ପୁରୀ: ଶ୍ରୀମନ୍ଦିରକୁ ଆଜି ଦାନ ଆସିଛି ସୁନାରେ ତିଆରି ୩ ସେଟ୍ ‘ସୂର୍ଯ୍ୟ-ଚନ୍ଦ୍ର’ । ଭୁବନେଶ୍ୱରର ପଦ୍ମ ଚରଣ ପାତ୍ର ନିଜ ପରିବାର ସହ ପୁରୀ ଆସି ଶ୍ରୀ ମନ୍ଦିର ମୁଖ୍ୟ କାର୍ଯ୍ୟାଳୟଠାରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଦାନ କରିଛନ୍ତି ।





MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA