Monday, March 9, 2026 01:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨୨ରେ କିମସ ଜାତୀୟ ସମ୍ମିଳନୀ

by Our Correspondent
20 Nov, 2025- 08:49 PM
in Latest News, News
1 min read
0
୨୨ରେ କିମସ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ନଭେମ୍ବର ୨୨ ତାରିଖରେ କିମ୍‍ସରେ ପ୍ରମୁଖ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀ, ‘କିମ୍‍ସ ଜାତୀୟ ସମ୍ମିଳନୀ ୨୦୨୫‘ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେଉଛି। ଏହି ସମ୍ମିଳନୀର ବିଷୟ ବସ୍ତୁ ରହିଛି “ଫ୍ୟୁଚର୍‍ ଅଫ୍‍ ମେଡିକାଲ୍‍ କେୟାର ଆଣ୍ଡ ପ୍ରୋଗ୍ରେସ୍‍’। ଏଥିରେ ଭାରତରେ ସ୍ୱାସ୍ଥ୍ୟସେବା ପ୍ରଦାନର ଭବିଷ୍ୟତ ଦିଗ ଉପରେ ଆଲୋଚନା ପାଇଁ କ୍ଲିନିକାଲ୍ ମେଡିସିନ୍‌, ଜନସ୍ୱାସ୍ଥ୍ୟ, ନୀତି ନିର୍ଦ୍ଧାରଣ, ଚିକିତ୍ସା ପ୍ରଯୁକ୍ତିବିଦ୍ୟା ଏବଂ ସାମାଜିକ ପରିବର୍ତ୍ତନର ପ୍ରମୁଖ ବିଶେଷଜ୍ଞମାନେ ଏକତ୍ରିତ ହେବେ। ଏହା ସହ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ବକ୍ତାମାନେ ସଂପ୍ରତି ବଢୁଥିବା ରୋଗ, ଦ୍ରୁତ ଡିଜିଟାଲାଇଜେସନ୍‌, ଅସମାନ ପ୍ରବେଶାଧିକାର ଓ ସ୍ଥିର, ରୋଗୀ-କୈନ୍ଦ୍ରିକ ବ୍ୟବସ୍ଥାର ଆବଶ୍ୟକତା ବିଷୟରେ ଆଲୋକକପାତ କରିବେ ବୋଲି କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ଡା ସୁବ୍ରତ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ସମ୍ମିଳନୀ ଅବସରରେ ଚଳିତବର୍ଷଠାରୁ କିମସ ପକ୍ଷରୁ ହେଲଥ ଏମ୍ପାୱରମେଣ୍ଟ ଇନ ରୁରାଲ ଓଡ଼ିଶା (ହିରୋ) ପୁରସ୍କାର‘ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି କିମ୍‍ସ ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‍ ଡା ଆର ସି ଦାସ। ସେ କହିଲେ, କିଟ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓଡ଼ିଶାର ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଉପରେ ସର୍ବଦା ଗୁରୁତ୍ୱ ଦେଇଥାନ୍ତି। ସେଥିପାଇଁ ଓଡ଼ିଶାର ଗ୍ରାମାଞ୍ଚଳର ପ୍ରସିଦ୍ଧ ଡାକ୍ତରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କିମ୍‍ସ ପକ୍ଷରୁ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବା ଡାକ୍ତରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କହିଥିଲେ।

ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଏହି ଜାତୀୟ ସମ୍ମିଳନୀରେ ଡା ସୁବ୍ରତ ଆଚାର୍ଯ୍ୟ, ଡା ୱାଇ.କେ. ଚାୱଲା, ପ୍ରଫେସର ସି.ବି.କେ. ମହାନ୍ତି ଏବଂ କିମସ ମହାନିର୍ଦ୍ଦେଶକ ତଥା ଆୟୋଜନ କମିଟି ସଭାପତି ଡା ଅଜିତ କୁମାର ମହାନ୍ତିଙ୍କ ସମେତ ବରିଷ୍ଠ ଚିକିତ୍ସାବିତ ତଥା ଶିକ୍ଷାବିତମାନେ ମାର୍ଗଦର୍ଶକ ରହିଛନ୍ତି। ୨୨ ତାରିଖ ଦିବସ ବ୍ୟାପୀ ବୈଜ୍ଞାନିକ ଅଧିବେଶନଗୁଡ଼ିକ ସିଷ୍ଟମିକ୍ ରିଫର୍ମ ଓ ଜାତୀୟ ସେବା, ନବସର୍ଜନା ଓ ଅନୁବାଦ ଗବେଷଣା, ବିଶେଷଜ୍ଞ ଯତ୍ନ ଓ ପ୍ରତିଷ୍ଠାନଗତ ଉତ୍କର୍ଷତା ଆଦି ତିନୋଟି ପର୍ଯ୍ୟାୟରେ ଚାଲିବ।

ପ୍ରମୁଖ ଅଧିବେଶନଗୁଡ଼ିକରେ ଡା କେ. ଶ୍ରୀନାଥ ରେଡ୍ଡୀ ଡାକ୍ତରୀ ଶିକ୍ଷାରେ ସଂସ୍କାର ଉପରେ ଅଭିଭାଷଣ, ସାବର୍ଜନୀନ ସ୍ୱାସ୍ଥ୍ୟ, ସାମାଜିକ ନିର୍ଣ୍ଣାୟକ ଏବଂ ସାମୁଦାୟିକ ସଂପୃକ୍ତି ଉପରେ ଆଲୋଚନା କରିବେ। ଗବେଷଣା କ୍ଷେତ୍ରରେ, ଡା ରାଜୀବ ବହଲ, ଡିଜି-ଆଇସିଏମଆର, ଭାରତର ଚିକିତ୍ସା ଗବେଷଣା ଇକୋସିଷ୍ଟମକୁ ବୃଦ୍ଧି କରିବା ପାଇଁ ଥିବା ରଣନୀତି ଉପରେ କହିବେ। ସେହିପରି ପ୍ରଫେସର ଆଲୋକ ଧାୱନ ସିଷ୍ଟମ ବାୟୋଲୋଜିକୁ କ୍ଲିନିକାଲ୍ ପ୍ରୟୋଗରେ ଅନୁବାଦ କରିବା ବିଷୟରେ ଆଲୋଚନା କରିବେ। ଆଇଆଇଟି ମାଡ୍ରାସର ପ୍ରଫେସର ଭି. କାମାକୋଟି ସୁଲଭ, ଇଞ୍ଜିନିୟରିଂ-ଚାଳିତ ସ୍ୱାସ୍ଥ୍ୟସେବା ନବର୍ସଜନା ଉପରେ ଆଲୋକପାତ କରିବେ।

Previous Post

ସରକାରଙ୍କ ପ୍ରୋତ୍ସାହନରେ ଚାଲିଛି
 ବାଲି ଓ ପଥର ଚୋରି: ବିଜେଡି

Next Post

ମୋହନଙ୍କ ବିରୋଧରେ ବିଦ୍ରୋହ ଘୋଷଣା!

Next Post
ମୋହନଙ୍କ ବିରୋଧରେ ବିଦ୍ରୋହ ଘୋଷଣା!

ମୋହନଙ୍କ ବିରୋଧରେ ବିଦ୍ରୋହ ଘୋଷଣା!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA