Thursday, January 15, 2026 11:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କର୍କଟ ଯୋଦ୍ଧାଙ୍କୁ ସହାୟତାର ହାତ

କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ୬ଷ୍ଠ ବାର୍ଷିକୋତ୍ସବ

by Our Correspondent
24 Dec, 2025- 07:26 PM
in Latest News, News
1 min read
0
କର୍କଟ ଯୋଦ୍ଧାଙ୍କୁ ସହାୟତାର ହାତ

ଭୁବନେଶ୍ୱର: କର୍କଟ ରୋଗୀଙ୍କ ସେବା ଓ ସହାୟତା ପାଇଁ ସମର୍ପିତ ଅନୁଷ୍ଠାନ ‘କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ’ (କେସିଏଫ୍) ଭୁବନେଶ୍ୱର ଶାଖାର ଷଷ୍ଠ ବାର୍ଷିକୋତ୍ସବ ସ୍ଥାନୀୟ ତେରାପନ୍ଥ ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମର ଶୁଭାରମ୍ଭ ସନ୍ଧ୍ୟା ୬ଟାରେ ପାରମ୍ପରିକ ଗଣେଶ ବନ୍ଦନା ସହ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରୋଟାରୀ-୩୨୬୨ର ଡିଜି, ଶ୍ରୀ ମନୋଜ ତ୍ରିପାଠୀ ଯୋଗଦେଇ ଫାଉଣ୍ଡେସନର ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଅରୂପ ପଟ୍ଟନାୟକ ମୁଖ୍ୟ ଅଭିଭାଷଣ ପ୍ରଦାନ କରି କର୍କଟ ରୋଗୀଙ୍କ ଜୀବନରେ ଆଶାର ସଞ୍ଚାର କରିବା ପାଇଁ ଫାଉଣ୍ଡେସନର ପ୍ରତିବଦ୍ଧତା ବିଷୟରେ ଆଲୋକପାତ କରିଥିଲେ।

ପରବର୍ତ୍ତୀ ଅଧ୍ୟାୟରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏକ ରିପୋର୍ଟ ମାଧ୍ୟମରେ ଅନୁଷ୍ଠାନର ପ୍ରାରମ୍ଭ ମୁହୂର୍ତ୍ତ ଓ ବର୍ତ୍ତମାନ ଅବସ୍ଥାର ପାର୍ଥକ୍ୟ ବିଷୟରେ ସମସ୍ତଙ୍କୁ ଜଣାଇଲେ। ଏହି ଅବସରରେ ଦୁଇଜଣ କର୍କଟ ପୀଡ଼ିତା ନିଜର ସଂଘର୍ଷମୟ ଜୀବନ ଯାତ୍ରା ବର୍ଣ୍ଣନା କରିବା ସହ ଫାଉଣ୍ଡେସନର ସହଯୋଗ କିପରି ତାଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି ତାହା ବର୍ଣ୍ଣନା କରିଥିଲେ ।

ଉତ୍ସବର ସାମାଜିକ ସେବା ଅଂଶରେ, ୧୧ ଜଣ କ୍ୟାନ୍ସର ପୀଡ଼ିତାଙ୍କୁ ବିନା ମୂଲ୍ୟରେ ଉନ୍ନତ ମାନର କୃତିମ ସ୍ତନ ଓ କେଶ ପ୍ରଦାନ କରାଯାଇଥିଲା । ଏହା କ୍ୟାନ୍ସର ଜୀବନ ଯୁଦ୍ଧାରୀମାନଙ୍କୁ ମାନସିକ ସମର୍ଥନ ଓ ଆତ୍ମବିଶ୍ୱାସ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ବିଶ୍ଵାସ ରଖାଯାଇଛି ।

ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ, “କର୍କଟ ରୋଗୀଙ୍କ ସେବା କ୍ଷେତ୍ରରେ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର କାର୍ଯ୍ୟଧାରା ଏକ ଅନନ୍ୟ ଉଦାହରଣ। ଏହା ସମାଜରେ କର୍କଟ ଯୋଦ୍ଧାମାନଙ୍କ ପାଇଁ ନୂଆ ଆଶାର ସଞ୍ଚାର କରୁଛି।” ଏହା ସହିତ ଆଗାମୀ ଦିନରେ ରୋଟାରୀ ଏବଂ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ମିଳିତ ଭାବେ କିପରି ସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରିବେ, ସେ ସମ୍ପର୍କରେ ସେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ।

ଉତ୍ସବର ଶେଷରେ କ୍ୟାନ୍ସର ପୀଡ଼ିତ ଓ ସେମାନଙ୍କ ପରିବାରଗଣ ଅଭିନନ୍ଦନ ସହ ଦାନଶୀଳ ଏବଂ ସେବାପରାୟଣ ମାନବମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Previous Post

ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ

Next Post

ଟଳିଲେ ଟପ୍ ମାଓନେତା ଗଣେଶ

Next Post
ଟଳିଲେ ଟପ୍ ମାଓନେତା ଗଣେଶ

ଟଳିଲେ ଟପ୍ ମାଓନେତା ଗଣେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA