Friday, February 20, 2026 02:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କୋଏମ୍ବାଟୁରରୁ କଳାହାଣ୍ଡି ଫେରିଲା ଗଜେନ୍ଦ୍ରଙ୍କ ଶବ

'ଓଡ଼ିଶା-ମୋ ପରିବାର' ସହଯୋଗରେ ସମ୍ଭବ

by Our Correspondent
21 Jan, 2021- 05:49 PM
in Latest News, News
1 min read
0
କୋଏମ୍ବାଟୁରରୁ କଳାହାଣ୍ଡି ଫେରିଲା ଗଜେନ୍ଦ୍ରଙ୍କ ଶବ

ଭବାନୀପାଟଣା/ ଭୁବନେଶ୍ୱର: ତାମିଲନାଡୁର କୋଏମ୍ବାଟୁର ସହରରେ ମୃତ୍ୟୁବରଣ କରିଥିବା କଳାହାଣ୍ଡିର ଯୁବକ ଗଜେନ୍ଦ୍ର ନାୟକଙ୍କ ମରଶରୀରକୁ ଫେରି ପାଇଛନ୍ତି ତାଙ୍କ ପରିବାର ଲୋକ । ‘ଓଡ଼ିଶା-ମୋ ପରିବାର’ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଆଜି ଭୋର ୩ଟାରେ ଶବ ଗାଁରେ ପହଞ୍ଚିବା ପରେ ସତ୍କାର କରାଯାଇଛି ।

ଘଟଣାରୁ ପ୍ରକାଶ ଯେ କୋଏମ୍ବାଟୁର ସହରରେ ଥିବା ଏକ ଚାହା କମ୍ପାନୀରେ ଗଜେନ୍ଦ୍ର ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତ ସୋମବାର ଦିନ ସେ କାମ କରୁଥିବା ଅବସ୍ଥାରେ ହୃଦଘାତ୍ ର ଶିକାର ହୋଇଥିଲେ । ହସ୍ପିଟାଲ୍ ନେବା ବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଗଜେନ୍ଦ୍ରଙ୍କର ମୃତ୍ୟୁ ଖବର କଳାହାଣ୍ଡିରେ ଥିବା ତାଙ୍କ ପରିବାର ଲୋକ ପାଇବା ପରେ ଚଡ଼କ ପଡ଼ିଗଲା । ଗୋଟିଏ ପଟେ ରୋଜଗାରିଆ ପୁଅକୁ ହରାଇବାର ଦୁଃଖ ତ ଅନ୍ୟପଟେ ଶବ ଘରକୁ ଆଣିବାର ଅସାମର୍ଥ୍ୟତା, ଏହି ଅସହାୟ ଗରିବ ପରିବାରକୁ ଅନ୍ଧାର କରିଦେଲା ।

ତେବେ କୋଏମ୍ବାଟୁରରେ ଏହି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଏବଂ ସେମାନଙ୍କ ପରିବାରବର୍ଗଙ୍କ ଅସହାୟତା ସମ୍ପର୍କରେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ‘ଓଡ଼ିଶା-ମୋ ପରିବାର’ କୁ ଜଣାଇଥିଲେ । ଆଉ ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ଶବକୁ ସେମାନଙ୍କ ପରିବାର ପାଖକୁ ଫେରାଇ ଗାଁରେ ସତ୍କାର ପାଇଁ ତତ୍କାଳ ବ୍ୟବସ୍ଥା କରାଯାଇଥିଲା । କୋଏମ୍ବାଟୁରରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନସ୍ ଯୋଗେ ଶବ ଅଣାଯାଇଥିଲା ।

କଳାହାଣ୍ଡିରେ ଗଜେନ୍ଦ୍ରଙ୍କ ଶବ ପହଞ୍ଚିବା ବେଳେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ତାଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗଦେଇ ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେଇଥିଲେ । ପରିବାରର ଶେଷ ଦର୍ଶନ ପରେ ସମସ୍ତଙ୍କ ଉପସ୍ଥିତିରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ଓଡ଼ିଶା-ମୋ ପରିବାରର ଏହି ମାନବୀୟ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ସୂଚନାଥାଉକି, ତାମିଲନାଡୁର ଏକ ରାଇସ୍ ମିଲ୍ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନବରଙ୍ଗପୁର ଜିଲ୍ଲା ତେଲିପଡ଼ା ଗାଁର କ୍ରିଷ୍ଣା ହରିଜନ(୨୩) ଙ୍କର ନିକଟରେ ମୃତ୍ୟୁ ହୋଇଥିଲା । ଶବ ଘରକୁ ଫେରାଇ ଆଣିବାକୁ କ୍ରିଷ୍ଣାଙ୍କ ଗରିବ ଅସହାୟ ପରିବାର ହାହାକାର ହେଉଥିଲା ବେଳେ ଦେବଦୂତ ସାଜିଥିଲେ ‘ଓଡ଼ିଶା-ମୋ ପରିବାର’ । ଓଡ଼ିଶା-ମୋ ପରିବାର ସହଯୋଗରେ ଚେନ୍ନାଇରୁ ଶବ ନବରଙ୍ଗପୁର ତାଙ୍କ ଗାଁ କୁ ଅଣାଯାଇ ସତ୍କାର କରାଯାଇଥିଲା ।

Previous Post

ବର୍ଷୀୟାନ୍ ଅଭିନେତା ରବି ମିଶ୍ରଙ୍କ ପରଲୋକ

Next Post

ବିଶ୍ୱସ୍ତରୀୟ ହେବ କୋଣାର୍କ ଅଞ୍ଚଳ ଭିତ୍ତିଭୂମି

Next Post
ବିଶ୍ୱସ୍ତରୀୟ ହେବ କୋଣାର୍କ ଅଞ୍ଚଳ ଭିତ୍ତିଭୂମି

ବିଶ୍ୱସ୍ତରୀୟ ହେବ କୋଣାର୍କ ଅଞ୍ଚଳ ଭିତ୍ତିଭୂମି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA