Monday, January 19, 2026 08:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭୁବନେଶ୍ୱରରେ ଆଉ ୪୫ ପଜିଟିଭ୍

by Our Correspondent
04 Jul, 2020- 06:25 PM
in Latest News, News
1 min read
0
ଭୁବନେଶ୍ୱରରେ ଆଉ ୪୫ ପଜିଟିଭ୍
ଭୁବନେଶ୍ୱର: ଆଇଗିଣିଆରୁ ହଂସପାଳ । ଚନ୍ଦ୍ରଶେଖରପୁରରୁ ନୂଆଗାଁ । ଭୁବନେଶ୍ୱରର ଆଉ କେଉଁ ଅଞ୍ଚଳକୁ ଛାଡ଼ିନାହିଁ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୫୦ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ଅଛନ୍ତି ୪୫ ଜଣ । ସେମାନଙ୍କ ମଧ୍ୟରୁ ୩୭ ଜଣ କ୍ୱାରେଣ୍ଟାଇନ୍ ଏବଂ ୮ ଜଣ ସ୍ଥାନୀୟ ଅଞ୍ଚଳର ।
ଉଦବେଗର ବିଷୟ ହେଲା, କେବଳ ଜୁଲାଇ ମାସରେ ଏଠାରୁ ବାହାରିଲେଣି ୯୪ ପଜିଟିଭ୍ । ପ୍ରତିଦିନ ତାଲିକାରେ ଯୋଡି ହେଉଛନ୍ତି ନୂଆ ଆକ୍ରାନ୍ତ । କେବଳ ଭୁବନେଶ୍ୱରରୁ କରୋନା ନେଲାଣି ୬ ଜଣଙ୍କ ମୁଣ୍ଡ ।
ଗତ ୨୪ ଘଣ୍ଟାରେ ଚିହ୍ନଟ ୪୫ ଆକ୍ରାନ୍ତଙ୍କ ତାଲିକା ଦେଇଛି ବିଏମସି । ମଞ୍ଚେଶ୍ୱର ‘ପ୍ରତିଦିନ’ ଖବରକାଗଜ ଅଫିସ ନିକଟରୁ ୯ ଜଣ ଏବଂ କଳିଙ୍ଗ ବେକରି ନିକଟସ୍ଥ ଅଞ୍ଚଳରୁ ୩ ଜଣ, ସାମନ୍ତରାପୁର ନିକଟସ୍ଥ ନୂଆଗାଁରୁ ୬ ଜଣ, ଏକ ଘରୋଇ ହସ୍ପିଟାଲ୍ ର ୩ ଜଣ ମହିଳା କର୍ମଚାରୀ, ଚନ୍ଦ୍ରଶେଖରପୁର ମୈତ୍ରୀବିହାର ଅଞ୍ଚଳରୁ ୧, ଆଇଗିଣିଆରୁ ୧, ସତ୍ୟନଗରରୁ ୧, , ସହିଦନଗରରୁ ୧, ଭରତପୁରରୁ ୧, ହଂସପାଳ ସିମ୍ଫୋନି ମଲ୍ ନିକଟରୁ ୧, ଚକେଇଶିଆଣିରୁ ୧, ଲକ୍ଷ୍ମୀସାଗର ପୁରୁଣା ପୋଷ୍ଟ ଅଫିସ୍ ନିକଟ ଅଞ୍ଚଳରୁ ୧, ୟୁନିଟ୍-୪ ମାର୍କେଟ୍ କମ୍ପ୍ଲେକ୍ସ ରୁ ୧, ଅଶୋକ ନଗରରୁ ୧, ବରମୁଣ୍ଡା ଜଗନ୍ନାଥ ବିହାରରୁ ୧, ପୁରୁଣା ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରୁ ୧, ଏକ କେନ୍ଦ୍ରୀୟ ସରକାରୀ ହସ୍ପିଟାଲ୍ ରୁ ୪, ବରମୁଣ୍ଡା ଶକ୍ତି ଗେଷ୍ଟ ହାଉସ୍ ନିକଟରୁ ୧, ରବି ଟକିଜ୍ ନିକଟସ୍ଥ କେଦାର ଗୌରୀ ଅଞ୍ଚଳରୁ ୧, ସାଲିଆ ସାହି ଶନି ମନ୍ଦିର ନିକଟରୁ ୧, ଖଣ୍ଡଗିରି ଆମ୍ରି ହସ୍ପିଟାଲ୍ ନିକଟରୁ ୧, ଡୁମୁଡୁମା ସୁବାସ ନଗର ବସ୍ତିରୁ ୧, ପୁରୁଣା ଭୁବନେଶ୍ୱର ଯମ୍ବେଶ୍ୱରପାଟଣାରୁ ୧, ୟୁନିଟ୍-୪ ଏମଏଲଏ କଲୋନୀରୁ ୧ ଏବଂ ଚନ୍ଦ୍ରଶେଖରପୁରରୁ ୧ ପଜିଟିଭ୍ ଅଛନ୍ତି ।
ବିଏମସି ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବିଭିନ୍ନ କୋଭିଡ୍ ହସ୍ପିଟାଲ୍ ରେ ଏବେ ୧୬୦ ଆକ୍ରାନ୍ତ(ଆକ୍ଟିଭ୍ କେସ୍) ଚିକିତ୍ସିତ ହେଉଛନ୍ତି ।
Previous Post

କରୋନା କଟକଣା: ଏବର୍ଷ ବୋଲବମ୍ ଯାତ୍ରା ବନ୍ଦ, କଟକ ସହର ବୁଧବାର ଯାଏ ସଟଡାଉନ୍

Next Post

ରତ୍ନବେଦୀକୁ ଫେରିଲେ ମହାପ୍ରଭୁ

Next Post
ରତ୍ନବେଦୀକୁ ଫେରିଲେ ମହାପ୍ରଭୁ

ରତ୍ନବେଦୀକୁ ଫେରିଲେ ମହାପ୍ରଭୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19147 shares
    Share 7659 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA