Wednesday, March 4, 2026 07:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Health

୨୪ ଘଣ୍ଟାରେ ରେକର୍ଡ ୧୫୯୪ ପଜିଟିଭ୍: ଗଞ୍ଜାମ ୭୩୨, ଖୋର୍ଦ୍ଧା ୩୨୦

by Our Correspondent
24 Jul, 2020- 12:35 PM
in Health, Latest News, News
1 min read
0
୨୪ ଘଣ୍ଟାରେ ରେକର୍ଡ ୧୫୯୪ ପଜିଟିଭ୍: ଗଞ୍ଜାମ ୭୩୨, ଖୋର୍ଦ୍ଧା ୩୨୦
ଭୁବନେଶ୍ୱର: ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣର ଭୟାବହତା ଜାରି ରହିଛି । ଆଜି ସବୁ ରେକର୍ଡକୁ ଭାଙ୍ଗିଛି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୪୯, ୩୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୪୫ ଏବଂ ମୃତ୍ୟୁ ସଂଖ୍ୟା ୩୦ ହଜାର ୬୦୧ କୁ ବୃଦ୍ଧି ପାଇଛି ।
ରାଜ୍ୟରେ ୨୮ ଜିଲ୍ଲାରୁ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧,୫୯୪ ଆକ୍ରାନ୍ତ । ୧୧, ୬୪୭ ସାମ୍ପଲ୍ ଟେଷ୍ଟ୍ ରୁ ଏମାନଙ୍କର ପଜିଟିଭ୍ ବାହାରିଛି । ସେମାନଙ୍କ ମଧ୍ୟରୁ ୫୨୭ ସ୍ଥାନୀୟ ସଂକ୍ରମଣ(ଲୋକାଲ୍ କଣ୍ଟାକ୍ଟ)ର ଶିକାର ହୋଇଛନ୍ତି । ହଟସ୍ପଟ୍ ଗଞ୍ଜାମ ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ନୂଆ ୩୨୦ ଆକ୍ରାନ୍ତ । କଟକ ଜିଲ୍ଲାର ସ୍ଥିତି ବି ଜଟିଳ ହୋଇଛି । ସେଠାରୁ ୧୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୬୯୩କୁ ବୃଦ୍ଧି ପାଇଛି । ୧୪ ହଜାର ୩୯୩ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବାରୁ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮ ହଜାର ୧୪୭ । କେବଳ ଗଞ୍ଜାମ ଜିଲ୍ଲାରୁ ୭,୬୩୪ ଆକ୍ରାନ୍ତ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨,୬୭୬ ଆକ୍ରାନ୍ତ ହେଲେଣି ।
ସେହିଭଳି ରାଜ୍ୟରେ ଆଉ ୬ ଜଣଙ୍କର ମୁଣ୍ଡ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ୩ ଜଣ ଏବଂ ଭଦ୍ରକ, ଗଜପତି, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ଅନ୍ୟ ଦୁଇଜଣ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି । ୬ ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୨୦ ରେ ପହଞ୍ଚିଛି । କେବଳ ଗଞ୍ଜାମ ଜିଲ୍ଲାରୁ ମରିଛନ୍ତି ୭୦ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧୦, ବାଲେଶ୍ୱର-୨୨, ବରଗଡ଼-୮, ଭଦ୍ରକ-୬୦, ବଲାଙ୍ଗୀର-୬,ବୌଦ୍ଧ-୪୧, କଟକ-୧୩୬, ଢ଼େଙ୍କାନାଳ-୨, ଗଜପତି-୩, ଗଞ୍ଜାମ-୭୩୨, ଜଗତସିଂହପୁର-୩, ଯାଜପୁର-୫, ଝାରସୁଗୁଡ଼ା-୮, କଳାହାଣ୍ଡି-୧, କନ୍ଧମାଳ-୧୭, କେନ୍ଦ୍ରାପଡ଼ା-୯, କେନ୍ଦୁଝର-୨୦, ଖୋର୍ଦ୍ଧା-୩୨୦, କୋରାପୁଟ-୩୩, ମାଲକାନଗିରି-୯, ମୟୁରଭଞ୍ଜ-୩୨, ନବରଙ୍ଗପୁର-୩, ନୟାଗଡ଼-୧୦, ନୂଆପଡ଼ା-୧, ପୁରୀ-୩୦, ସମ୍ବଲପୁର-୧୩, ସୋନପୁର-୪, ସୁନ୍ଦରଗଡ଼-୫୬ ।
Previous Post

‘ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଚିନ୍ତା କରନ୍ତୁ ନାହିଁ’

Next Post

ଗଞ୍ଜାମ ସ୍ଥିତି: ରେଡ୍ ଜୋନ୍ ରେ ୧୪% ଗାଁ, ୬୨% ପୌରାଞ୍ଚଳ

Next Post
ଗଞ୍ଜାମ ସ୍ଥିତି: ରେଡ୍ ଜୋନ୍ ରେ ୧୪% ଗାଁ, ୬୨% ପୌରାଞ୍ଚଳ

ଗଞ୍ଜାମ ସ୍ଥିତି: ରେଡ୍ ଜୋନ୍ ରେ ୧୪% ଗାଁ, ୬୨% ପୌରାଞ୍ଚଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA