Friday, February 20, 2026 07:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପିପିଲି ଉପନିର୍ବାଚନ: ମାଆ-ପୁଅ ଟିକେଟ ଆଶାୟୀ!

ପ୍ରତାପ ଦେବ ବିଜେଡ଼ି ପର୍ଯ୍ୟବେକ୍ଷକ

by Our Correspondent
28 Jan, 2021- 09:17 PM
in Latest News, News, Politics
1 min read
0
ପିପିଲି ଉପନିର୍ବାଚନ: ମାଆ-ପୁଅ ଟିକେଟ ଆଶାୟୀ!

ଭୁୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ବାକି ଥିବା ବେଳେ ବିଜେଡ଼ି ପକ୍ଷରୁ କିନ୍ତୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି । ଉପନିର୍ବାଚନ ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଆଳି ବିଧାୟକ ପ୍ରତାପ ଦେବଙ୍କୁ ଆଜି ନିଯୁକ୍ତି ଦିଆଯାଇଛି । ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ) ମାନସ ମଙ୍ଗରାଜ ଏକ ପ୍ରେସ୍ ବିବୃତ୍ତିରେ ଏହା ଜଣାଇଛନ୍ତି ।

ସେପଟେ ବିଜେଡ଼ି ପକ୍ଷରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କିମ୍ବା ପୁତ୍ର ରୁଦ୍ର ମହାରଥୀଙ୍କୁ ବିଜେଡ଼ି ଟିକେଟ ମିଳିବାର ସମ୍ଭାବନା ଯଥେଷ୍ଟ ଥିଲେ ମଧ୍ୟ ମାଆ-ପୁଅ ଦୁଇଜଣ ଯାକ ଟିକେଟ ଆଶାୟୀ ଥିବାରୁ ସଭାପତିଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇପାରେ । ମହାରଥୀଙ୍କ ପରେ ପିପିଲି ଗଡ଼ ସମ୍ଭାଳିବା ପାଇଁ ପୃଥକ୍ ଭାବେ ମାଆ-ପୁଅ ଦାବିଦାର ଥିବା ଗଣମାଧ୍ୟମରେ ସେମାନଙ୍କ ବୟାନରୁ ଆଭାସ ମିଳୁଛି । ହୁଏତ ପରିବାର ଭିତରେ ଏ ନେଇ ଆପୋଷ ବୁଝାମଣା ହେବ ଅଥବା ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାକୁ ମାନିବେ ।

ସେପଟେ ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ପୁନର୍ବାର ପ୍ରାର୍ଥୀ କରିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ଏହି ଉପନିର୍ବାଚନ ଜିତିବାକୁ ବିଜେପି ନେତାମାନେ ଇତିମଧ୍ୟରେ ବଳ ଯୋଗାଡ ଆରମ୍ଭ କରିଛନ୍ତି ।

କଂଗ୍ରେସ ପକ୍ଷରୁ ଗତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ଅଜିତ୍ ମଙ୍ଗରାଜ । ପୁନର୍ବାର ପ୍ରାର୍ଥୀ ହେବାକୁ ସେ ଅଣ୍ଟା ଭିଡ଼ିଥିଲା ବେଳେ ନିଶିକାନ୍ତ ମିଶ୍ର ବି ଆଶାୟୀ ତାଲିକାର ଆଗରେ ଅଛନ୍ତି । ତେବେ ହାଇକମାଣ୍ଡ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

ସୂଚନାଯୋଗ୍ୟ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତ ଅକ୍ଟୋବର ୪ ତାରିଖରେ ପରଲୋକ ହୋଇଥିଲା । ତାଙ୍କ ମୃତ୍ୟୁରେ ଖାଲିପଡ଼ିଥିବା ଏହି ଆସନ ପାଇଁ ୬ ମାସ ମଧ୍ୟରେ ଉପନିର୍ବାଚନ ହେବାର ବିଧି ରହିଛି । ସୁତରାଂ ଖୁବ୍ ଶୀଘ୍ର ଉପନିର୍ବାଚନ ତାରିଖ ଘୋଷଣା ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

Previous Post

ରହସ୍ୟଘେରରେ ରମାଦେବୀ ଛାତ୍ରୀ ‘ଝରାଫୁଲ’ଙ୍କ ମୃତ୍ୟୁ

Next Post

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା: ବୟଫ୍ରେଣ୍ଡ୍ ରାକେଶ ସ୍ୱାଇଁ ଗିରଫ

Next Post
ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା: ବୟଫ୍ରେଣ୍ଡ୍ ରାକେଶ ସ୍ୱାଇଁ ଗିରଫ

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା: ବୟଫ୍ରେଣ୍ଡ୍ ରାକେଶ ସ୍ୱାଇଁ ଗିରଫ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA