Friday, February 20, 2026 01:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଇଏଲଏସ ନିର୍ଦ୍ଦେଶକ ଡ. ଅଜୟ ପରିଡ଼ାଙ୍କ ପରଲୋକ

by Our Correspondent
19 Jul, 2022- 11:52 AM
in Latest News, News
1 min read
0
ଆଇଏଲଏସ ନିର୍ଦ୍ଦେଶକ ଡ. ଅଜୟ ପରିଡ଼ାଙ୍କ ପରଲୋକ

ଭୁୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନସ(ଆଇଏଲଏସ) ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ାଙ୍କର ଆକସ୍ମିକ ବିୟୋଗ ହୋଇଛି । ଏକ କନଫରେନ୍ସରେ ଯୋଗଦେବା ପାଇଁ ସେ ଗୌହାଟୀ ଯାଇଥିଲେ । ସେଠାରେ ତାଙ୍କର ହୃଦଘାତ୍ ରେ ପରଲୋକ ହୋଇଥିବା ଆଇଏଲସି ସୂତ୍ରରୁ ସୂଚନା ମିଳିଛି । କୋଭିଡ୍ ସମୟରେ ସମସ୍ତଙ୍କୁ ସଠିକ୍ ପରାମର୍ଶ ଦେଇ ଘରେ ଘରେ ପରିଚିତ ଥିବା ଡକ୍ଟର ପରିଡ଼ାଙ୍କ ଅକାଳ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।

କେଉଁ ପରିସ୍ଥିତିରେ ତାଙ୍କର ହୃତଘାତ ହେଲା ଏବଂ ମରଶରୀର ଓଡ଼ିଶାକୁ କେତେବେଳେ ଅଣାଯିବ ତାହାର ବିସ୍ତୃତ ସୂଚନା ମିଳିପାରିନାହିଁ । ତେବେ ମୃତ୍ୟୁ ଖବର ପ୍ରଚାର ହେବା ପରେ ଯାଜପୁର ଜିଲ୍ଲା ଭଗବାନପୁରସ୍ଥିତ ତାଙ୍କ ପୈତୃକ ଗାଁରୁ ଆତ୍ମୀୟ ସ୍ୱଜନ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ଜଣାପଡ଼ିଛି ।

ଜଣେ ବିଶିଷ୍ଟ ବୈଜ୍ଞାନିକ(ବାୟୋଲୋଜିଷ୍ଟ), ଗବେଷକ ଭାବେ ଜଣାଶୁଣା ଡକ୍ଟର ପରିଡ଼ା କୋଭିଡ୍ ସମୟରେ ସରକାରଙ୍କ ପକ୍ଷରୁ ଗୁରୁ ଦାୟିତ୍ୱ ତୁଲାଇଥିଲେ । ପ୍ରତିଟି କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ କରୁଥିଲେ । କୋଭିଡ୍ ତତ୍ତ୍ୱକୁ ଅତି ସରଳ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ସହ କୋଭିଡ୍ ଠାରୁ ଦୂରେଇ ରହିବାର ସଠିକ୍ ପରାମର୍ଶ ଦେଉଥିଲେ । ଏଥିପାଇଁ ସେ ଘରେ ଘରେ ପରିଚିତ ଥିଲେ । ଲୋକେ ଉତ୍ସୁକତାର ସହ ତାଙ୍କ ପରାମର୍ଶକୁ ଅପେକ୍ଷା କରୁଥିଲେ ।

ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୪ ମସିହାରେ ତାଙ୍କୁ ଭାରତ ସରକାରଙ୍କ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Previous Post

ରାଷ୍ଟ୍ରପତି ନିର୍ବାଚନ: ଦଳୀୟ ନିଷ୍ପତ୍ତି ବିରୋଧରେ ଗଲେ ମୋକିମ୍

Next Post

ପାଇକ ସ୍ମାରକୀ ପାଇଁ ମାଗଣାରେ ଜମି

Next Post
ପାଇକ ସ୍ମାରକୀ ପାଇଁ ମାଗଣାରେ ଜମି

ପାଇକ ସ୍ମାରକୀ ପାଇଁ ମାଗଣାରେ ଜମି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA