Wednesday, March 11, 2026 09:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଟପିଲା, ଓଡ଼ିଶାରେ ୬୭୩

by Our Correspondent
20 Jul, 2020- 12:01 PM
in Latest News, News
1 min read
0
ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଟପିଲା, ଓଡ଼ିଶାରେ ୬୭୩
ଭୁବନେଶ୍ୱର: ଦେଶରେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରେକର୍ଡ ୪୦, ୪୨୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୯,୫୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୫,୦୪୧, ତାମିଲନାଡୁରେ ୪,୯୭୯, କର୍ଣ୍ଣାଟକରେ ୪,୧୨୦ ଏବଂ ପଶ୍ଚିମବଙ୍ଗରେ ୨,୨୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଖାଲି ସଂକ୍ରମଣ ନୁହେଁ, କରୋନା ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି । ଗତକାଲି ଦିନକରେ ୬୮୧ ଜଣଙ୍କର ଜୀବନ ନେଇଛି କରୋନା ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୦୪୩ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୨୭, ୪୯୭ କୁ ବୃଦ୍ଧି ପାଇଛି । ୭ ଲକ୍ଷ ୮୭ ଜଣ ସୁସ୍ଥ ହୋଇସାରିଲେଣି ଏବଂ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩ ଲକ୍ଷ ୯୦ ହଜାର ୪୫୯ ।
ଆମ ରାଜ୍ୟରେ ଅନୁରୂପ ସ୍ଥିତି । ଗତ ୨୪ ଘଣ୍ଟାରେ ୬୭୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୩ ଜିଲ୍ଲାରୁ ଏହି ନୂଆ ପଜିଟିଭ୍ ଙ୍କ ମଧ୍ୟରେ ଗଞ୍ଜାମରୁ ଅଛନ୍ତି ସର୍ବାଧିକ୨୩୯ ଆକ୍ରାନ୍ତ । ଉଭୟ ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାରୁ ୫୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ୬୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୭ ଜଣ ସ୍ଥାନୀୟ ସଂକ୍ରମଣ(ଲୋକାଲ୍ କଣ୍ଟାକ୍ଟ) ର ଶିକାର ହୋଇଛନ୍ତି ।
ଏଥିସହ ରାଜ୍ୟରେ ଆଉ ୬ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମରୁ ୫ ଜଣ ଏବଂ ଗଜପତିରୁ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ କରୋନା ମୃତ୍ୟୁସଂଖ୍ୟା ୯୭ କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୫୯ ଜଣଙ୍କର ଜୀବନ ନେଲାଣି କରୋନା ।
ମୋଟାମୋଟି, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ କୁ ବୃଦ୍ଧି ପାଇଥିଲା ବେଳେ ୧୨,୪୫୩ ଜଣ ସୁସ୍ଥ ହୋଇଛନ୍ତି । ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୫,୫୩୨ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୪, ବାଲେଶ୍ୱର-୧୩, ବରଗଡ଼-୨୨, ଭଦ୍ରକ-୫୮, କଟକ-୩୨, ଢ଼େଙ୍କାନାଳ-୧୦, ଗଜପତି-୧୫, ଗଞ୍ଜାମ-୨୩୯, ଜଗତସିଂହପୁର-୩୬, ଯାଜପୁର-୨୮, ଝାରସୁଗୁଡ଼ା-୧୪, କନ୍ଧମାଳ-୪୪, କେନ୍ଦ୍ରାପଡ଼ା-୪, ଖୋର୍ଦ୍ଧା-୫୮, କେନ୍ଦୁଝର-୨୪, କୋରାପୁଟ-୪୧, ମାଲକାନଗିରି-୪, ମୟୁରଭଞ୍ଜ-୧, ନୟାଗଡ଼-୪, ପୁରୀ-୪, ସମ୍ବଲପୁର-୩, ସୋନପୁର-୪, ସୁନ୍ଦରଗଡ଼-୧୧ ।
Previous Post

ଜୀବଜନ୍ତୁଙ୍କ ଖାଇବା ଟଙ୍କା ବି ଚଳୁ କରିଦେଲେ !

Next Post

ଇଏ ସେହି ନଗ୍ନ ଚିତ୍ର, ବାସ୍ତବତା…

Next Post
ଇଏ ସେହି ନଗ୍ନ ଚିତ୍ର, ବାସ୍ତବତା…

ଇଏ ସେହି ନଗ୍ନ ଚିତ୍ର, ବାସ୍ତବତା...

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA