Wednesday, March 4, 2026 10:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରଥମ ଦିନରେ ୮,୭୨୨ ପ୍ରାର୍ଥୀପତ୍ର ଦାଖଲ

by Our Correspondent
17 Jan, 2022- 08:35 PM
in Latest News, News
1 min read
0
ପ୍ରଥମ ଦିନରେ ୮,୭୨୨ ପ୍ରାର୍ଥୀପତ୍ର ଦାଖଲ

ଭୁୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ସର୍ବମୋଟ ୮,୭୨୨ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ରାଜ୍ୟ ନିର୍ବାଚନ କମିସନଙ୍କ ଅଫିସ ପକ୍ଷରୁ କୁହାଯାଇଛି ।

ଜିଲ୍ଲା ପରିଷଦ ପାଇଁ ୨୨ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ବେଳେ ସମିତି ସଭ୍ୟ ପାଇଁ ୫୧୨, ସରପଞ୍ଚ ୧,୧୨୨ ଏବଂ ୱାର୍ଡ ସଭ୍ୟ ପାଇଁ ୭,୧୧୬ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ଆଜି ପ୍ରାର୍ଥୀପତ୍ର ଦାଖଲ ବେଳେ କିଛି ସ୍ଥାନରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ବିଭିନ୍ନ ଦଳରେ ପ୍ରାର୍ଥୀତ୍ୱକୁ ନେଇ ଛକାପଂଝା ଯୋଗୁଁ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା ।

ଶାସନଗାଦିରେ ଥିବା ବିଜେଡ଼ିରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ କିଛି ଜାଗାରେ ଅନ୍ତଃକନ୍ଦଳ ଦେଖିବାକୁ ମିଳୁଛି । ଖାସ୍ କରି ସରପଞ୍ଚ ପ୍ରାର୍ଥୀ ପାଇଁ ଗାଁ ଗାଁରେ ବିଭିନ୍ନ ଗୋଷ୍ଠୀ ଛକାପଂଝାରେ ଅଛନ୍ତି । ଏହାସତ୍ତ୍ୱେ ସମସ୍ତଙ୍କୁ ମନାଇ ନିର୍ବାଚନ ବୈତରଣୀ ପାର୍ ହେବାକୁ ବିଜେଡ଼ି ନେତାମାନେ ଆଶା ବାନ୍ଧିଛନ୍ତି । ବିଜେଡ଼ି ଗତଥରଠାରୁ ବହୁତ ଭଲ ରେଜଲ୍ଟ କରିବ ବୋଲି ଦଳୀୟ ନେତାମାନେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ସେପଟେ ବିଜେପି ଗତଥର ନିର୍ବାଚନ ଅଙ୍କକୁ ଧରି ଅଧିକ ଆଶା ଜୁଟାଇଛି । ଜିଲ୍ଲା ପରିଷଦରେ ଦଳ ୫୦୦ରୁ ଅଧିକ ସିଟ୍ ରେ ଜିତିବ ବୋଲି ଦଳର ବରିଷ୍ଠ ନେତାମାନେ ଦମ୍ଭ ଦେଖାଇଛନ୍ତି ।

ବିଜୟ ସମ୍ଭାବନା ରେସ୍ ରେ କଂଗ୍ରେସ ବି ପଛରେ ପଡ଼ିନାହିଁ । ଦଳ ଏଥର ବହୁତ ଭଲ ରେଜଲ୍ଟ କରିବ ବୋଲି ନେତାମାନେ ବିବୃତି ଦେଉଛନ୍ତି ।

ସୂଚନାଥାଉକି. ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିକୁ ଆଶାତୀତ ସଫଳତା ମିଳି ନ ଥିଲା । ୮୫୩ ଜିଲ୍ଲା ପରିଷଦ ଆସନରୁ ବିଜେଡ଼ି ପାଇଥିଲା ୪୭୬ ଆସନ । ବିଜେପି ୨୯୭ ଏବଂ କଂଗ୍ରେସକୁ ମିଳିଥିଲା ୬୦ ଆସନ ।

Previous Post

୪୦ ଲକ୍ଷ ବଳକା ଟଙ୍କା ଫେରାଇଦେଲେ ଅଭିଷେକଙ୍କ ପତ୍ନୀ

Next Post

କୋଭିଡ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ: ମୁଖ୍ୟମନ୍ତ୍ରୀ

Next Post
କୋଭିଡ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ: ମୁଖ୍ୟମନ୍ତ୍ରୀ

କୋଭିଡ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA