Wednesday, March 4, 2026 07:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News International

ସପ୍ତାହବ୍ୟାପୀ ‘ଆର୍ଟ ଅଫ ଗିଭିଂ’ ଅଭିଯାନ ଶୁଭାରମ୍ଭ

by Our Correspondent
17 May, 2019- 07:12 PM
in International, News
1 min read
0
ସପ୍ତାହବ୍ୟାପୀ ‘ଆର୍ଟ ଅଫ ଗିଭିଂ’ ଅଭିଯାନ ଶୁଭାରମ୍ଭ
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ସପ୍ତାହବ୍ୟାପୀ ‘ଆର୍ଟ ଅଫ ଗିଭିଂ’ ଷଷ୍ଠ ବାର୍ଷିକୀ ଅଭିଯାନ । କିଟ୍ ଓ କିସ୍ କ୍ୟାମ୍ପସ୍ ରେ ଏହାର ଶୁଭାରମ୍ଭ କରିଛନ୍ତି ଅଭିଯାନର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ‘ଆର୍ଟ ଅଫ ଗିଭିଂ’ ର ଶ୍ରେଷ୍ଠ ଉଦାହରଣ କିସ୍ ଓ କିଟ୍ ବୋଲି ଆୟୋଜିତ ସମାରୋହରେ ଉଦବୋଧନ ଦେଇ ଡ. ସାମନ୍ତ କହିଛନ୍ତି । ଏହି ଦୁଇ ସଂସ୍ଥା ଉକ୍ତ ଆଦର୍ଶକୁ ଦୀର୍ଘ ୨୭ ବର୍ଷ ଧରି ପାଳନ କରି ଆସୁଛନ୍ତି । କିଟ୍ ଦେଉଛି ଏବଂ କିସ୍ ତାହାକୁ ଗ୍ରହଣ କରି ହଜାର ହଜାର ଆଦିବାସୀ ପିଲାଙ୍କ ମଧ୍ୟରେ ଖୁସି ବାଣ୍ଟୁଛି । ସମସ୍ତେ କିଛି ଦେବାକୁ ଚାହାନ୍ତି, ମାତ୍ର ସେମାନେ ଉପଯୁକ୍ତ ପ୍ଲାଟଫର୍ମ ଏବଂ ସୁଯୋଗ ପାଇନଥାନ୍ତି । ‘ଆର୍ଟ ଅଫ ଗିଭିଂ’ ଏହି ପ୍ଲାଟଫର୍ମ ଯୋଗାଇ ଦେଉଥିବା ଡ. ସାମନ୍ତ କହିଛନ୍ତି ।
ଖାଲି ଓଡ଼ିଶା କି ଭାରତ ନୁହେଁ, ଦକ୍ଷିଣ ଆଫି୍ରକା, ବାଙ୍ଗାଲାଦେଶ, ତୁର୍କୀ, ତାଇୱାନ୍ ସମେତ ସମଗ୍ର ବିଶ୍ୱର ୧୨୦ଟି ଦେଶର ଏକ ଲକ୍ଷରୁ ଉଦ୍ଧ୍ୱର୍ କେନ୍ଦ୍ରରେ ପାଳନ ହେଉଛି ‘ଆର୍ଟ ଅଫ ଗିଭିଂ’ କାର୍ଯ୍ୟକ୍ରମ । ଓଡ଼ିଶାର ୪୦ ଲକ୍ଷ ଲୋକଙ୍କ ସମେତ ବିଶ୍ୱର ୧ କୋଟି ଲୋକ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଚଳିତବର୍ଷର ବିଷୟବସ୍ତୁ ରହିଛି “ବ୍ୟାଗ୍ ଅଫ ହାପିନେସ୍” । ସମସ୍ତଙ୍କ ପାଇଁ ଶିକ୍ଷା ହିଁ ଏହାର ମୂଳ ଉଦ୍ଦେଶ୍ୟ। ଚଳିତବର୍ଷ ପ୍ରଥମ ଥର ପାଇଁ ୟୁନେସ୍କୋ ଏବଂ ଏମଜିଆଇଇପି ‘ଆର୍ଟ ଅଫ ଗିଭିଂ’ ଅଭିଯାନରେ ହାତ ମିଳାଇଛନ୍ତି ।

୧୨୦ ଦେଶ ମଧ୍ୟରୁ ଆଫଗାନିସ୍ଥାନ, ଅଷ୍ଟ୍ରି୍ରଆ, ଭୁଟାନ, ବଲଭିଆ, ବୋଷ୍ଟୱାନା, ବୁନେଇ, କାନାଡ଼ା, କଲମ୍ବିଆ, କୋଷ୍ଟାରିକା, ଡେନମାର୍କ, ଗାମ୍ବିଆ, ଘାନା, ଗ୍ରୀସ୍, ଗିନିଆ ବିସାଉ, ଓମାନ୍, ସ୍ୱେଡେନ୍, ଉଗାଣ୍ଡା, ବାହାରିନ୍, ଇଥିଓପିଆ, ଆୟାର୍ଲାଣ୍ଡ, କିରଗିଜସ୍ଥାନ, ମଙ୍ଗୋଲିଆ, ନାଇଜେରିଆ, ପାକିସ୍ଥାନ, ଋଷ, ସାଉଦିଆରବ, ସିଙ୍ଗାପୁର, ଦକ୍ଷିଣ ଆଫିକ୍ରା, ଦକ୍ଷିଣ କୋରିଆ, ସିରିଆ, ତୁର୍କି ଆଦି ଦେଶରେ ‘ଆର୍ଟ ଅଫ ଗିଭିଂ’ ପାଳନ କରାଯାଇଥିବା କୁହାଯାଇଛି ।
Previous Post

ପୁଣି ମାତିଲା ପାଗଳା ଅଭିଜିତ୍

Next Post

‘ଫନି’ କ୍ଷତିଗ୍ରସ୍ତଙ୍କ ପାଇଁ ୧୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍

Next Post
‘ଫନି’ କ୍ଷତିଗ୍ରସ୍ତଙ୍କ ପାଇଁ ୧୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍

‘ଫନି’ କ୍ଷତିଗ୍ରସ୍ତଙ୍କ ପାଇଁ ୧୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA