Tuesday, February 17, 2026 05:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ପରୀ ହତ୍ୟା ଅଭିଯୁକ୍ତ ସରୋଜ ସେଠୀ ନାବାଳକ: କୋର୍ଟ

ଏସଆଇଟି ଆବେଦନ ଖାରଜ

by Our Correspondent
05 Jan, 2021- 06:01 PM
in Crime, Latest News, News
1 min read
0
ପରୀ ହତ୍ୟା ଅଭିଯୁକ୍ତ ସରୋଜ ସେଠୀ ନାବାଳକ: କୋର୍ଟ

ନୟାଗଡ଼: ପରୀ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ ନାବାଳକ ବୋଲି ନୟାଗଡ଼ ପୋକ୍ସୋ କୋର୍ଟ ଆଜି ରାୟ ଶୁଣାଇଛନ୍ତି । ଏସଆଇଟି ତାକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିବା ପରେ ତା’ର ବୟସକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସରୋଜ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ଜନ୍ମଗତ ପ୍ରମାଣପତ୍ର ଦାଖଲ କରିଥିଲେ । କୋର୍ଟ ଏହାର ଅନୁଧ୍ୟାନ କଲା ପରେ ସରୋଜର ବୟସ ୧୮ ରୁ କମ୍ ଦର୍ଶାଇ ମାମଲା ଜୁଭେନାଇଲ୍ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ  ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ସରୋଜର ନାର୍କୋ ଟେଷ୍ଟ ପାଇଁ ଏସଆଇଟିର ଆବେଦନକୁ ପୋକସୋ କୋର୍ଟ ନାକଚ କରିଦେଇଛନ୍ତି । ସରୋଜ ନାବାଳକ ଥିବାରୁ ତାର ନାର୍କୋ ଟେଷ୍ଟ କରାଯାଇପାରିବ ନାହିଁ ବୋଲି କହିଛନ୍ତି ।

ଯଦୁପୁର ଗାଁର ୫ ବର୍ଷର ଝିଅ ପରୀ ହତ୍ୟା ମାମଲାର ତଦନ୍ତ କରି ଏସଆଇଟି ଗାଁ ପଡୋଶୀ ଘରର ସରୋଜ ସେଠୀକୁ ଅଭିଯୁକ୍ତ ଭାବେ ଗିରଫ କରିଛି । କଲେଜରେ ପଢ଼ୁଥିବା ସରୋଜର ବୟସ ୧୮ ବର୍ଷ ବୋଲି ଏସଆଇଟି ଡାକ୍ତରୀ ସାର୍ଟିଫିକେଟ୍ ଆଧାରରେ ଦର୍ଶାଇଥିଲା । ମାତ୍ର ସରୋଜର ବୟସ ୧୮ ରୁ କମ୍ ବୋଲି ତାର ଓକିଲ ସାର୍ଟିଫିକେଟ୍ ସହ ଯୁକ୍ତି ରଖିଥିଲେ । ସରୋଜର ମାଆ ମଧ୍ୟ ବୟସ ପ୍ରମାଣପତ୍ର ଦେଇଥିଲେ । ଆଜି ଉଭୟ ପକ୍ଷରୁ ଯୁକ୍ତି ଶୁଣିଲା ପରେ ସରୋଜ ନାବାଳକ ବୋଲି କୋର୍ଟ ବିଚାର କରିଛନ୍ତି ।

କୋର୍ଟର ଏହି ରାୟ ଏସଆଇଟି ତଦନ୍ତ ଆଗକୁ ବଢ଼ିବାରେ ଉପରେ ସମସ୍ୟା ସୃଷ୍ଟି କରିଛି । ବିଜେପି ଟାର୍ଗେଟ୍ ରେ ରହି ଆସିଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ତଦନ୍ତ ଉପରେ ଦଳ ସଭାପତି ସମୀର ମହାନ୍ତି ପ୍ରଶ୍ନ ଉଠାଇବା ସହ ତାଙ୍କର ବହିଷ୍କାର ଦାବି କରିଛନ୍ତି ।

Previous Post

ଜେଲ ଡିଆଇଜିଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

Next Post

ଆଗାମୀ ଦୁଇମାସ ଅଧିକ ସତର୍କ ରୁହନ୍ତୁ: ମୁଖ୍ୟମନ୍ତ୍ରୀ

Next Post
ଆଗାମୀ ଦୁଇମାସ ଅଧିକ ସତର୍କ ରୁହନ୍ତୁ: ମୁଖ୍ୟମନ୍ତ୍ରୀ

ଆଗାମୀ ଦୁଇମାସ ଅଧିକ ସତର୍କ ରୁହନ୍ତୁ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA