ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ କହିଛନ୍ତି ନିଜର ଦୃଢ ନିଷ୍ଠା, ଶୃଙ୍ଖଳା ତଥା ଉଚ୍ଚ ଗୁଣବତ୍ତା ସପର୍ଣ୍ଣ ଶିକ୍ଷା ଦାନ ମାଧ୍ୟମରେ ସବୁସଫଳ । ସେଥିପାଇଁ ସମସ୍ତ ଛାତ୍ର ଛାତ୍ରୀ, ଅଭିବାବକ, ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା ପରିଷଦକୁ ଧନ୍ୟବାଦ ଦେଇଛନ୍ତି । ସେ ଛାତ୍ର ଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।


MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA