Friday, February 20, 2026 12:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଶା ବିଜେପିକୁ ସମ୍ଭାଳିବେ ସୁନୀଲ ବଂଶଲ

ପୁରନ୍ଦେଶ୍ୱରୀଙ୍କ ଜାଗାରେ ରାଜ୍ୟ ପ୍ରଭାରୀ ନିଯୁକ୍ତ

by Our Correspondent
10 Aug, 2022- 09:55 PM
in Latest News, News, Politics
1 min read
0
ଓଡ଼ିଶା ବିଜେପିକୁ ସମ୍ଭାଳିବେ ସୁନୀଲ ବଂଶଲ

ଭୁୁବନେଶ୍ୱର: ଗୃହମନ୍ତ୍ରୀ ଅମିତ ଶାହଙ୍କ ଅତ୍ୟନ୍ତ ବିଶ୍ୱସ୍ତ ୫୨ ବର୍ଷୀୟ ସୁନୀଲ ବଂଶଲଙ୍କୁ ଓଡ଼ିଶା ବିଜେପି ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ରାଜ୍ୟର ପ୍ରଭାରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିବେ । ଉତ୍ତର ପ୍ରଦେଶ ବିଜେପିର ସାଧାରଣ ସମ୍ପାଦକ(ସାଂଗଠନିକ) ଥିବା ବଂଶଲଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆଜି ତିନି ତିନୋଟି ରାଜ୍ୟର ଦାୟିତ୍ୱ ସହ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ।

ଅମିତ ଶାହଙ୍କ ଓଡ଼ିଶା ଗସ୍ତର ଦିନକ ପରେ ତାଙ୍କର ଖାସ୍ ସହଯୋଗୀ ଏବଂ ଅତି ବିଶ୍ୱସ୍ତ ସୁନୀଲ ବଂଶଲଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ଦିଆଯିବା ରାଜନୈତିକ ଗୁରୁତ୍ୱ ବହନ କରୁଛି । ଡି. ପୁରନ୍ଦେଶ୍ୱରୀଙ୍କ ଜାଗାରେ ସେ ଓଡ଼ିଶା ବିଜେପିକୁ ସମ୍ଭାଳିବେ । ଦିଗଦର୍ଶନ ଦେବେ ।

ଓଡ଼ିଶାରେ ବିଜେପିର ସ୍ଥିତି ଓ ସାଂଗଠନିକ କାର୍ଯ୍ୟକଳାପକୁ ନେଇ ଅମିତ ଶାହ ଆଦୌ ସନ୍ତୁଷ୍ଟ ନାହାନ୍ତି । ଦିନିକିଆ ଓଡ଼ିଶା ଗସ୍ତର ଶେଷରେ ସେ ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ଦଳର ସ୍ଥିତି ସମୀକ୍ଷା କରିଥିଲେ । ୨୦୨୪ ରେ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବ ବୋଲି ସେ ବାହାରେ ଦମ୍ଭ ଦେଖାଇଥିଲେ ମଧ୍ୟ ବାସ୍ତବରେ ସ୍ଥିତି ସେୟା ନାହିଁ ବୋଲି ତାଙ୍କର ଅନୁଭବ ହୋଇଥିଲା । ବିଶେଷକରି ଦଳୀୟ କନ୍ଦଳ ଓ କିଛି ନେତାଙ୍କ ହାମବଡ଼ା ନୀତି ତାଙ୍କ ଦୃଷ୍ଟିକୁ ଆସିଥିଲା । ଏଥିରେ ସେ ବିରକ୍ତି ପ୍ରକାଶ କରିବା ସହ ରାଜ୍ୟ ନେତାଙ୍କୁ ଟାକ୍ସ ଦେଇ ଦିଲ୍ଲୀ ଫେରିଯାଇଥିଲେ ।

ତାଙ୍କ ଗସ୍ତର ଦିନକ ପରେ ରାଜ୍ୟ ପ୍ରଭାରୀ ଭାବେ ବଂଶଲଙ୍କୁ ନିଯୁକ୍ତି ମିଳିଥିବାରୁ ଓଡ଼ିଶା ବିଜେପିକୁ ଅଧିକ ଶକ୍ତିଶାଳୀ କରିବାକୁ ଅମିତ ଶାହଙ୍କ ଯୋଜନା ସ୍ପଷ୍ଟ ହୋଇଛି । ଏଥିପାଇଁ ବିଜେପି କର୍ମୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି ।

ସୂଚନାଥାଉକି ବିଜେପିର ଜଣେ ଦକ୍ଷ ସଂଗଠକ ଭାବେ ସୁନୀଲ ବଂଶଲଙ୍କର ଖ୍ୟାତି ରହିଛି । ୨୦୧୪ ସାଧାରଣ ନିର୍ବାଚନ ବେଳେ ତାଙ୍କ ଉପରେ ଉତ୍ତର ପ୍ରଦେଶ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ୨୦୧୭ ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପିର ବୃହତ୍ତ ବିଜୟ ପଛରେ ଅମିତ ଶାହଙ୍କ ସହଯୋଗୀ ଭାବେ ତାଙ୍କର ବିଶେଷ ଭୂମିକା ଥିଲା । ୟୁପି ବିଜେପି ୟୁନିଟ୍ ର ସାଧାରଣ ସମ୍ପାଦକ (ସାଂଗଠନିକ) ଭାବେ ଗତ ନିର୍ବାଚନରେ ମଧ୍ୟ ତାଙ୍କର ଅଗ୍ରଣୀ ଭୂମିକା ଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କାମ କରିଥିଲେ ।

Previous Post

ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥା ସୁଧୁରିବ

Next Post

ଆଉ ୯ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

Next Post
ଆଉ ୯ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ଆଉ ୯ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA