Wednesday, November 5, 2025 05:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କିମ୍‍ସରେ ପ୍ରଥମ ଡେଙ୍ଗୁ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍‍ ପରୀକ୍ଷା

by Our Correspondent
02 Sep, 2024- 08:31 PM
in Latest News, News
1 min read
0
କିମ୍‍ସରେ ପ୍ରଥମ ଡେଙ୍ଗୁ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍‍ ପରୀକ୍ଷା

ଭୁବନେଶ୍ୱର: ଭାରତର ପ୍ରଥମ ସ୍ୱଦେଶୀ ଡେଙ୍ଗୁ ଟିକା ‘ଡେଙ୍ଗିଆଲ୍‍’ ପାଇଁ କ୍ଲିନିକାଲ୍‍ ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ଆଜି କିମ୍‍ସରେ ଆରମ୍ଭ ହୋଇଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‍ଆର୍‍) ସହଯୋଗରେ ପାନାସିଆ  ବାୟୋଟେକ୍‍ ଦ୍ୱାରା ବିକଶିତ ସ୍ୱଦେଶୀ ଟେଟ୍ରାଭେଲାଣ୍ଟ ଡେଙ୍ଗୁ ଟିକାର କାର୍ଯ୍ୟକାରିତାକୁ ମୂଲ୍ୟାଙ୍କନ କରିବାକୁ ଏହି ପରୀକ୍ଷଣ ଆରମ୍ଭ କରାଯାଇଛି । ଭାରତର ୧୮ଟି ରାଜ୍ୟର ୧୮ଟି ସ୍ଥାନ ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଓଡ଼ିଶାର ଏକମାତ୍ର ହସ୍‍ପିଟାଲ୍‍ ଭାବେ କିମ୍‍ସ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପରିଚାଳନା ପାଇଁ ମନୋନୀତ ହୋଇଛି ।

ସଂପ୍ରତି ଭାରତରେ ଡେଙ୍ଗୁ ପ୍ରତିରୋଧୀ କୌଣସି ଆଣ୍ଟିଭାଇରାଲ୍‍ ଚିକିତ୍ସା କିମ୍ବା ଅଧିକୃତ ଟିକା ନାହିଁ । ଡେଙ୍ଗୁ ଜୀବାଣୁଙ୍କ ୪ଟି ସେରୋଟାଇପ୍‍ ମଧ୍ୟରେ ଭଲ ପ୍ରଭାବର ଆବଶ୍ୟକତା ପାଇଁ ପ୍ରଭାବଶାଳୀ ଟିକା ବିକାଶିତ କରିବା ଜଟିଳ। ଟେଟ୍ରାଭେଲେଣ୍ଟ ଡେଙ୍ଗୁ ଟିକା ଷ୍ଟ୍ରେନ୍‍ (ଟିଭି୦୦୩/ଟିଭି୦୦୫) ମୂଳତଃ ଆମେରିକାର ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ହେଲ୍‍ଥ ଦ୍ୱାରା ବିକାଶିତ ହୋଇଛି । ଷ୍ଟେନ୍‍ ଗ୍ରହଣ କରିବାକୁ ତିନୋଟି ଭାରତୀୟ କମ୍ପାନୀ ମଧ୍ୟରୁ ପାନାସିଆ ବାୟୋଟେକ୍‍ ବିକାଶର ଶ୍ରେଷ୍ଠ ପର୍ଯ୍ୟାୟରେ ରହିଛି । ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ କ୍ଲିନିକାଲ୍‍ ପରୀକ୍ଷା ୨୦୧୮-୧୯ରେ ଶେଷ ହୋଇ ଆଶାନୁରୂପ ଫଳ ଦେଇଥିଲା ।

ଆଜି କିମ୍‍ସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କିମ୍‍ସର ଅଧ୍ୟକ୍ଷ ଡା. ଏ. ପି. ମହାନ୍ତି, କମ୍ୟୁନିଟି ମେଡିସିନ୍‍ ବିଭାଗ ମୁଖ୍ୟ ଡା. ସୋନାଲି କର, ମେଡ଼ିସିନ୍‍ ବିଭାଗ ମୁଖ୍ୟ ଡା. ଲଲାଟେନ୍ଦୁ ମହାନ୍ତିଙ୍କ ସମେତ ବହୁ ବିଶେଷଜ୍ଞ ଉପସ୍ଥିତ ଥିଲେ । ତେବେ ଏହି ପରୀକ୍ଷଣ ସଫଳତା ଆଣିବ ବୋଲି କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଶା ବ୍ୟକ୍ତ କରିଛନ୍ତି ।

ଡା. ସୋନାଲି କର ଓ ଡା. ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଇନ୍‍ଭେଷ୍ଟିଗେଟର୍‍ ରହିଥିବା ବେଳେ ଡା. ପି. ସି ସାମନ୍ତରାୟଙ୍କ ନେତୃତ୍ୱରେ ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡା. ଦିପ୍ତି ପଟ୍ଟନାୟକ, କିମ୍‍ସ ସେଣ୍ଟ୍ରାଲ୍‍ ଲାବରେଟୋରୀର ନିର୍ଦ୍ଦେଶକ ଡା ସୌରଭ ପାତ୍ର ଏଥିରେ ସହଯୋଗ କରିବେ ।

Previous Post

ସମ୍ ହସ୍ପିଟାଲ ଡାଇବେଟିସ୍ ଗବେଷଣା ସନ୍ଦର୍ଭ ନିମନ୍ତେ ସମ୍ମାନିତ

Next Post

Celebrate Teachers’ Day: 4 Thoughtful Green Gifts for Your Mentors

Next Post
Celebrate Teachers’ Day: 4 Thoughtful Green Gifts for Your Mentors

Celebrate Teachers' Day: 4 Thoughtful Green Gifts for Your Mentors

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19118 shares
    Share 7647 Tweet 4780
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7293 shares
    Share 2917 Tweet 1823
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5803 shares
    Share 2321 Tweet 1451
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA