Sunday, February 22, 2026 10:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡିଆ ଝିଅ ଆଦିତି ସିଡିଏସ୍ ମହିଳା ଟପର୍

by Our Correspondent
08 Nov, 2020- 11:48 AM
in Latest News, News
1 min read
0
ଓଡିଆ ଝିଅ ଆଦିତି ସିଡିଏସ୍ ମହିଳା ଟପର୍

ଭୁବନେଶ୍ୱର: ନିଟ୍ ଟପର୍ ରାଉରକେଲାର ସୋଏବ ଅଫତାବଙ୍କ ପରେ ସର୍ବଭାରତୀୟସ୍ତରରେ ଓଡ଼ିଶାକୁ ପୁଣି ଗୌରବାନ୍ୱିତ କରିଛନ୍ତି ଓଡ଼ିଆ ଝିଅ ଆଦିତି ପରିଡ଼ା । Combined Defence Service(CDS) ପରୀକ୍ଷାରେ ମହିଳାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଆଦିତି । ଗତକାଲି ଏହାର ରେଜଲ୍ଟ ପ୍ରକାଶ ପାଇଛି । ସିଏଡ଼ିଏସ୍ ଭଳି କଠିନ ଓ ସମ୍ମାନଜନକ ପରୀକ୍ଷାରେ ଏଭଳି କୃତିତ୍ୱ ହାସଲ କରିବାରେ ଆଦିତି ପ୍ରଥମ ଓଡ଼ିଆ ଝିଅ ।

ଏହି ପରୀକ୍ଷାରେ ୬୭ ମହିଳାଙ୍କ ସମେତ ସମୁଦାୟ ୨୪୧ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ତେବେ ଆଦିତିଙ୍କ ସଫଳତା ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ହୋଇଛି । ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀରେ ସେ ଯୋଗଦେବେ ।

ଢ଼େଙ୍କାନାଳ ଜିଲ୍ଲାର ନାଧରା ଗାଁରେ ଜନ୍ମିତ ଆଦିତି ଜଣେ ମେଧାବୀ ଛାତ୍ରୀ । ଆର୍ମି ସ୍କୁଲରେ ପାଠ ପଢୁଥିଲା ବେଳେ ୨୦୧୬ ମସିହାରେ ଜାତୀୟ ଡିବେଟ୍ କମ୍ପିଟେସନ୍ ରେ ଚମ୍ପିଅନ୍ ହୋଇଥିଲେ । ପୁନେର ସିମ୍ବିଓସିସ୍ କଲେଜରୁ ମାସ୍ କମୁ୍ୟନିକେସନ୍ ରେ ଗ୍ରାଜୁଏସନ୍ କରିଛନ୍ତି ସେ । ପାଠ ସହ ନୃତ୍ୟ ଓ ଖେଳକୁଦରେ ତାଙ୍କର ପ୍ରବଳ ରୁଚି ରହିଛି । ଓଡ଼ିଶୀ ଓ ଭାରତନାଟ୍ୟମ୍ ରେ ସେ ନିପୁଣା । ବିଶ୍ୱବିଦ୍ୟାଳୟ ଭଲିଭଲ୍ ଟିମ୍ ରେ ମଧ୍ୟ ସେ ପ୍ରତିନିଧିତ୍ୱ କରିଥିଲେ ।

ଭାରତୀୟ ସେନାରେ ଯୋଗଦେଇ ଦେଶ ମାତୃକାର ସେବା କରିବାକୁ ତାଙ୍କର ପିଲାଦିନରୁ ସ୍ୱପ୍ନ ଥିଲା ବୋଲି ଆଦିତି କହିଛନ୍ତି । ଯଦିଓ ଏନଡିଏ ପରୀକ୍ଷାରେ କୃତକାର୍ଯ୍ୟ ହେବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା, ମାତ୍ର ମେରିଟ୍ ଲିଷ୍ଟ୍ ରେ ଟପ୍ କରିବେ ବୋଲି କେବେ ଭାବି ନ ଥିଲେ ବୋଲି କହିଛନ୍ତି ।

ଆଦିତିଙ୍କ ବାପା ଭୂଦେବ ପରିଡ଼ା ଭାରତୀୟ ସେନାରେ ବ୍ରିଗେଡିୟର୍ ଅଛନ୍ତି । ମାଆ ସୁଜାତା ପରିଡ଼ା ଗୃହିଣୀ । ଝିଅର ସଫଳତାରେ ସେମାନେ ଅତ୍ୟନ୍ତ ଗର୍ବିତ ଏବଂ ତାହା ଭାଷାରେ ବର୍ଣ୍ଣନା କରିହେବ ନାହିଁ ବୋଲି କହିଛନ୍ତି । ପିଲାଦିନୁ ସେ କଠିନ ପରିଶ୍ରମ ଓ ଅଧ୍ୟବସାୟରେ ବିଶ୍ୱାସ କରନ୍ତି ବୋଲି ଆଦିତିଙ୍କ ମାଆ କହିଛନ୍ତି ।

Previous Post

ଟ୍ରମ୍ପଙ୍କୁ ହରାଇଲେ ବାଇଡେନ୍

Next Post

ଓଏଏସ୍ ବାବୁଙ୍କ ନକଲି କାରନାମା !

Next Post
ଓଏଏସ୍ ବାବୁଙ୍କ ନକଲି କାରନାମା !

ଓଏଏସ୍ ବାବୁଙ୍କ ନକଲି କାରନାମା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA