Wednesday, March 11, 2026 10:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବିଜେଡ଼ିରୁ ଗଲେ ପପୁ ପମ୍‌ ପମ୍‌

by Our Correspondent
29 Jun, 2016- 06:12 PM
in News
1 min read
0
ବିଜେଡ଼ିରୁ ଗଲେ ପପୁ ପମ୍‌ ପମ୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ ପମ୍‌ଙ୍କ ହାତ ଛାଡ଼ିଛି ବିଜୁ ଜନତା ଦଳ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ନାବାଳିକା ଯୌନ ନିର୍ଯ୍ୟାତନା ଅଭିଯୋଗରେ ଛନ୍ଦି ହୋଇ ଫେରାର୍‌ ହୋଇଯାଇଥିବା ପପୁଙ୍କୁ ନେଇ ବିଜେଡ଼ି ବଦନାମ ବୋହିବାକୁ ସ୍ୱାଭାବିକ ଭାବେ ଚାହିଁନି । ୨୦୧୪ ନିର୍ବାଚନରେ ପପୁଙ୍କ ଲୋକପ୍ରିୟତାକୁ ଧରି ଏକ୍ସପେରିମେଣ୍ଟ କରିଥିଲା ବିଜେଡ଼ି । ରାଜ୍ୟର ଘରେ ଘରେ ଖୁବ୍‌ ଲୋକପ୍ରିୟ ପପୁଙ୍କୁ ଦଳରେ ମିଶାଇ ଚମ୍ପୁଆରୁ ପ୍ରାର୍ଥୀ କରିବା ସହ ଷ୍ଟାର କ୍ୟାମ୍ପନର୍‌ ବନାଇଥିଲା । ତେବେ ସାରା ରାଜ୍ୟରେ ବିଜେଡ଼ି ହାୱା ଭିତରେ ପପୁ କିନ୍ତୁ ହଜିଯାଇଥିଲେ । ଚମ୍ପୁଆରେ ନିଜର ଅମାନତ ହରାଇଥିଲେ ପପୁ । ତେବେ ପରବର୍ତ୍ତୀ ଛୋଟମୋଟ ସବୁ ନିର୍ବାଚନରେ ପପୁଙ୍କୁ ଷ୍ଟାର କ୍ୟାମ୍ପନର୍‌ ଭାବେ ଆଗରେ ରଖୁଥିଲା ବିଜେଡ଼ି । ଏହା ପପୁଙ୍କ ଗର୍ବ ଓ ଫୁଟାଣି ଡବଲ୍‌ କରିଦେଇଥିଲା ।

ରାଜ୍ୟର ସବୁ ବର୍ଗ ଲୋକଙ୍କ ଆଇଡଲ୍‌ ଭାବେ ନିଜକୁ ଉପସ୍ଥାପିତ କରିଥିବା ପପୁଙ୍କ ମନରେ ଏତେ ପାପ ଯେ ଭରି ରହିଥିଲା ତାହା ସହଜରେ ବିଶ୍ୱାସ କରିହେଉନି । ଚିଟ୍‌ଫଣ୍ଡ ଲିଙ୍କ୍‌ରେ ପ୍ରଚୁର ଅର୍ଥ କମାଇବା, କାଷ୍ଟିଂ କାଉଚ୍‌ ଭଳି କୁତ୍ସିତ କାରନାମା ଓ ଶେଷରେ ନିଜର ଜଣେ ଫ୍ୟାନ୍‌ ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଭଳି କଦର୍ଯ୍ୟ ସଙ୍ଗୀନ ଅପରାଧ ତାଙ୍କର ମୁଖା ଖୋଲି ଦେଇଛି । ପପୁଙ୍କ ଏହି କୁତ୍ସିତ କାରନାମା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଯୌନ ନର୍ଯ୍ୟାତିତା ନାବାଳିକାଙ୍କ ଏତଲାକ୍ରମେ ପୁଲିସ ମାମଲା ରୁଜୁ କରିଛି । ଗିରଫ ସୁନିଶ୍ଚିତ ଜାଣିବା ପରେ ପପୁ ଫେରାର ହୋଇଯାଇଛନ୍ତି । ଦୁଇ ଦିନ ହେଲା ପୁଲିସ ତାଙ୍କର ଖୋଜଖବର ପାଉନି । ତେବେ ପପୁଙ୍କୁ ନେଇ ଜନମାନସରେ ବିଜେଡ଼ି ପ୍ରବଳ ନିନ୍ଦିତ ହେଉଥିବା ବେଳେ ବିଜେଡ଼ି ସଭାପତି ଉପଯୁକ୍ତ ପଦକ୍ଷେପ ନେଇଛନ୍ତି । ତାଙ୍କୁ ବହିଷ୍କାର କରି ନିନ୍ଦାରୁ ରକ୍ଷା ପାଇ ଯାଇଛନ୍ତି । ଏଥିସହ ପପୁଙ୍କ ଭଳି କଦର୍ଯ୍ୟ ଚେହେରାକୁ ଦଳକୁ ଆଣିଥିବା ନେତାଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।

Previous Post

ଆରଡିସି ତଦନ୍ତ ଭେଳିକି, ଅଭିଯୁକ୍ତଙ୍କୁ ପୁରସ୍କାର

Next Post

ମୋତିଲାଲ୍‌ଙ୍କ ପ୍ରେମରେ ମନ୍ତ୍ରୀ ପ୍ରଫୁଲ୍ଲ ବି

Next Post
ମୋତିଲାଲ୍‌ଙ୍କ ପ୍ରେମରେ ମନ୍ତ୍ରୀ ପ୍ରଫୁଲ୍ଲ ବି

ମୋତିଲାଲ୍‌ଙ୍କ ପ୍ରେମରେ ମନ୍ତ୍ରୀ ପ୍ରଫୁଲ୍ଲ ବି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA