Friday, March 13, 2026 10:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍-୨: ଫୁଲବାଣୀକୁ ମେଡ଼ିକାଲ୍ କଲେଜ ଉପହାର

by Our Correspondent
16 Oct, 2019- 09:29 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍-୨: ଫୁଲବାଣୀକୁ ମେଡ଼ିକାଲ୍ କଲେଜ ଉପହାର
ଭୁୁବନେଶ୍ୱର: ‘ମୋ ସରକାର’ ଅଭିଯାନ ଦ୍ୱିତୀୟ ଦିନ ଗସ୍ତକାଳର ଅନୁଧ୍ୟାନ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଓ ଟିମ୍ ଗସ୍ତ କରିଥିବା ୬ଟି ଜିଲ୍ଲାର ଡାକ୍ତରଖାନାଗୁଡ଼ିକ ପାଇଁ ପ୍ୟାକେଜ୍ ଘୋଷଣା କରାଯାଇଛି । ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାଠାରେ ଏକ ସରକାରୀ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ଶଯ୍ୟା ସଂଖ୍ୟା ୫୦୦କୁ ବୃଦ୍ଧି ପାଇବା ସହ ଏକ କମ୍ପୋଜିଟ୍ କ୍ୟାମ୍ପସ୍ ନିର୍ମାଣ କରାଯିବ । ଅବିଭକ୍ତ ୧୩ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଫୁଲବାଣୀର ପାଳି ପଡ଼ିଛି ।
ଅନ୍ୟ ୫ଟି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଏଭଳି ।
ବୌଦ୍ଧ ଜିଲ୍ଲା ହସ୍ପିଟାଲ୍: ବୌଦ୍ଧର ଜେଲ୍ ଜମିକୁ ମାସକ ଭିତରେ ହସ୍ତାନ୍ତର କରାଯାଇ ସେଠାରେ ୨୦୦ ଶଯ୍ୟା ବିଶିଷ୍ଟ ନୂଆ ଜିଲ୍ଲା ହସ୍ପିଟାଲ୍ ନିର୍ମାଣ ହେବ । ହରଭଙ୍ଗା ବ୍ଲକ୍ ରେ କିଡ଼ନୀ ରୋଗର ଅନୁଧ୍ୟାନ ପାଇଁ ଏକ ଟିମ୍ ସେଠାକୁ ଯିବ । ହସ୍ପିଟାଲ୍ କୁ ଗୋଟିଏ ଆମ୍ବୁଲାନସ୍ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ।
ନୟାଗଡ଼ ଜିଲ୍ଲା ହସ୍ପିଟାଲ୍: ହସ୍ପିଟାଲ୍ ର ବେଡ୍ ସଂଖ୍ୟା ୨୫୦ କୁ ବୃଦ୍ଧି କରାଯିବ । ଜିଲ୍ଲା ଡାକ୍ତରଖାନାରେ ୧୦୦ ଶଯ୍ୟା ବିଶିଷ୍ଟ ନୂଆ ଅତିରିକ୍ତ ବିଲଡିଂ ନିର୍ମାଣ କରାଯିବ । ହସ୍ପିଟାଲ୍ କୁ ଦୁଇଟି ଆମ୍ବୁଲାନସ୍ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ଦିଆଯିବ ।
କଳାହାଣ୍ଡି ଜିଲ୍ଲା ହସ୍ପିଟାଲ୍: ଅତିରିକ୍ତ ୧୦୦ ଶଯ୍ୟା ପାଇଁ ନୂଆ ବିଲଡିଂ ନିର୍ମାଣ କରାଯିବ । ହସ୍ପିଟାଲ୍ କୁ ତିନୋଟି ଆମ୍ବୁଲାନସ୍ ଏବଂ ଦୁଇଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ।
ରାୟଗଡ଼ା ଜିଲ୍ଲା ହସ୍ପିଟାଲ୍: କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜଳଯୋଗାଣ ବ୍ୟବସ୍ଥା ହେବ ଏବଂ ଷ୍ଟାଫ୍ କ୍ୱାଟର୍ସ ନିର୍ମାଣ କରାଯିବ । ଚାରୋଟି ଆମ୍ବୁଲାନସ୍ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ଦିଆଯିବ ।
ନୂଆପଡ଼ା ଜିଲ୍ଲା ହସ୍ପିଟାଲ୍: ଗୋଟିଏ ଆମ୍ବୁଲାନସ୍ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ଦିଆଯିବ ।
ଏଥିସହ ସବୁ ଜିଲ୍ଲା ଡାକ୍ତରଖାନାରେ ଆଟେଣ୍ଡାଣ୍ଟ୍ ରେଷ୍ଟ ସେଡ୍, ସମସ୍ତ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଅନୁଦାନ ଏବଂ ନୂଆପଡ଼ା, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ ରକ୍ତଦାନ କାର୍ଯ୍ୟକ୍ରମ ପାଇଁ ଏସପିମାନଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
‘ମୋ ସରକାର’ କାର୍ଯ୍ୟକ୍ରମ ଉପରେ ଲୋକଙ୍କଠାରୁ ଅଦ୍ଭୂତପୂର୍ବ ସମର୍ଥନ ମିଳୁଛି ଏବଂ ଏହି କାର୍ଯ୍ୟକ୍ରମ ସବୁ ବିଭାଗରେ ଚାଲୁ କରିବା ପାଇଁ କଥାବାର୍ତ୍ତା କାଳରେ ସମସ୍ତେ ଚାହୁଁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଜନସାଧାରଣଙ୍କ ମତାମତକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ଡିସେମ୍ବର ୧ ସୁଦ୍ଧା ଏହା ଆଉ ୫ଟି ବିଭାଗରେ କାର୍ଯ୍ୟକାରୀ କରାଯିବ ଏବଂ ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମଡ଼େଲ୍ କୁ ଅନ୍ୟମାନେ ଅନୁକରଣ କରିବାକୁ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Previous Post

ଦାମଙ୍କ ଜାତି ଗଲା ପେଟ ପୂରିଲାନି

Next Post

୫-ଟି ଆଧାରରେ ସରକାରୀ ବାବୁଙ୍କ ଆପ୍ରେଜାଲ୍

Next Post
୫-ଟି ଆଧାରରେ ସରକାରୀ ବାବୁଙ୍କ ଆପ୍ରେଜାଲ୍

୫-ଟି ଆଧାରରେ ସରକାରୀ ବାବୁଙ୍କ ଆପ୍ରେଜାଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA