Wednesday, March 11, 2026 08:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ି ସଂଗଠନରେ ଯୁବନେତାଙ୍କୁ ଗୁରୁତ୍ୱ

by Our Correspondent
20 Aug, 2020- 05:41 PM
in Latest News, News, Politics
1 min read
0

୪୫ ସମ୍ପାଦକ, ୪୧ ଯୁଗ୍ମ ସମ୍ପାଦକ ନିଯୁକ୍ତ 

ସୁୁଶାନ୍ତ ରାଉତ ଭୁବନେଶ୍ୱର ଜିଲ୍ଲା ସଭାପତି

ଭୁୁବନେଶ୍ୱର: ବିଜୁ ଜନତା ଦଳର ସାଂଗଠନିକ ପୁନର୍ବିନ୍ୟାସ କ୍ରମରେ ଆଜି ୪୫ ଜଣ ସମ୍ପାଦକ ଏବଂ ୪୧ ଜଣ ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଦସ୍ତଖତରେ ଏହି ତାଲିକା ପ୍ରକାଶ ପାଇଛି । ପଦବୀ ସାଙ୍ଗରେ ସମସ୍ତଙ୍କୁ ଭିନ୍ନ ଭିନ୍ନ ବିଭାଗର ଦାୟିତ୍ୱ ଅର୍ପଣ କରାଯାଇଛି । ଆଗରୁ ଏହି ପଦବୀରେ ଥିବା ପୁରୁଣା ମୁହଁଙ୍କ ଜାଗାରେ ଏମାନେ ଦାୟିତ୍ୱ ସମ୍ଭାଳିବେ । ବିଜେଡ଼ିର ଏହି ଜୁମ୍ବୋ ଟିମ୍ ରେ ସ୍ଥାନ ପାଇଥିବା ଅଧିକାଂଶ ହେଉଛନ୍ତି ଯୁବନେତା । ସଂଗଠନକୁ ଆଗେଇ ନେବାରେ ଏହି ଯୁବନେତାମାନଙ୍କ ଦକ୍ଷତା ଉପରେ ସମ୍ଭବତଃ ନବୀନ ଭରସା କରିଛନ୍ତି ।
ସମ୍ପାଦକ/ଦାୟିତ୍ୱ
କିଶୋର ଚନ୍ଦ୍ର ତରାଇ, ସଂଘମିତ୍ରା ଦଳେଇ (ଏସସି ସଶକ୍ତିକରଣ), ଅନୁଭବ ପଟ୍ଟନାୟକ, ଶ୍ରୀମତୀ କେ.ଶାନ୍ତି, ଶ୍ରୀମତୀ ବିଷ୍ଣୁପ୍ରି୍ୟା ଦାସ (ମହିଳା ସଶକ୍ତିକରଣ), ଅମରେଶ ପତ୍ରୀ, ରଞ୍ଜିତ(ଲିଟୁ) ମହାପାତ୍ର (ଯୁବ ବ୍ୟାପାର), ଅମରଜିତ୍ ସେନାପତି, ମନ୍ଦାକିନୀ କର, ବିଶ୍ୱଜିତ ସାମନ୍ତରାୟ (ଛାତ୍ର ବ୍ୟାପାର), ଚିନ୍ମୟ ସାହୁ, ଅମରେଶ(ବାଇଁଆ) ଜେନା, ସୌଭାଗ୍ୟ ନାୟକ, ସୁବ୍ରମଣିଆମ ମହାନ୍ତି, ସୁବାସ ମହାରଣା, ଶୈଳେଶ ଦାନି (ସଶକ୍ତ ଓଡ଼ିଶା), ରବିନାରାୟଣ ନନ୍ଦ, ସଂଗ୍ରାମ କେଶରୀ ପାଇକରାୟ, ଶଶୀ ସାହୁ, ପ୍ରୟାସକାନ୍ତି ସାମଲ, ମାରୁତ ପାଲୋ (କଳା/ ସଂସ୍କୃତି/ମାନବ ସମ୍ବଳ), ଶେଖ ନିଜାମୁଦ୍ଦିନ୍, ମହମ୍ମଦ ଡବ୍ଲୁ.ସକିଲ୍ (ସଂଖ୍ୟାଲଘୁ ସମ୍ପ୍ରଦାୟ), ଭୁବନେଶ୍ୱର କିଷାନ, ଶ୍ରୀମତୀ ଭାରତୀ ସିଂ, କୃଷ୍ଣଚନ୍ଦ୍ର ଦାସ ( ଆଦିବାସୀ ସଶକ୍ତିକରଣ/ସଂଖ୍ୟାଲଘୁ ସମ୍ପ୍ରଦାୟ), ସୁବାସ ପାତ୍ର, ଦୁର୍ଗା ସାମନ୍ତରାୟ, ଅଜୟ ନାୟକ,ଶିଶିର ପରିଜା, ମୀରା ପରିଡ଼ା (ଓଡ଼ିଶା ମୋ ପରିବାର), ପୁଷ୍ପେନ୍ଦ୍ର ସିଂହଦେଓ, ସରୋଜ କରନା, ଟି.ପ୍ରସାଦ ରାଓ ଦୋରା, ଜଗଦୀଶ ପାତ୍ର (ସାମାଜିକ କଲ୍ୟାଣ), ସ୍ୱାଧୀନ ନାୟକ, କୁନ ବିହାରୀ ଦାସ, ସନ୍ତୋଷ ପଟ୍ଟନାୟକ, ହର୍ଷବର୍ଦ୍ଧନ ସିଂହଦେଓ, ରଣଜିତ୍ ସାହୁ (ଆଞ୍ଚଳିକ ଉନ୍ନୟନ), ଉତ୍ତରା ପାତ୍ର, ତପନ ଦାସ, କୃଷ୍ଣ ପଣ୍ଡା, ତ୍ରିନାଥ ଗୋଏଲ୍, ଚନ୍ଦ୍ରକାନ୍ତ ସାମଲ (ପରିବେଶ)
ଯୁଗ୍ମ ସମ୍ପାଦକ/ଦାୟିତ୍ୱ
ସଞ୍ଜୟ ବାବୁ (ସଶକ୍ତ ଓଡ଼ିଶା), ସଞ୍ଜିତ୍ ମହାନ୍ତି (ପରିବେଶ), ଏମ୍. ଧନଞ୍ଜୟ ରେଡ୍ଡୀ (ଯୁବ ବ୍ୟାପାର), ସନ୍ତୋଷ ବେଜ୍ (କଳା/ସଂସ୍କୃତି/ମାନବ ସମ୍ବଳ), ସମୀର ପ୍ରଧାନ (ଓଡ଼ିଶା ମୋ ପରିବାର), ଦେବାଶିଷ ସିଟ୍ (ଏସସି ସଶକ୍ତିକରଣ), ଜ୍ୟୋତି ରଞ୍ଜନ ଜେନା (ଯୁବ ବ୍ୟାପାର), ପୃଥ୍ୱୀରାଜ ସାହୁ (ଆଦିବାସୀ ସଶକ୍ତିକରଣ/ ସଂଖ୍ୟାଲଘୁ ବ୍ୟାପାର), ପ୍ରକାଶ କୁମାର ଡାଙ୍ଗ୍ (ଛାତ୍ର ବ୍ୟାପାର), ଶ୍ରୀମତୀ ଡେଜାଲିନ୍ ମହାପାତ୍ର, ସ୍ୱରାଜ ଲକ୍ଷ୍ମୀ ସାମଲ (ମହିଳା ସଶକ୍ତିକରଣ), ରେଜୱନ ବେଗମ୍ (ସଂଖ୍ୟାଲଘୁ ବ୍ୟାପାର), ଶ୍ରୀମତୀ ସଂଘମିତ୍ରା ଜେନା, ଶ୍ରୀମତୀ ସବିତା ମହାପାତ୍ର, ସବିତା ପ୍ରଧାନ (ମହିଳା ସଶକ୍ତିକରଣ), ଜାହିର ଖାନ୍ (ସଂଖ୍ୟାଲଘୁ ବ୍ୟାପାର), ପ୍ରଦୀପ ବିଷୋୟୀ (ସାମାଜିକ କଲ୍ୟାଣ), ଚକ୍ରଧର ହେମ୍ବ୍ରମ୍ (ଆଦିବାସୀ ସଶକ୍ତିକରଣ/ ସଂଖ୍ୟାଲଘୁ ବ୍ୟାପାର), ଧର୍ମେନ୍ଦ୍ର ଅଧିକାରୀ (ପରିବେଶ), ଦିଲ୍ଲୀପ ଧୂରିଆ (ଏସସି ସଶକ୍ତିକରଣ), ଅବନୀ ରଞ୍ଜନ ଯୋଶୀ (ଆଞ୍ଚଳିକ ଉନ୍ନୟନ), ରାକେଶ ରାମ୍ (ଛାତ୍ର ବ୍ୟାପାର), କୈଳାସ ରଣା (ସଶକ୍ତ ଓଡ଼ିଶା), ପ୍ରଶାନ୍ତ ନାୟକ (ଆଞ୍ଚଳିକ ଉନ୍ନୟନ), ଅଶୋକ ସାହୁ (ସାମାଜିକ କଲ୍ୟାଣ), ଜଗନ୍ନାଥ ଦାସ (କଳା/ସଂସ୍କୃତି/ମାନବ ସମ୍ବଳ), ହରିଶଙ୍କର ରାଉତ (ଛାତ୍ର ବ୍ୟାପାର), ତୁମ୍ବନାଥ ପଣ୍ଡା (ଆଞ୍ଚଳିକ ଉନ୍ନୟନ), ହିମାଂଶୁ ଦାସ (ପରିବେଶ), ସତ୍ୟ ରଞ୍ଜନ ଦାସ (ସାମାଜିକ କଲ୍ୟାଣ), ରାଜକମଲ ଜେନା (ସଶକ୍ତ ଓଡ଼ିଶା), ଜ୍ଞାନ ଗିରି ଗୋସ୍ୱାମୀ (ପରିବେଶ), ପୁଲକ ମହାନ୍ତି (ଆଞ୍ଚଳିକ ଉନ୍ନୟନ), ରାକେଶ ପଣ୍ଡା (କଳା/ସଂସ୍କୃତି/ମାନବ ସମ୍ବଳ), ଗତିକୃଷ୍ଣ ନନ୍ଦ (ସାମାଜିକ କଲ୍ୟାଣ), ତନ୍ମୟ ସ୍ୱାଇଁ (ଛାତ୍ର ବ୍ୟାପାର), କିଶୋର ନାୟକ (ସାମାଜିକ କଲ୍ୟାଣ), ରଞ୍ଜିତ୍ ରାୟ (ଓଡ଼ିଶା ମୋ ପରିବାର), ରାଜେଶ ପଣ୍ଡା (ପରିବେଶ), ରୁଦ୍ର ସାମନ୍ତରାୟ, ଦୀପ୍ତିକାନ୍ତ ପରିଜା (ଓଡ଼ିଶା ମୋ ପରିବାର) ।
ସୁଶାନ୍ତଙ୍କୁ ଭୁବନେଶ୍ୱର ଜିଲ୍ଲା ଦାୟିତ୍ୱ 
ଭୁବନେଶ୍ୱର ଜିଲ୍ଲା ସଂଗଠନ ସଭାପତି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ । ପୂର୍ବରୁ ବିଧାୟକ ଅନନ୍ତ ନାରାୟଣ ଜେନା ସଭାପତି ଦାୟିତ୍ୱରେ ଥିଲେ । କାର୍ଯ୍ୟକାରୀ ସଭାପତି ଭାବେ ବିରଞ୍ଚି ନାରାୟଣ ସୁପକାରଙ୍କୁ ନିଯୁକ୍ତି ଦିଆଯାଇଛି ।
Previous Post

+୨ ବାଣିଜ୍ୟ ପରୀକ୍ଷାରେ କିସ୍‌ର ଶତ ପ୍ରତିଶତ ସଫଳତା

Next Post

ପ୍ରଫେସର ଜଗନ୍ନାଥ ଲେଙ୍କା ହେଲେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ

Next Post

ପ୍ରଫେସର ଜଗନ୍ନାଥ ଲେଙ୍କା ହେଲେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA