Monday, March 30, 2026 03:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଡିଏନ ଗ୍ରୁପ୍’ ରେ ଆଇଟି ରେଡ୍, ୩୦ କୋଟି ଜବତ!

by Our Correspondent
05 Jul, 2023- 01:23 PM
in Latest News, News
1 min read
0
‘ଡିଏନ ଗ୍ରୁପ୍’ ରେ ଆଇଟି ରେଡ୍, ୩୦ କୋଟି ଜବତ!

ଭୁବନେଶ୍ୱର: ରିୟଲ୍ ଇଷ୍ଟେଟ୍ ବ୍ୟବସାୟ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍ ହୋଇଛି । ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସମେତ ୨୫ ରୁ ଅଧିକ ଜାଗାରେ ଆଜି ବଡ଼ି ସକାଳୁ ଏକକାଳୀନ ଚଢ଼ଉ ଚାଲିଛି । ୟୁନିଟ୍-୪ରେ ଭଡ଼ାରେ ରହୁଥିବା ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ ହୋଇଥିବା କୁହାଯାଉଛି । ଡିଏନ ଗ୍ରୁପ୍ ଦ୍ୱାରା ଟିକସ ଫାଙ୍କି ଅଭିଯୋଗରେ ଏହି ରେଡ୍ ହେଉଥିବା ଅଫିସିଆଲ୍ ସୂତ୍ର କହୁଥିବା ବେଳେ ଏହା ପଛରେ ରାଜନୀତି ଖେଳ ଥିବା ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ଆୟକର ଟିମ୍ ଭୁବନେଶ୍ୱର ସମେତ ରାଜ୍ୟ ଓ ରାଜ୍ୟ ବାହାରର ୨୫ ରୁ ଅଧିକ ଜାଗାରେ ଏକକାଳୀନ ଚଢ଼ଉ କରିଛନ୍ତି । ସେମାନେ ସଂସ୍ଥାର ଆୟ ବ୍ୟୟ କାଗଜପତ୍ର ଯାଞ୍ଚ କରିବା ସହ ଠିକ୍ ଭାବରେ ଆୟକର ଦିଆଯାଉଛି ନା ନାହିଁ ଯାଞ୍ଚ କରୁଛନ୍ତି । ଭୁବନେଶ୍ୱରରେ ଆଇଆରସି ଭିଲେଜ୍ ସ୍ଥିତ ଡିଏନ ଗ୍ରୁପ୍ ର ମୁଖ୍ୟ କାର୍ଯ୍ୟାଳୟ, ଘାଟିକିଆସ୍ଥିତ ବିପୁଳ ଗାର୍ଡେନ୍ ରେ ରହୁଥିବା ସଂସ୍ଥାର ମାଲିକ ଜଗଦୀଶ ପ୍ରସାଦ ନାୟକ, ନିର୍ଦ୍ଦେଶକ ରତ୍ନମାଳା ସ୍ୱାଇଁ ଓ କିଛି ଅଧିକାରୀଙ୍କର ଘର ଏବଂ ୟୁନିଟ୍-୪ ସ୍ଥିତ ବିଏସଏନଏଲ କଲୋନୀରେ ଭଡ଼ାରେ ରହୁଥିବା ଜଣେ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଚଢ଼ଉ ଚାଲିଛି ।

ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚନ୍ଦ୍ରଶେଖରଙ୍କ ଘରୁ ତିନି ଟ୍ରଙ୍କ୍ ଏବଂ ଗୋଟିଏ ଆଟାଚ୍ ଭର୍ତ୍ତି ଟଙ୍କା ଆୟକର ଅଧିକାରୀମାନେ ଜବତ କରିଛନ୍ତି । ଏଥିରେ ୩୦ କୋଟି ଟଙ୍କା ଅଛି । ତେବେ ଆୟକର ବିଭାଗର ଅଧିକାରୀମାନେ ଏ ସମ୍ପର୍କରେ କିଛି କହିନାହାନ୍ତି । ଖୋଳତାଡ଼ ଜାରି ରହିଥିବାରୁ ସୂଚନା ଦେବାକୁ ସେମାନେ ମନା କରିଛନ୍ତି ।

Previous Post

ଛଦ୍ମବେଶରେ ଅଣ୍ଡା ମାରିଲେ ବିଜେପି କର୍ମୀ!

Next Post

ବୌଦ୍ଧ ବୁଲିଲେ ୫-ଟି ସଚିବ ପାଣ୍ଡିଆନ୍

Next Post
ବୌଦ୍ଧ ବୁଲିଲେ ୫-ଟି ସଚିବ ପାଣ୍ଡିଆନ୍

ବୌଦ୍ଧ ବୁଲିଲେ ୫-ଟି ସଚିବ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA