Wednesday, March 4, 2026 05:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଫନି’ ମୁକାବିଲା: ଭୁବନେଶ୍ୱର ପାଇଁ ମଲ୍ଟି ଏଜେନ୍ସୀ ଟିମ୍

by Our Correspondent
02 May, 2019- 09:20 PM
in Latest News, News
1 min read
0
‘ଫନି’ ମୁକାବିଲା: ଭୁବନେଶ୍ୱର ପାଇଁ ମଲ୍ଟି ଏଜେନ୍ସୀ ଟିମ୍
ଭୁବନେଶ୍ୱର: ଭୁବନେଶ୍ୱର ସହରକୁ ‘ଫନି’ ବିପଦରୁ ରକ୍ଷା କରିବାକୁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ବାତ୍ୟା ଓ ବର୍ଷା ଯୋଗୁଁ ସହରବାସୀ ଯେଭଳି ଅସୁବିଧାରେ ନ ପଡ଼ନ୍ତି ଏବଂ କାହାର କିଛି କ୍ଷୟକ୍ଷତି ନ ହେବ ସେଥିପ୍ରତି ଟିକନିକ୍ ନଜର ରଖାଯାଇଛି । ସ୍ଥାନାନ୍ତର, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ସହଜ କରିବା ପାଇଁ ମଲ୍ଟି ଏଜେନ୍ସୀ ଟିମ୍ ଗଠନ କରାଯାଇଛି । ପୂର୍ତ୍ତ ସଚିବ ତଥା ଭୁବନେଶ୍ୱର ସହର ପାଇଁ ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଡ. କ୍ରିଷାନ୍ କୁମାର ନିଜ ଉପରକୁ ସବୁ ଦାୟିତ୍ୱ ନେଇଛନ୍ତି ।
ଆଜି ଅପରାହ୍ନରେ ବିଏମସି କନଫରେନ୍ସ ହଲ୍ ରେ ଡ. କୁମାର ଏକ ସମୀକ୍ଷା ବୈଠକ କରି ପ୍ରସ୍ତୁତି ଓ ମୁକାବିଲା ଯୋଜନାକୁ ଜୋରଦାର କରିଛନ୍ତି । ସହରର ରାସ୍ତା, ଡ୍ରେନେଜ୍, ବିଜୁଳି ଆଦି ଯେ କୌଣସି ସମସ୍ୟା ଦେଖାଦେଲେ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବାକୁ ବିଭିନ୍ନ ବିଭାଗକୁ ସଜାଗ କରାଯାଇଛି । ସହରବାସୀଙ୍କ ତ୍ୱରିତ୍ ଆପତ୍ତି ଅଭିଯୋଗ ପାଇଁ ଟୋଲ୍ ଫି୍ର ନମ୍ବର ୧୮୦୦୩୪୫୦୦୬୧ ଏବଂ ଲ୍ୟାଣ୍ଡଲାଇନ୍ ୦୬୭୪-୨୪୩୧୨୫୩ ଖୋଲାଯାଇଛି । ସହରବାସୀ ଏହି ନମ୍ବରରେ ସେମାନଙ୍କ ସମସ୍ୟା ଜଣାଇଲେ ତୁରନ୍ତ ପଦକ୍ଷେପ ନିଆଯିବ । ଏଥିସହ ବିଏମସିରେ ଏକ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି ।
ସହରକୁ ୧୩ ଟି ସେକ୍ଟରରେ ବିଭକ୍ତ କରାଯାଇ ଜଣେ ଲେଖାଏଁ ଓଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଜଣେ ସିଭିଲ୍ ଇଂଜିନିୟର ଏବଂ ଜଣେ ଡ୍ରେନେଜ୍ ଇଂଜିନିୟରଙ୍କୁ ସହଯୋଗୀ ଭାବେ ଅବସ୍ଥାପିତ କରାଯାଇଛି । ଏହି ଟିମ୍ ରେ ସଂପୃକ୍ତ ୱାର୍ଡ ଅଫିସର, କମୁ୍ୟନିଟି ଅର୍ଗାନାଇଜର୍, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ବସ୍ତିନେତାମାନଙ୍କୁ ରଖାଯାଇଛି । ଏହି ସେକ୍ଟରଗୁଡ଼ିକ ହେଲା, ଇନଫୋସିଟି, ଜାଭିଅର୍, ବାଣୀବିହାର, କୁଆଖାଇ, ଖଣ୍ଡଗିରି, ଇସକନ୍ ଅଞ୍ଚଳ, ଓୟୁଏଟି, ଏୟାରପୋର୍ଟ, ସ୍ମାର୍ଟ ଡିଷ୍ଟ୍ରିକ୍ଟ ଏରିଆ, ସଚିବାଳୟ ମାର୍ଗ, କଟକ ରୋଡ, କଳ୍ପନା ଏବଂ ଲିଙ୍ଗରାଜ ଅଞ୍ଚଳ । ‘ଫନି’ ବିପଦର ମୁକାବିଲା ପାଇଁ ସେକ୍ଟର ଅଫିସରଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । କାହାରି ନିଦେ୍ର୍ଦଶ ବା ଅନୁମତିକୁ ଅପେକ୍ଷା ନକରି ଗ୍ରାଉଣ୍ଡ ଜିରୋରେ ଯାହା ଠିକ୍ ସେହି ନିଷ୍ପତ୍ତି ନେବେ ।
Previous Post

ସକାଳେ ପୁରୀରେ ଲ୍ୟାଣ୍ଡଫଲ୍, ୪ ଘଣ୍ଟା ଧରି ତାଣ୍ଡବ କରିବ ‘ଫନି’

Next Post

‘ଫନି’ ବିପର୍ଯ୍ୟୟ ସଜଡ଼ା: ସପ୍ତାହ ପରେ ଡୋର୍ ଟୁ ଡୋର୍, ଛୁଟି ବାତିଲ

Next Post
‘ଫନି’ ବିପର୍ଯ୍ୟୟ ସଜଡ଼ା: ସପ୍ତାହ ପରେ ଡୋର୍ ଟୁ ଡୋର୍, ଛୁଟି ବାତିଲ

‘ଫନି’ ବିପର୍ଯ୍ୟୟ ସଜଡ଼ା: ସପ୍ତାହ ପରେ ଡୋର୍ ଟୁ ଡୋର୍, ଛୁଟି ବାତିଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA