Thursday, February 19, 2026 09:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମିଡିଆର ବ୍ୟାଣ୍ଡ ବଜେଇଲେ ପପୁ

୬ ବର୍ଷ ପରେ ମିଳିଲା ନ୍ୟାୟ

by Our Correspondent
02 Aug, 2022- 06:32 PM
in Latest News, News
1 min read
0
ମିଡିଆର ବ୍ୟାଣ୍ଡ ବଜେଇଲେ ପପୁ

ଭୁୁବନେଶ୍ୱର: ଅତୀତରେ ଓଲିଉଡ୍ ର ଚର୍ଚ୍ଚିତ ଅଭିନେତା ପପୁ ପମ୍ ପମ୍ ଙ୍କ ବିରୋଧରେ ଆସିଥିବା କାଷ୍ଟିଂ କାଉଚ୍ ମାମଲାଟି ମିଛ । ଏଥିରେ କୌଣସି ସତ୍ୟତା ନ ଥିବାରୁ କୋର୍ଟ ତାଙ୍କୁ ନିଦେ୍ର୍ଦାଷ ସାବ୍ୟସ୍ତ କରିଛନ୍ତି । ଆଜି କୋର୍ଟଙ୍କ ରାୟ ଆସିବା ପରେ ପପୁଙ୍କ ଆଖିରୁ ଆନନ୍ଦର ଲୁହ ବୋହିଛି । ଅକାରଣରେ ୪୩ ଦିନ ଜେଲଦଣ୍ଡ ସହ ୬ ବର୍ଷ ଧରି ସାଂଘାତିକ କଷ୍ଟ ଓ ନିର୍ଯ୍ୟାତନା ପାଇଥିବା ପପୁ ତାଙ୍କ ମନର କୋହ ଗଣମାଧ୍ୟମକୁ ଜଣାଇଛନ୍ତି । ବଡ଼କଥା ହେଲା, ତାଙ୍କର ଏହି ଅବସ୍ଥା ପାଇଁ ପପୁ ମିଡିଆକୁ ଅନେକାଂଶରେ ଦାୟୀ କରିବା ସହ ଚାନେଲ୍ ବାଲାଙ୍କର ବ୍ୟାଣ୍ଡ ବଜେଇ ଦେଇଛନ୍ତି ।

ବିଭିନ୍ନ ଚାନେଲ୍ ପ୍ରତିନିଧିଙ୍କ ପ୍ରଶ୍ନର ଜବାବ ଦେଇ ପପୁ କହିଛନ୍ତି, କାଷ୍ଟିଂ କାଉଚ୍ କେବଳ ଫିଲ୍ମରେ ହେଉନାହିଁ । ମିଡିଆରେ ଏହା ବେଶୀ ହେଉଛି । ତେବେ ନିଜ କଥା ହୋଇଥିବାରୁ ତାହା ଜନସାଧାରଣଙ୍କ ଦୃଷ୍ଟିକୁ ଅଣାଯାଉନାହିଁ । ସେ କହିଛନ୍ତି, ମୋ କେସ୍ ବେଳେ ଟିଭି ଚାନେଲ୍ ଗୁଡ଼ିକ ସତ୍ୟର ଅନୁସନ୍ଧାନ ନ କରି ମୋତେ ବଦନାମ କରିବାରେ ଲାଗିପଡ଼ିଥିଲେ । ମୋ ବିରୋଧରେ କିଏ ଭଲ ବାଇଟ୍ ଦେଇପାରିବ ସେଭଳି ଲୋକ ଯୋଗାଡ଼ କରୁଥିଲେ । ଚାନେଲ୍ ର ଦର୍ଶକ ବଢ଼ାଇବା ଏବଂ ଚାନେଲ୍ କୁ ଚର୍ଚ୍ଚାରେ ରଖିବା ପାଇଁ ହଜାରେ ମିଛ କଥା ଯୋଡି ଖବର କରାଯାଇଥିଲା ବୋଲି ପପୁ ନିଜ ବିଷୋଦଗାରରେ କହିଛନ୍ତି ।

ମିଡିଆ ଉପରେ ରାଗିଯାଇଥିବା ପପୁ ପମ୍ ପମ୍ ଚାନେଲ୍ ଗୁଡ଼ିକ କେଉଁ ସ୍ତରକୁ ଯାଇପାରନ୍ତି ତାହା ଟୁଙ୍ଗୁରୁ ଭୋଳର ଉଦାହରଣରେ ବୁଝାଇ ଦେଇଛନ୍ତି । ମାସ ମାସ ଧରି ଟୁଙ୍ଗୁରୁ ଭୋଳର ଖବର ବାଜୁଛି । ଏବେ ଯୁଆଡ଼େ ଦେଖିବ ବାବୁସାନ୍- ପ୍ରକୃତି ମିଶ୍ର ଖବର । ସେମାନଙ୍କ ବ୍ୟକ୍ତିଗତ ଓ ପାରିବାରିକ ଜୀବନକୁ ନେଇ ଦିନ ଦିନ ଧରି ଲଗାତର ଖବର କରାଯାଉଛି । ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଖବର ଆଗରେ ବାବୁସାନ ଖବରର ଗୁରୁତ୍ୱ କେମିତି ଅଧିକ ହୋଇଗଲା ବୋଲି ପପୁ ପ୍ରଶ୍ନ କରିଛନ୍ତି ।

ସବାଶେଷରେ ମିଡିଆକୁ ଏଥିକ୍ସର ପାଠ ପଢ଼ାଇଛନ୍ତି ଅଭିନେତା ପପୁ । ଆପଣମାନେ ଏଥିକ୍ସ ରଖନ୍ତୁ, ଭଲ ଖବର କରନ୍ତୁ । କୁଆକୁ ଛୁଆ କରନ୍ତୁ ନାହିଁ ବୋଲି ପପୁ ପରାମର୍ଶ ଦେଇଛନ୍ତି । ପବ୍ଲିକ୍ ସବୁ ଜାଣନ୍ତି ବୋଲି ସେ କହିଛନ୍ତି ।

ସୂଚନାଥାଉକି, ଟିଭି ଏବଂ ୟୁଟୁ୍ୟବ୍ ଚାନେଲ୍ ରେ ଏଇ କିଛି ଦିନ ପୂର୍ବରୁ ଟୁଙ୍ଗୁରୁ ଭୋଳ ଏବଂ ଏବେ ବାବୁସାନ୍ ଖବରର ବହୁଳ ମାତ୍ରାରେ ପ୍ରସାରଣକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ବାବୁସାନ୍ ଙ୍କ ପିଛା ଛାଡୁ ନ ଥିବା ମିଡିଆକୁ ଦୁଇଦିନ ତଳେ ତାଙ୍କ ମାଆ ଅପରାଜିତା ମହାନ୍ତି ଏକ ଭିଡିଓ ବାର୍ତ୍ତାରେ କାକୁତି ହୋଇଥିଲେ । ତାଙ୍କ ପରିବାରକୁ ଟିକେ ଶାନ୍ତିରେ ରହିବାକୁ ଦିଅନ୍ତୁ ବୋଲି କୋହଭରା କଣ୍ଠରେ ଅନୁରୋଧ କରିଥିଲେ ।

Previous Post

ନିଯୁକ୍ତି ପାଇଲେ ୬୮୯୧ ହାଇସ୍କୁଲ ଶିକ୍ଷକ

Next Post

କିଟ୍‍ ପଲିଟେକ୍‍ନିକ ରାଜ୍ୟରେ ପ୍ରଥମ

Next Post
କିଟ୍‍ ପଲିଟେକ୍‍ନିକ ରାଜ୍ୟରେ ପ୍ରଥମ

କିଟ୍‍ ପଲିଟେକ୍‍ନିକ ରାଜ୍ୟରେ ପ୍ରଥମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA