Wednesday, March 4, 2026 03:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି ପ୍ରଭାତୀ ପରିଡ଼ା

ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି

by Our Correspondent
28 Oct, 2025- 09:45 PM
in Latest News, News, Politics
1 min read
0
ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ପ୍ରଚାର କରୁଥିବା ଉପମୁଖ୍ୟମନ୍ତ୍ରୀ ତଥା ମହିଳା, ଶିଶୁ ବିକାଶ ଓ ମିଶନଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ କରିଥିବା ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରିଛି ବିଜେଡି ।

ଆଜି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ସିଆରପି ସଂଘର ରାଜ୍ୟ ସଭାପତି ଲକି ହୋତାଙ୍କ ଅଡ଼ିଓ କ୍ଲିପ୍ ପ୍ରଦାନ କରିଛି । ଏହି ଅଡ଼ିଓ କ୍ଲିପ୍ରେ ଶ୍ରୀମତୀ ହୋତା ସିଆରପି ସଂଘର ସମସ୍ତ ସଦସ୍ୟାଙ୍କୁ କହିଛନ୍ତି ଯେ, ନୂଆପଡ଼ା ଗସ୍ତ ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସହ ସାକ୍ଷାତ କରି ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ବେଳେ ସିଆରପି ମାନଙ୍କର ବ୍ଲକରେ କଟାଯାଉଥିବା ଇନସେନ୍ଟିଭ୍ ଅର୍ଥରାଶିକୁ ଆଉ କଟାଯିବନି, ଯଦି କାହାର କଟାଯାଏ, ତାହେଲେ ବ୍ୟକ୍ତିଗତ ଭାବେ ଉପମୁଖ୍ୟମନ୍ତ୍ରୀ ନିଜେ ଏହି ଅର୍ଥ ଦେବେ ବୋଲି କହିଥିଲେ । କିଛି ସିଆରପି ସଦସ୍ୟାଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସିଆରପି ମାନଙ୍କର ବକେୟା ଦରମା ଠାରୁ ଆରମ୍ଭ କରି ସମସ୍ତ ଦାବି ପୂରଣ କରାଯିବ ବୋଲି ଘୋଷଣା କରିଥିଲେ ।

କ୍ଷମତାକୁ ଆସିବାର ୧୬ ମାସ ମଧ୍ୟରେ ମିଶନଶକ୍ତି ବିଭାଗର ପୁନଃଗଠନ ନାମରେ ସିଆରପି, ଏମବିକେ ଓ ମିଶନଶକ୍ତି କର୍ମକର୍ତ୍ତାମାନେ ସର୍ବାଧିକ ନିର୍ଯାତିତ ହୋଇ ଆନେ୍ଦାଳନ କରୁଥିବା ବେଳେ ନୂଆପଡ଼ା ଉପନିର୍ବାଚରେ ଶାସକ ବିଜେପି ଦଳ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ହାତେଇବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଏଭଳି ଖୋଲାଖୋଲି ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନକୁ ନେଇ ବିଜୁ ଜନତା ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରତିବାଦ କରିବା ସହ ନିରପେକ୍ଷ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ସମଗ୍ର ରାଜ୍ୟରେ ମିଶନଶକ୍ତି କର୍ମକର୍ତ୍ତା ଓ ମହିଳା ସଶକ୍ତିକରଣ ଲାଗି ଦିନରାତି ଏକ କରି କାର୍ଯ୍ୟ କରୁଥିବା ସିଆରପି, ଏମବିକେ ମାନେ ରାଜ୍ୟ ବିଜେପି ସରକାର ଦ୍ୱାରା ସର୍ବାଧିକ ନିର୍ଯାତିତ ହୋଇଆସିଛନ୍ତି । କେବଳ ଉପନିର୍ବାଚନରେ ଏସଏଚଜି ମହିଳା ସମର୍ଥନ ହାସଲ କରିବା ପାଇଁ ବିଜେପି ଦଳର ଏହି ଚାଲ କେବେ ହେଲେ ସଫଳ ହେବ ନାହିଁ । ବାରମ୍ବାର ଆନେ୍ଦାଳନ କରି ଆସୁଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ବିଜେପି ସରକାର ଆଜି ନୂଆପଡ଼ାରେ ଯାଇ ନିଜେ ପକେଟରୁ ଅର୍ଥ ଭରଣା କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିବା ହାସ୍ୟାସ୍ପଦ ଏବଂ ନୂଆପଡ଼ାର ମା’ମାନେ ଏହାକୁ କେବେ ହେଲେ ଗ୍ରହଣ କରିବେ ନାହିଁ ।

ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀରେ ମୁଖପାତ୍ର ତୁମ୍ବନାଥ ପଣ୍ଡା, ମିହିର ରାୟ, ଶ୍ରୀମତୀ ଲୋରା ମହାପାତ୍ର, ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପରିଡ଼ା, ଶ୍ରୀମତୀ ଆଂଶୁ ତି୍ରପାଠୀ, ଶ୍ରୀମତୀ ରୀତାଞ୍ଜଳି ପ୍ରଧାନ, ଶ୍ରୀମତୀ ଇଲା ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।

Previous Post

ବିଜେଡିରେ ମିଶିଲେ ବସନ୍ତ ପଣ୍ଡାଙ୍କ ପୁତୁରା

Next Post

ସୁଭଦ୍ରା ଶକ୍ତି ସମାବେଶ ନିର୍ବାଚନ ଆଚରଣ ବିଧିର ଉଲଂଘନ

Next Post
ସୁଭଦ୍ରା ଶକ୍ତି ସମାବେଶ ନିର୍ବାଚନ ଆଚରଣ ବିଧିର ଉଲଂଘନ

ସୁଭଦ୍ରା ଶକ୍ତି ସମାବେଶ ନିର୍ବାଚନ ଆଚରଣ ବିଧିର ଉଲଂଘନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA