହୁମତ; ବିଜେପି ଏକାକୀ ସଂଖ୍ୟାଗରିଷ୍ଠ!

by Our Correspondent
10 Nov, 2020- 05:46 PM
in Latest News, National, News, Politics
0
ବିହାରରେ ଏନଡିଏକୁ ବହୁମତ; ବିଜେପି ଏକାକୀ ସଂଖ୍ୟାଗରିଷ୍ଠ!

ପାଟଣା: ଆରଜେଡ଼ି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟକୁ ନିରଙ୍କୁଶ ସଂଖ୍ୟା ଗରିଷ୍ଠ ମିଳିବ ଏବଂ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅଧିକାଂଶ ଏକଜିଟ୍ ପୋଲ୍ କରିଥିବା ଆକଳନ ଭୁଲ୍ ପ୍ରମାଣିତ ହୋଇଛି । ୧୭ ରାଉଣ୍ଡ ଭୋଟଗଣତି ଶେଷରେ ବିଜେପି ଏବଂ ଜେଡି(ୟୁ) ମେଣ୍ଟ ଏନଡିଏକୁ ବହୁମତ ମିଳିଛି । ସମୁଦାୟ ୩୫ ରାଉଣ୍ଡ ଗଣତି ହେବାକୁ ଥିବାରୁ ବିଳମ୍ବିତ ରାତିରେ ସ୍ପଷ୍ଟ ଫଳାଫଳ ଜଣାପଡ଼ିବ ।

ବଡ଼କଥା ହେଉଛି, ନୀତିଶ କୁମାରଙ୍କ ଜେଡି(ୟୁ)ଠାରୁ ବିଜେପି ଅଧିକ ଆସନରେ ଆଗୁଆ ଅଛି । ବିଜେପି ୧୨୧ ଟି ଆସନରେ ପ୍ରାର୍ଥୀ ଦେଇଥିଲା ବେଳେ ଏ ପର୍ଯ୍ୟନ୍ତ ୭୬ ଆସନରେ ଆଗୁଆ ଅଛନ୍ତି । ସେହିଭଳି ଜେଡି(ୟୁ) ୧୨୨ ଟି ଆସନରେ ପ୍ରାର୍ଥୀ ଦେଇଥିଲା ବେଳେ ୪୨ ଆସନରେ ଆଗୁଆ ଅଛନ୍ତି । ଆରଜେଡି ୭୦, କଂଗ୍ରେସ ୨୦ ଏବଂ ବାମପନ୍ଥୀ ପ୍ରାର୍ଥୀମାନେ ୧୮ ଆସନରେ ଆଗୁଆ ଅଛନ୍ତି । ସୁତରାଂ ଏନଡିଏ ମେଣ୍ଟରେ ବର୍ତ୍ତମାନ ବିଜେପି ବଡ଼ଭାଇ ଭାବେ ଉଭା ହୋଇଛି ।

ବିହାରରେ ମୋଦି ମ୍ୟାଜିକ୍ କାମ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘମାଘୋଟ ପ୍ରଚାର କରିଥିଲେ ଏବଂ ଏହାର ଫଳ ବିଜେପିକୁ ମିଳିଛି । ବିଜେପିର ନିର୍ବାଚନ ଇସ୍ତାହାରରେ ୧୯ ଲକ୍ଷ କର୍ମନିଯୁକ୍ତି ଏବଂ ସମସ୍ତଙ୍କୁ କରୋନା ଟୀକା ମାଗଣାରେ ଦେବାର ପ୍ରତିଶ୍ରୁତି ଲୋକଙ୍କ ମନକୁ ଛୁଇଁଛି । ଅନ୍ୟପକ୍ଷରେ ବେକାରୀ, କରୋନା ପରିସ୍ଥିତିର ମୁକାବିଲାରେ ନୀତିଶ କୁମାର ସରକାରଙ୍କ ବିଫଳତା ଭୋଟରଙ୍କ ଉପରେ ପ୍ରଭାବ ପକାଇ ପାରିନି ।

ଆରଜେଡ଼ି ନେତା ତଥା ନୀତିଶ କୁମାରଙ୍କ ପୂର୍ବତନ ସହଯୋଗୀ ଉପମୁଖ୍ୟମନ୍ତ୍ରୀ ୩୧ ବର୍ଷୀୟ ତେଜସ୍ୱୀ ଯାଦବ ନିର୍ବାଚନ ପ୍ରଚାରରେ କମାଲ୍ ଦେଖାଇଥିଲେ । ତାଙ୍କ ନିର୍ବାଚନ ସଭାରେ ପ୍ରବଳ ଜନସମାଗମ ହେଉଥିଲା ଏବଂ ଲୋକଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ବଢ଼ିଥିଲା । ସରକାର ଗଢ଼ିଲେ ପ୍ରଥମ ଦିନ ୧୦ ଲକ୍ଷ ବେକାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

Previous Post

କରୋନାକୁ ପରାସ୍ତ କଲେ ୯୨ ବର୍ଷୀୟ ବୃଦ୍ଧା

Next Post

ବାଲେଶ୍ୱର, ତିର୍ତ୍ତୋଲରେ ବିଜେଡ଼ିର ବାଜିମାତ୍

Next Post
ବାଲେଶ୍ୱର, ତିର୍ତ୍ତୋଲରେ ବିଜେଡ଼ିର ବାଜିମାତ୍

ବାଲେଶ୍ୱର, ତିର୍ତ୍ତୋଲରେ ବିଜେଡ଼ିର ବାଜିମାତ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA