Saturday, February 21, 2026 08:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାମ୍ବାଦିକଙ୍କୁ ସ୍କୁଲ କ୍ୟାମ୍ପସ୍ ମନା

କଙ୍କଡାହାଡ ବିଇଓଙ୍କ ଚିଠିକୁ ନେଇ ତୀବ୍ର ପ୍ରତିକ୍ରିୟା

by Our Correspondent
10 Jul, 2022- 07:16 PM
in Latest News, News
1 min read
0
ସାମ୍ବାଦିକଙ୍କୁ ସ୍କୁଲ କ୍ୟାମ୍ପସ୍ ମନା

ଭୁବନେଶ୍ୱର: ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ସ୍କୁଲ ହତାକୁ ମନଇଚ୍ଛା ପଶି ପାରିବେନି । ଭିତରକୁ ଯିବା ପାଇଁ ପ୍ରଧାନଶିକ୍ଷକଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଅନୁମତି ନ ନେଇ ଭିତରକୁ ଗଲେ ସାମ୍ବାଦିକ କେସ୍ ଖାଇବେ । ଯଦି ନିୟମ ପାଳନରେ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ କିଛି ଅବହେଳା ହୁଏ କିମ୍ବା କେଉଁ ସାର୍ ଉପର୍ଧ ଦେଖାଇ ସାମ୍ବାଦିକଙ୍କୁ ସ୍କୁଲ ହତାକୁ ଛାଡ଼ିବେ, ସଂପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ।

ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ ଏଜୁକେସନ ଅଫିସର(ବିଇଓ) । ବ୍ଲକ୍ ଅଧୀନରେ ଥିବା ସବୁ ସରକାରୀ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦିଆଯାଇଛି ଚିଠି । ଆଉ କିଛି ଜାଗାରେ ବ୍ଲକ୍ ଶିକ୍ଷା ଅଧିକାରୀ ଏଭଳି ନିର୍ଦ୍ଦେଶନାମା ଜାରି କରିଥିବା କୁହାଯାଉଛି ।

ସାମ୍ବାଦିକଙ୍କ ଉପରେ ବ୍ଲକ୍ ଅଧିକାରୀଙ୍କ ଏଭଳି ହୁଇପ୍ ର ପ୍ରତିକ୍ରିୟା କଙ୍କଡାହାଡ ବ୍ଲକ୍ ଭିତରେ ସୀମିତ ରହିନାହିଁ । ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ସୃଷ୍ଟି କରିଛି । ଆଉ ଏହି ଅସନ୍ତୋଷ ନିଆଁରେ ଘିଅ ଢ଼ାଳିଛନ୍ତ ଖୋଦ୍ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ନିୟମ ସପକ୍ଷରେ ଯୁକ୍ତି ରଖିଛନ୍ତି ।

କହିଛନ୍ତି, ଆଜିକାଲି ବହୁତ ଗୁଡ଼ାଏ ୱେବ୍ ମିଡ଼ିଆ ହୋଇଗଲାଣି । ଗାଡିରେ ପ୍ରେସ୍ ଲେଖି ନିଜକୁ ସାମ୍ବାଦିକ ପରିଚୟ ଦେଉଛନ୍ତି । ଅନାବଶ୍ୟକ ଭାବେ ସ୍କୁଲ ଭିତରକୁ ପଶିଯାଉଛନ୍ତି । କିଛି ଜାଗାରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି । ଅତଏବ ଯାହା ହୋଇଛି ଠିକ୍ ହୋଇଛି ବୋଲି ମନ୍ତ୍ରୀ ଇଙ୍ଗିତ ଦେଇଛନ୍ତି । ଏଭଳି କଟକଣାରେ ଗଣମାଧ୍ୟମର ସହଯୋଗ ଲୋଡିଛନ୍ତି ମନ୍ତ୍ରୀ ।

ପୂର୍ବରୁ କୋଭିଡ୍ ଆଳରେ ସଚିବାଳୟ, ବିଧାନସଭାକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ବଡ଼ ଡାକ୍ତରଖାନାକୁ ବି ସାମ୍ବାଦିକଙ୍କୁ ମନା । ଏବେ ସ୍କୁଲ ପ୍ରବେଶ ଉପରେ କଟକଣା । ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି । ସାମ୍ବାଦିକ ମହଲରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ରାଜ୍ୟ ସରକାର ଏଭଳି ଆଭିମୁଖ୍ୟ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରାଯାଇଛି । ଯଦି ସାମ୍ବାଦିକତା ନାଁରେ କୌଣସି ବ୍ୟକ୍ତି ଟାଉଟରି କିମ୍ବା ଦଲାଲି କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଅନୁରୂପ ଦାବି କରିଛନ୍ତି ।

ସ୍କୁଲ କ୍ୟାମ୍ପସ୍ ରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ବାରଣକୁ କଂଗ୍ରେସ ଓ ବିଜେପି ପକ୍ଷରୁ ମଧ୍ୟ କଡ଼ା ସମାଲୋଚନା କରାଯାଇଛି । ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କଟକଣାକୁ ନାପସନ୍ଦ କରି ଗଣମାଧ୍ୟମରେ ବିବୃତ୍ତି ଦେଇଛନ୍ତି ।

Previous Post

ବାହୁଡ଼ିଲେ ତିନି ଠାକୁର

Next Post

ମହାପ୍ରଭୁଙ୍କ ସୁନାବେଶ

Next Post
ମହାପ୍ରଭୁଙ୍କ ସୁନାବେଶ

ମହାପ୍ରଭୁଙ୍କ ସୁନାବେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA