Tuesday, February 24, 2026 07:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଖାଲି ସମର୍ଥନ ଦେଲେନି, ସମର୍ଥନ ପାଇଁ ଅପିଲ୍ କଲେ

ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ନବୀନଙ୍କ ବ୍ୟାଟିଂ

by Our Correspondent
22 Jun, 2022- 06:49 PM
in Latest News, News, Politics
1 min read
0
ଖାଲି ସମର୍ଥନ ଦେଲେନି, ସମର୍ଥନ ପାଇଁ ଅପିଲ୍ କଲେ

ଭୁୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ଏବେ ଚର୍ଚ୍ଚାରେ । ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ । ଓଡ଼ିଶାର ଝିଅକୁ ଦଳମତ ନିର୍ବିଶେଷରେ ସର୍ବସମ୍ମତିକ୍ରମେ ସମସ୍ତ ବିଧାୟକ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ଆଜି ଟୁଇଟ୍ ଯୋଗେ ଅପିଲ୍ କରିଛନ୍ତି । ଏହିଭଳି ଭାବେ ଏନଡିଏ ପ୍ରାର୍ଥୀ ଦ୍ରୌପଦ୍ରୀ ମୁର୍ମୁଙ୍କୁ ବିଜେଡି ଖାଲି ସମର୍ଥନ ଦେଇନି ବରଂ ଅନ୍ୟମାନଙ୍କ ସମର୍ଥନ ମାଗି ତାଙ୍କର ବିଜୟପଥକୁ ସୁଗମ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏହି ଅପିଲ୍ କଂଗ୍ରେସ ବିଧାୟକଙ୍କୁ ଧର୍ମ ସଙ୍କଟରେ ପକାଇବା ବିଚିତ୍ର ନୁହେଁ ।

ସୂଚନାଯୋଗ୍ୟ, ଗତକାଲି ଦ୍ରୌପଦ୍ରୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ରୋମ୍ ରେ ଥିବା ମୁଖ୍ୟମନ୍ତ୍ରୀ ତାଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇବା ସହ ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ ବୋଲି ଲେଖିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ତାଙ୍କ ସହ ଆଲୋଚନା କରିଥିଲେ ଏବଂ ତାହା ତାଙ୍କୁ ଖୁସି ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଜଣାଇଥିଲେ । ସୁତରାଂ, ଦ୍ରୌପଦ୍ରୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କଠାରୁ ଅବଗତ ହୋଇଥିବା ଏଥିରୁ ସ୍ପଷ୍ଟ ହୋଇଥିଲା ।

ରାଷ୍ଟ୍ରପତି ଭୋଟ ଗଣିତରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀଙ୍କ ପାଇଁ ବିଜେଡି ଓ ୱାଇଏସଆର୍ କଂଗ୍ରେସର ସମର୍ଥନ ନିର୍ଣ୍ଣାୟକ ହୋଇଥିବାରୁ ନବୀନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା କୁହାଯାଉଛି । ଦ୍ରୌପଦ୍ରୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱରେ ବିଜେପିର ମହିଳା ଓ ଆଦିବାସୀ କାର୍ଡ ସହିତ ଓଡ଼ିଆ ଭାବାବେଗ ଜଡ଼ିତ ଥିବାରୁ ବିଜେଡି ସମର୍ଥନ ହାସଲର ଆକଳନ ହୋଇଥିଲା ।

ତେବେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱର ପ୍ରସ୍ତାବକ ନବୀନ କି ମୋଦି ଯିଏ ହୁଅନ୍ତୁ ନା କାହିଁକି ରାଜନୈତିକ ଦୃଷ୍ଟିରୁ ଏହା ଉଭୟ ବିଜେପି ଓ ବିଜେଡିକୁ ଫାଇଦା ଆଣିଥିବା କୁହାଯାଉଛି । ଜାତୀୟସ୍ତରରେ ଓଡ଼ିଶା ଓ ନବୀନଙ୍କ ଗୁରୁତ୍ୱକୁ ବି ଏହା ବଢ଼ାଇଛି ।

Previous Post

ପୋପ୍ ଙ୍କୁ ଭେଟିଲେ ନବୀନ

Next Post

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Next Post
ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA