Monday, March 9, 2026 03:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପି; ତେଲେଙ୍ଗାନାରେ କଂଗ୍ରେସ

by Our Correspondent
03 Dec, 2023- 12:06 PM
in Latest News, National, News, Politics
1 min read
0
ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପି; ତେଲେଙ୍ଗାନାରେ କଂଗ୍ରେସ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିଛି । ମଧ୍ୟପ୍ରଦେଶରେ ବିଜେପି ବିପୁଳ ସଫଳତା ପାଇ ପୁନର୍ବାର କ୍ଷମତାକୁ ଫେରିବା ସହ କଂଗ୍ରେସ ହାତରୁ ରାଜସ୍ଥାନ ଓ ଛତିଶଗଡ଼କୁ ଛଡ଼ାଇ ଆଣିଛି । ଏଥିସହ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟଗୁଡ଼ିକରେ ବିଜେପି ନିଜର ପ୍ରଭାବ ଆହୁରି ବିସ୍ତାର କରିଛି । କଂଗ୍ରେସକୁ କେବଳ ତେଲେଙ୍ଗାନାରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । କେସିଆରଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତି(ବିଆରଏସ)କୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ଉପରେ ଆସ୍ଥା ରଖିଛନ୍ତି ।

ଦିନ ୧୨ଟା ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ

୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପିକୁ ବିପୁଳ ସଫଳତା ମିଳିଛି । ବିଜେପିି ୧୫୬ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୬୯ ଆସନରେ ଆଗୁଆ ଅଛି । ସ୍ୱାଧୀନ ପ୍ରାର୍ଥୀମାନେ ୫ ଟି ଆସନରେ ଆଗୁଆ ଅଛନ୍ତି । ଚତୁର୍ଥ ଥର ପାଇଁ ଶିବରାଜ ସିଂ ଚୌହାନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।

୧୯୯ ବିଧାନସଭା ଆସନ ବିଶିଷ୍ଟ ରାଜସ୍ଥାନରେ ବିଜେପି ୧୧୪ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୬୫ ଆସନରେ ଆଗୁଆ ରହିଛି । ସ୍ୱାଧୀନ ଓ ଅନ୍ୟ ଦଳର ପ୍ରାର୍ଥୀ ୨୦ ଟି ଆସନରେ ଆଗୁଆ ଅଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍ ଓ ସଚିନ ପାଇଲଟ୍ ଙ୍କ ମଧ୍ୟରେ ଲାଗି ରହିଥିବା କନ୍ଦଳ କଂଗ୍ରେସକୁ ମହଙ୍ଗା ପଡ଼ିଛି ।

୧୧୯ ବିଧାନସଭା ଆସନ ବିଶିଷ୍ଟ ତେଲେଙ୍ଗାନା ରାଜ୍ୟ କଂଗ୍ରେସ ହାତକୁ ଆସିଛି । ଏଠାରେ କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତିକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସ ୬୯ ଆସନରେ ଆଗୁଆ ଥିବା ବେଳେ ବିଆରଏସ୍ ୩୮ ଆସନରେ ଆଗୁଆ ରହିଛି । ବିଜେପି ୮ଟି ଆସନରେ ଆଗୁଆ ଅଛି । ସ୍ୱାଧୀନ ପ୍ରାର୍ଥୀମାନେ ୬ ଟି ଆସନରେ ଆଗୁଆ ଅଛନ୍ତି ।

୯୦ ବିଧାନସଭା ଆସନ ବିଶିଷ୍ଟ ଛତିଶଗଡ଼ରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ତେବେ ବିଜେପିକୁ ଶେଷରେ ଜିତାପଟ ମିଳିଛି । ପ୍ରଥମରୁ କଂଗ୍ରେସ ଆଗରେ ରହି ଦ୍ୱିତୀୟବାର କ୍ଷମତାକୁ ଆସିବାର ଆଶା ଦେଖାଇଥିଲେ ମଧ୍ୟ ବିଜେପିଠୁ ମାତ୍ ଖାଇଯାଇଛି । ବିଜେପି ୫୧ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୬ ଆସନରେ ଆଗୁଆ ରହିଛି । ୩ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗରେ ଅଛନ୍ତି ।

Previous Post

୫୦ ବର୍ଷର ଜମିଜମା ସମସ୍ୟାର ସମାଧାନ

Next Post

୩ ରାଜ୍ୟରେ ପୋଛିନେଲା ବିଜେପି

Next Post
୩ ରାଜ୍ୟରେ ପୋଛିନେଲା ବିଜେପି

୩ ରାଜ୍ୟରେ ପୋଛିନେଲା ବିଜେପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA