Wednesday, March 11, 2026 05:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଡ୍ରାମା ବନ୍ଦ କରନ୍ତୁ ପ୍ରଧାନମନ୍ତ୍ରୀ: ଗେହଲଟ୍

by Our Correspondent
01 Aug, 2020- 08:40 PM
in Latest News, National, News, Politics
1 min read
0
ରାଜସ୍ଥାନ ରାଜନୈତିକ ସଙ୍କଟ ନେଇ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ତମାସା ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ସିଧା ସିଧା କହିଛନ୍ତି ଗେହଲଟ୍ । ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ ୨୧ ଦିନ ନୋଟିସ୍ ମାନି, ଆସନ୍ତା ୧୪ ତାରିଖରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାର ଅଧିବେଶନ ଡାକିଛନ୍ତି । ଯେଉଁଠି ସେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ତେବେ ବିଜେପି କିନ୍ତୁ ଘୋଡ଼ା ବେପାରକୁ ଅଧିକ ଜୋରଦାର କରିଛି । ଏପରିକି ପୂର୍ବରୁ ୧୦ କୋଟି ଟଙ୍କା ଯଚା ଯାଉଥିବା ବିଧାୟକଙ୍କୁ ଏବେ ୧୫ କୋଟି ଯଚା ଯାଉଛି ବୋଲି ଅଭିଯୋଗ କରିଛନ୍ତି ଗେହଲଟ୍ ।
ଦେଶବାସୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଦ୍ୱିତୀୟ ଥର ପାଇଁ ସମର୍ଥନ କରିଛନ୍ତି । ପୁଣି ତାଙ୍କ କଥାରେ ଲୋକେ ତାଳି, ଥାଳି ବଜାଇବା ସହ ଦୀପ ଜାଳିଲେ । କିନ୍ତୁ ରାଜସ୍ଥାନରେ ବିଜେପି ଯେଉଁ ଡ୍ରାମା ଚଳାଇଛି ତାହା ଗ୍ରହଣୀୟ ନୁହେଁ । ତେଣୁ ପ୍ରଧାନମନ୍ତ୍ରୀ ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି ଅଶୋକ ଗେହଲଟ୍ । ରାଜସ୍ଥାନ ରାଜନୈତିକ ସଙ୍କଟ ନେଇ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପତ୍ର ଲେଖିଥିଲେ ସେ । ସେପଟେ ଯଦି କଂଗ୍ରେସ ହାଇ କମାଣ୍ଡ ଚାହାଁନ୍ତି, ତେବେ ବିଦ୍ରୋହୀ ସଚିନ୍ ପାଇଲଟ୍ ଗୋଷ୍ଠୀକୁ ସ୍ୱାଗତ କରିବାକୁ ସେ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି ।
ବିଧାନସଭା ଅଧିବେଶନ ପୂର୍ବରୁ ଘୋଡ଼ା ବେପାର ଏଡ଼ାଇବା ପାଇଁ ଜୈସଲମରର ଏକ ହୋଟେଲରେ ନିଜ ସମର୍ଥିତ ଶହେ ବିଧାୟକଙ୍କୁ ଧରି ଅଛନ୍ତି ଅଶୋକ ଗେହଲଟ୍ । ସଚିନ୍ ପାଇଲଟ୍ ଗୋଷ୍ଠୀଙ୍କୁ ବାଦ୍ ଦେଇ ସରକାରକୁ ବଞ୍ଚାଇ ରଖିବାକୁ ସେ ସମର୍ଥ ବୋଲି କହୁଛନ୍ତି । ସେପଟେ ପାଇଲଟଙ୍କ ପଛରେ ୧୮ ବିଧାୟକ ଥିଲେ ମଧ୍ୟ, ପାଇଲଟ୍ କହୁଛନ୍ତି ୩୦ ବିଧାୟକ ତାଙ୍କ ସମର୍ଥନରେ ଅଛନ୍ତି । ଯାହା ଗେହଲଟ୍ ସରକାରକୁ ଭାଙ୍ଗି ଦେବାକୁ ଯଥେଷ୍ଟ ବୋଲି କହୁଛନ୍ତି ସେ ।
(ବରେନ୍ଦ୍ର କୃଷ୍ଣ ସାହୁଙ୍କ ରିପୋର୍ଟ)

 

Previous Post

ସ୍ମୃତିରେ… ଅମର ସିଂହ

Next Post

ବ୍ରହ୍ମପୁରରେ ୩୦୦ ବେଡ୍ ଆଉ ଦୁଇଟି କୋଭିଡ୍ ହସ୍ପିଟାଲ୍

Next Post

ବ୍ରହ୍ମପୁରରେ ୩୦୦ ବେଡ୍ ଆଉ ଦୁଇଟି କୋଭିଡ୍ ହସ୍ପିଟାଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA