Monday, February 23, 2026 02:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ତେଜସ୍ୱୀଙ୍କ ତେଜ୍, ବିହାରରେ ମହାଗଠବନ୍ଧନକୁ କ୍ଲିନ୍ ସ୍ୱିପ୍ !

ବିିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍

by Our Correspondent
07 Nov, 2020- 10:21 PM
in Latest News, National, News, Politics
1 min read
0
ତେଜସ୍ୱୀଙ୍କ ତେଜ୍, ବିହାରରେ ମହାଗଠବନ୍ଧନକୁ କ୍ଲିନ୍ ସ୍ୱିପ୍ !

ନୂଆଦିଲ୍ଲୀ/ଭୁବନେଶ୍ୱର: ବିହାରରେ ତେଜସ୍ୱୀଙ୍କ ତେଜ୍ ଆଗରେ ଫେଲ୍ ମାରିଛି ମୋଦି ମ୍ୟାଜିକ୍ । ବିଜେପି ଓ ନୀତିଶ୍ କୁମାରଙ୍କୁ ବିହାର ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି । ଆରଜେଡ଼ି ନେତୃତ୍ୱାଧୀନ ମହାଗଠବନ୍ଧନ ସପକ୍ଷରେ ଯାଇଛି ଜନମତ । ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ବିହାର ନିର୍ବାଚନ ଶେଷରେ ଆଜି ବିଭିନ୍ନ ସଂସ୍ଥା ଓ ଜାତୀୟ ଟିଭି ଚାନେଲ୍ ଗୁଡ଼ିକ ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ୍ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି ।

ସର୍ଭେ ସତ ହେଲେ ଲାଲୁ ଓ ରାବଡି ଦେବୀଙ୍କ ୩୧ ବର୍ଷ ବୟସ୍କ ପୁତ୍ର ତେଜସ୍ୱୀ ଯାଦବ ହେବେ ବିହାର ମୁଖ୍ୟମନ୍ତ୍ରୀ । ଅଧିକାଂଶ ସର୍ଭେରେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରାୟ ୪୪% ଲୋକେ ପସନ୍ଦ କରିଛନ୍ତି ।

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ମ୍ୟାଜିକ୍ ନମ୍ବର ହେଉଛି ୧୨୨ । ଆରଜେଡ଼ି ନେତୃତ୍ୱାଧୀନ ମହାଗଠବନ୍ଧନ ଏହାଠାରୁ ଯଥେଷ୍ଟ ଆସନ ହାସଲ କରିବ ବୋଲି ଅଧିକାଂଶ ସର୍ଭେ ରିପୋର୍ଟ କହୁଛି । ମହାଗଠବନ୍ଧନ ଦୁଇ ତୃତୀୟାଂଶ ଆସନରେ ବିଜୟୀ ହେବେ ବୋଲି କିଛି ସର୍ଭେରେ କୁହାଯାଇଛି ।

ଆକ୍ସିସ୍ ମାଇଁ ଇଣ୍ଡିଆ-ଇଣ୍ଡିଆ ଟୁଡେର ଏକଜିଟ୍ ପୋଲ୍ ସର୍ଭେରେ ବିଜେପି, ଜେଡ଼ି(ୟୁ) ନେତୃତ୍ୱାଧୀନ ଏନଡିଏ ୬୯ରୁ ୯୧ ଆସନ ହାସଲ କରିବ ବୋଲି କୁହାଯାଇଥିଲା ବେଳେ ଆରଜେଡ଼ି ନେତୃତ୍ୱାଧୀନ ମହାଗଠବନ୍ଧନ ୧୩୯ରୁ ୧୬୧ ଆସନ ପାଇବ ବୋଲି କୁହାଯାଇଛି । ଏଲଜେପି, ଜିଡ଼ିଏସଏଫ ଏବଂ ଅନ୍ୟାନ୍ୟ ଦଳ ୩ ରୁ ୫ ଟି ଲେଖାଏଁ ଆସନ ପାଇପାରନ୍ତି ।

ରିପବ୍ଲିକ୍ ଟିଭି-ଜନ କି ବାତ୍ ଏକଜିଟ୍ ପୋଲ୍ ସର୍ଭେରେ ଏନଡିଏ ୯୧ରୁ ୧୧୭ ଏବଂ ମହାଗଠବନ୍ଧନ ୧୧୮ ରୁ ୧୩୮ ଆସନ ପାଇବେ ବୋଲି କୁହାଯାଇଛି । ସିଏନଏନ ନିଉଜ୍ ୧୮-ଟୁଡେସ୍ ଚାଣକ୍ୟ ସର୍ଭେରେ ମହାଗଠବନ୍ଧନକୁ କ୍ଲିନ୍ ସ୍ୱିପ୍ ଦିଆଯାଇଛି । ମହାଗଠବନ୍ଧନକୁ ୧୮୦ ଆସନ ମିଳିବ ବୋଲି କୁହାଯାଇଛି ।

ନିଉଜ୍ ଏକ୍ସ-ଡିଭି ରିସର୍ଚ୍ଚ ସର୍ଭେରେ ଏନଡିଏ ଏବଂ ମହାଗଠବନ୍ଧନ ବରାବର ବା ତୀବ୍ର ପ୍ରତିଦ୍ୱନ୍ଦିତାରେ ଥିବା ବେଳେ ଦୈନିକ ଭାସ୍କର ସର୍ଭେରେ ଏନଡିଏ ୧୨୦ ରୁ ୧୨୭ ଆସନ ପାଇ ବିଜୟୀ ହେବ ବୋଲି କୁହାଯାଇଛି ।

କେଉଁ ସର୍ଭେରେ କାହାରିକୁ କେତେ ଆସନ

ଆକ୍ସିସ୍ ମାଇଁ ଇଣ୍ଡିଆ-ଇଣ୍ଡିଆ ଟୁଡେ
ଏନଡିଏ: ୬୯-୯୧, ମହାଗଠବନ୍ଧନ: ୧୩୯-୧୬୧, ଏଲଜେପି: ୩-୫, ଜେଡିଏସଏଫ: ୩-୫, ଅନ୍ୟାନ୍ୟ ଦଳ: ୩-୫

ଏବିପି ନିଉଜ୍-ସି ଭୋଟର
ଏନଡିଏ: ୧୦୪-୧୨୮, ମହାଗଠବନ୍ଧନ: ୧୦୮-୧୩୧, ଏଲଜେପି: ୧-୩, ଅନ୍ୟାନ୍ୟ ଦଳ: ୪-୮

ଟାଇମସ୍ ନାଓ- ସି ଭୋଟର
ଏନଡିଏ: ୧୧୬, ମହାଗଠବନ୍ଧନ: ୧୨୦, ଏଲଜେପି: ୧, ଅନ୍ୟାନ୍ୟ ଦଳ: ୬

ରିପବ୍ଲିକ୍ ଟିଭି-ଜନ କି ବାତ୍
ଏନଡିଏ: ୯୧-୧୧୭, ମହାଗଠବନ୍ଧନ: ୧୧୮-୧୩୮, ଏଲଜେପି: ୫-୮, ଅନ୍ୟାନ୍ୟ ଦଳ: ୩-୬

ନିଉଜ୍ ଏକ୍ସ-ଡିଭି ରିସର୍ଚ୍ଚ
ଏନଡିଏ:୧୧୦-୧୧୭, ମହାଗଠବନ୍ଧନ: ୧୦୮-୧୨୩, ଏଲଜେପି: ୪-୧୦, ଅନ୍ୟାନ୍ୟ ଦଳ: ୮-୨୩

ସିଏନଏନ ନିଉଜ୍ ୧୮-ଟୁଡେସ୍ ଚାଣକ୍ୟ
ଏନଡିଏ: ୫୫, ମହାଗଠବନ୍ଧନ: ୧୮୦, ଏଲଜେପି: ୦, ଅନ୍ୟାନ୍ୟ ଦଳ: ୮

ଦୈନିକ ଭାସ୍କର
ଏନଡିଏ: ୧୨୦-୧୨୭, ମହାଗଠବନ୍ଧନ: ୭୧-୮୧, ଏଲଜେପି: ୧୨-୨୩ ଅନ୍ୟାନ୍ୟ ଦଳ: ୧୯-୨୭

Previous Post

ଆଜି ସୀମାଞ୍ଚଳ ସମୀକରଣ

Next Post

ଟ୍ରମ୍ପଙ୍କୁ ହରାଇଲେ ବାଇଡେନ୍

Next Post
ଟ୍ରମ୍ପଙ୍କୁ ହରାଇଲେ ବାଇଡେନ୍

ଟ୍ରମ୍ପଙ୍କୁ ହରାଇଲେ ବାଇଡେନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA