Wednesday, March 4, 2026 01:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାତ୍ୟା ଉଜାଡ଼ିଲା କୁନି ସଂସାର, ୫ ପିଲାଙ୍କୁ ଧରି ସ୍କୁଲ ବାରଣ୍ଡାରେ

by Our Correspondent
14 May, 2019- 10:54 PM
in Latest News, News
1 min read
0
ବାତ୍ୟା ଉଜାଡ଼ିଲା କୁନି ସଂସାର, ୫ ପିଲାଙ୍କୁ ଧରି ସ୍କୁଲ ବାରଣ୍ଡାରେ
ଭୁବନେଶ୍ୱର: ୫ଟି ପିଲାଙ୍କୁ ଧରି ଛୋଟିଆ ଝାଟିମାଟି ଘରେ ମୁଣ୍ଡ ଗୁଜୁଂଥିବା ବିଧବା କୁନି ଦାସକୁ ବେସାହାରା କରିଦେଇଛି ପ୍ରଳୟଙ୍କରୀ ବାତ୍ୟା ‘ଫନି’ । ବର୍ଷ ବର୍ଷ ଧରି ସାହାରା କରିଥିବା ଦଦରା ମାଟି ଘରଟି ମାଟିରେ ମିଶିଯିବା ପରେ ଚିନ୍ତାମଣିଶ୍ୱର ସ୍କୁଲ ବାରଣ୍ଡା ହୋଇଛି ତା ପାଇଁ ଆଶ୍ରା । ରିଲିଫ୍ ଖାଦ୍ୟ ହୋଇଯାଇଛି ତା’ ପରିବାରର ବଞ୍ଚିବାର ରାହା ।
ଚିନ୍ତାମଣିଶ୍ୱର ସ୍କୁଲ ପାଖ ଚମ୍ପାପୋଖରୀ ବସ୍ତିରେ ରୁହେ ୪୫ ବର୍ଷୀୟା କୁନି ଦାସ । ଦୁଇ ବର୍ଷ ତଳୁ ସ୍ୱାମୀଙ୍କୁ ହରାଇ ଦେଇଛି । ୪ଟି ନାବାଳିକା ଝିଅ ଏବଂ ଗୋଟିଏ କୁନି ପୁଅକୁ ନେଇ ତା ସଂସାର । ମଜୁରିଆ ଭାବେ କାମ କରି ୫ ପିଲାଙ୍କ ପେଟକୁ ଦାନା ଯୋଗାଉଥିଲା । ଗୋଟିଏ ବଖରା ଝାଟିମାଟି ଘରେ ମୁଣ୍ଡ ଗୁଂଜି ରହୁଥିଲେ ଏହି ନିଃସ୍ୱ ପରିବାର । ସମ୍ପତ୍ତି ବୋଲେ ଭାତହାଣ୍ଡି, କେଇଟା କଂସାବାସନ ଏବଂ ଲୁଗାପଟା । ତେବେ ଗତ ୩ ତାରିଖ ପ୍ରଳୟଙ୍କରୀ ବାତ୍ୟାରେ ଘର ପାଖରେ ଥିବା ଏକ ବିରାଟ ଆମ୍ବଗଛ ତା ଘର ଉପରେ ଉପୁଡ଼ି ପଡ଼ିବା ପରେ ସବୁ କିଛି ଚାଲିଯାଇଛି । ମାଟିରେ ମିଶିଯାଇଛି ତା ଝାଟିମାଟି ଘର । ଯାହା ଦୁଇଖଣ୍ଡ ଜିନିଷ ଥିଲା ତାର ଚିହ୍ନବର୍ଣ୍ଣ ନାହିଁ । ସୋ÷ଭାଗ୍ୟକୁ ବାତ୍ୟା ଆସିବା ପୂର୍ବରୁ ପିଲାମାନଙ୍କୁ ଧରି ସ୍କୁଲ ବାରଣ୍ଡାକୁ ଚାଲି ଆସିଥିବାରୁ ଜୀବନ ବଞ୍ଚିଯାଇଛି । ବାତ୍ୟା ଚାଲିଗଲା, ହେଲେ ଘର ଫେରି ପାଇଲାନି କୁନି ଦାସ । ନିଜର ପିଲାମାନଙ୍କୁ ଧରି ଏବେ ସେଇ ସ୍କୁଲ ବାରଣ୍ଡାରେ ମୁଣ୍ଡ ଗୁଜିଂଛି ।

ଦୁର୍ଦ୍ଦଶାରେ ବଞ୍ଚିଥିବା କୁନି ଦାସ ପରିବାରକୁ ପ୍ରଶାସନର ସହାୟତା ପାଇଁ ସ୍ଥାନୀୟ ଅଞ୍ଚଳର ପୂର୍ବତନ କର୍ପୋରେଟର ଅମରେଶ(ବାଇଁଆ) ଜେନା ସବୁପ୍ରକାର ସହଯୋଗ କରୁଛନ୍ତି । ବିଏମସି ପକ୍ଷରୁ ତାଙ୍କ ପାଇଁ ୨୦ ହଜାର ଟଙ୍କା ସହାୟତା ଦିଆଯାଇଛି । କିଛି ଦରଦୀ ବ୍ୟକ୍ତି ମଧ୍ୟ ଅସହାୟ କୁନି ଦାସଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଓଲିଉଡ଼୍ ତାରକା ପପୁ ସନ୍ତୁକା ଏବଂ ପିଣ୍ଟୁ ମହାନ୍ତି ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଚିନ୍ତାମଣିଶ୍ୱର ଅଞ୍ଚଳର ଯୁବକ ସଂଘ ମଧ୍ୟ କୁନି ଦାସର ପରିବାର ମୁହଁରେ ହସ ଫୁଟାଇବା ପାଇଁ ଆଗେଇ ଆସିଛନ୍ତି ।
Previous Post

‘ଫନି’ ବିପର୍ଯ୍ୟୟ ସଜଡ଼ା: ସପ୍ତାହ ପରେ ଡୋର୍ ଟୁ ଡୋର୍, ଛୁଟି ବାତିଲ

Next Post

୨୩କୁ ଅପେକ୍ଷା: ଉଡୁଛି ଆକଳନ, ବଢ଼ୁଛି ଉତ୍କଣ୍ଠା

Next Post
୨୩କୁ ଅପେକ୍ଷା: ଉଡୁଛି ଆକଳନ, ବଢ଼ୁଛି ଉତ୍କଣ୍ଠା

୨୩କୁ ଅପେକ୍ଷା: ଉଡୁଛି ଆକଳନ, ବଢ଼ୁଛି ଉତ୍କଣ୍ଠା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA