ଭିଜିଲାନ୍ସ ସ୍କାନରରେ ମୋତିଲାଲ୍
ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଡାକ୍ତର ମୋତିଲାଲ ଗୌଡ଼ଙ୍କ ସମ୍ପତ୍ତି ବାଡ଼ିର ଖୋଳତାଡ଼ କରିବ ଭିଜିଲାନ୍ସ । ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ବିଭାଗକୁ ଡେପୁଟେସନ୍ରେ ଯାଇଥିବା ମୋତିଲାଲଙ୍କ ବିରୋଧରେ ଭିଜିଲାନସ୍ ତଦନ୍ତ ପାଇଁ ଆଜି ଶ୍ରମ ବିଭାଗ ସୁପାରିଶ କରିଛନ୍ତି । ରାଜ୍ୟ ସରକାର ଏହାକୁ...
Read more








