Tuesday, May 19, 2026 06:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନୋଜ ନାୟକ ବରବାଦ ଷଡ଼ଯନ୍ତ୍ରରେ ଅଚ୍ୟୁତ ସାମନ୍ତ !

by Our Correspondent
20 Oct, 2016- 05:25 AM
in News
1 min read
0
ମନୋଜ ନାୟକ ବରବାଦ ଷଡ଼ଯନ୍ତ୍ରରେ ଅଚ୍ୟୁତ ସାମନ୍ତ !

ଭୁବନେଶ୍ୱରମିଡ-ଡେ ଓଡ଼ିଶା): ସମ୍ ହସ୍ପିଟାଲ୍ ରେ ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ମୌକାରୁ ଫାଇଦା ଉଠାଇବା ପାଇଁ ପ୍ରତିଦ୍ୱନ୍ଦୀ ପକ୍ଷକୁ ଭରପୁର ସୁଯୋଗ ମିଳିଛି । ସମ୍ କୁ ସିଲ୍ କରାଇ ପାୱାରଫୁଲ୍ ମନୋଜ ନାୟକଙ୍କୁ ବରବାଦ କରିଦେବାକୁ ତାଙ୍କର ବ୍ୟବସାୟୀ ପ୍ରତିଦ୍ୱନ୍ଦୀ ତଥା ମୋଷ୍ଟ ପାୱାରଫୁଲ୍ ଅଚ୍ୟୁତ ସାମନ୍ତ ନିଜର ବଳକୌଶଳ ଲଗାଇଛନ୍ତି । ସମ୍ ହସ୍ପିଟାଲ୍ ର ଆର୍ଥିକ କାରବାରର ତଦନ୍ତ ପାଇଁ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍(ଏସଆଇଟି)ର ନିର୍ଦ୍ଦେଶ ଜରିଆରେ ଅଚ୍ୟୁତ  ସାମନ୍ତ ତାଙ୍କର ପ୍ରଥମ କମାଲ୍ ଦେଖାଇଛନ୍ତି । ଏଠାରେ କହିବା ଅନାବଶ୍ୟକ ଯେ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ୍ ଅରଜିତ ପଶାୟତ୍ତ ହେଉଛନ୍ତି ଅଚ୍ୟୁତ  ସାମନ୍ତଙ୍କ ଜିଗିରି ଦୋସ୍ତ । ଦୁହିଁଙ୍କ ନିବିଡ଼ ସମ୍ପର୍କ କିଟ୍ ର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ଆଉ ଜଷ୍ଟିସ୍ ପଶାୟତଙ୍କ ନେତୃତ୍ୱରେ ଥିବା ଏସଆଇଟି ଜରିଆରେ ଅଚ୍ୟୁତ  ସାମନ୍ତ ନିଜର ମନସ୍କାମନା ପୂରଣ କରିଥିବା କୁହାଯାଉଛି ।

କଳାଧନର ତଦନ୍ତ ପାଇଁ ଗଠିତ ଏସଆଇଟିର ନିର୍ଦ୍ଦେଶକ୍ରମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ ହସ୍ପିଟାଲ୍ ଆର୍ଥିକ କାରବାରର ଛାନଭିନ୍ ଆରମ୍ଭ କରିଛି । କାହା ଟଙ୍କାରେ ମନୋଜ ନାୟକଙ୍କ ଏତେ ବଡ଼ ସାମ୍ରାଜ୍ୟ ଗଢ଼ାହୋଇଛି ତାହାର ତଦନ୍ତ କରିବ ଇଡି । ତଦନ୍ତରେ ଇଡିକୁ ସହଯୋଗ ପାଇଁ ଏସଆଇଟି ପକ୍ଷରୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ପଟେ ସରକାରଙ୍କ ପକ୍ଷରୁ ସମ୍ ହସ୍ପିଟାଲ୍ କୁ ସିଲ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଇଡିର ଆର୍ଥିକ ଛାନଭିନ୍ ମନୋଜ ନାୟକଙ୍କ ସାମ୍ରାଜ୍ୟକୁ ଖତମ୍ କରିଦେବ ବୋଲି ଆଶଙ୍କା କରାଗଲାଣି । ପୁଲିସ ଦ୍ୱାରା ଗିରଫ ହୋଇସାରିଥିବା ମନୋଜ ନାୟକ ଏହି ସଙ୍କଟରୁ ଯେ ଉଦ୍ଧାର ପାଇବେ ସେ ସମ୍ଭାବନା ବି ନାହିଁ । ସୁତରାଂ ଏଥିରେ କାହର ଲାଭକ୍ଷତି ହେଉ କି ନ ହେଉ କିଟ୍ ଓ କିସ୍ ମାଲିକ ହେଭି ପାୱାରଫୁଲ୍ ଅଚ୍ୟୁତ  ସାମନ୍ତଙ୍କ ପାଇଁ ଯେ ପୁଷମାସ ହୋଇଛି ତାହାକୁ ନେଇ ଏବେ ସବୁ ମହଲରେ ଜୋର୍ ଆଲୋଚନା ।

Previous Post

ମନୋଜ ନାୟକ ଗିରଫ

Next Post

ଜିଲ୍ଲାପାଳ ଝାରପଡ଼ା ଯିବେନି କାହିଁକି ?

Next Post
ଜିଲ୍ଲାପାଳ ଝାରପଡ଼ା ଯିବେନି କାହିଁକି ?

ଜିଲ୍ଲାପାଳ ଝାରପଡ଼ା ଯିବେନି କାହିଁକି ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA