Sunday, March 29, 2026 10:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବଢ଼ିବନି ବିଧାୟକଙ୍କ ଦରମା

by Our Correspondent
26 Mar, 2026- 11:57 PM
in Latest News, News
1 min read
0
ବଢ଼ିବନି ବିଧାୟକଙ୍କ ଦରମା

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ନିଷ୍ପତ୍ତିରୁ ରାଜ୍ୟ ସରକାର ଓହରିଯାଇଛନ୍ତି । ଗତ ଡିସେମ୍ବରରେ ବିଧାନସଭାରେ ପାରିତ ଦରମା, ଭତ୍ତା ଓ ପେନସନ ସଂଶୋଧନ ସଂକ୍ରାନ୍ତୀୟ ବିଲ୍ କୁ ସରକାର ପ୍ରତ୍ୟାହାର କରିବାକୁ ଯାଉଛନ୍ତି । ୪ଟି ବିଲ୍ କୁ ବାତିଲ କରିବା ପାଇଁ ଆଜି ବିଧାନସଭା ସଚିବାଳୟ ପକ୍ଷରୁ ଏକ ଆଧିକାରିକ ନୋଟିସ୍ ଜାରି କରାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ବିଲ୍ ଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ଅନୁମତି ମାଗିଛନ୍ତି ।

ବିଧାନସଭାର ଶୀତ ଅଧିବେଶନର ଶେଷ ମୁହୂର୍ତ୍ତରେ ବିଧାୟକଙ୍କ ଦରମା ବୃଦ୍ଧି ସଂକ୍ରାନ୍ତ ଚାରୋଟି ବିଲ୍ କୁ ସର୍ବସମ୍ମତିକ୍ରମେ ଗୃହରେ ପାରିତ କରାଯାଇଥିଲା । ବିଧାୟକଙ୍କ ଦରମା, ଭତ୍ତା ଏକାଥରକେ ସାଢ଼େ ତିନିଗୁଣା ବୃଦ୍ଧି ପାଇଲା । ୯୦ ହଜାରରୁ ବଢ଼ି ୩ ଲକ୍ଷ ୪୫ ହଜାର ଦରମା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଦରମା ୩.୭୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପୂର୍ବତନ ବିଧାୟକଙ୍କ ପେନସନ ମଧ୍ୟ ୩୦ ହଜାରରୁ ବଢ଼ି ୮୦ ହଜାର ଟଙ୍କା କରାଯାଇଥିଲା । ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନ୍ ବୃଦ୍ଧିକୁ ଜୁନ୍ ୫, ୨୦୨୪ରୁ ପିଛିଲା ଭାବେ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା ।

ଏହି ନିଷ୍ପତ୍ତି ଯୋଗୁଁ, ଅଧିକ ଦରମା ଓ ଭତ୍ତା ପାଇବାରେ ଓଡ଼ିଶାର ବିଧାୟକମାନେ ଦେଶରେ ପ୍ରଥମ ସ୍ଥାନକୁ ଆସିଗଲେ । ବିଧାୟକମାନଙ୍କ ଅହେତୁକ ଦରମା ବୃଦ୍ଧିକୁ ନେଇ କେବଳ ରାଜ୍ୟରେ ଜନଅସେନ୍ତାଷ ସୃଷ୍ଟି ହେଲାନି, ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ହେଲା । ରାଜ୍ୟର ଆର୍ଥିକ ସ୍ଥିତି ଓ ବିକାଶମୂଳକ କାମକୁ ପ୍ରାଥମିକତା ନ ଦେଇ ବିଧାୟକମାନେ ନିଜ ଦରମା ବଢ଼ାଇବାକୁ ନେଇ ସମାଲୋଚିତ ହୋଇଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ବୋଲି ପ୍ରଥମେ ନିଷ୍ପତ୍ତି ନେଇଥିଲେ । ଜନଅସନ୍ତୋଷ ବଢ଼ିବାରୁ ଶାସକ ଦଳରେ ଛନକା ପଶିଥିଲା । ବିଧାୟକମାନଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି ହେଲା । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜନମତକୁ ସମ୍ମାନ ଦେବା ପାଇଁ ସେମାନେ ଅନୁରୋଧ କରିଥିଲେ ।

Previous Post

ଖୋଲିବନି ନୂଆ ମଦ ଦୋକାନ

Next Post

ଆଇନ ଶୃଙ୍ଖଳା ଅବ୍ୟବସ୍ଥାର ନଗ୍ନଚିତ୍ର

Next Post
ଆଇନ ଶୃଙ୍ଖଳା ଅବ୍ୟବସ୍ଥାର ନଗ୍ନଚିତ୍ର

ଆଇନ ଶୃଙ୍ଖଳା ଅବ୍ୟବସ୍ଥାର ନଗ୍ନଚିତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA