Our Correspondent

ଧର୍ମେନ୍ଦ୍ରଙ୍କ ଉପରେ ତଥାଗତଙ୍କର ରାଗ କାହିଁକି?

ଭୁବନେଶ୍ୱର: ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀଙ୍କ ଖବରକାଗଜରେ ଆଜି ଏକ ଆକର୍ଷଣୀୟ ଶିରୋନାମାର ଫଟୋ ସମ୍ବଳିତ ଖବର ପ୍ରକାଶ ପାଇଛି । ଶିରୋନାମାଟି ହେଉଛି- ବୈଜୟନ୍ତଙ୍କୁ ଭେଟିଲେ ରେଖା, ରେଖାଙ୍କୁ ଭେଟିବାକୁ ଗଲେ ଧର୍ମେନ୍ଦ୍ର । ଖବରଟି ହେଉଛି- ଦିଲ୍ଲୀର...

Read more

ଚାଲିଗଲେ ଉତ୍ତମ ମହାନ୍ତି

ଭୁବନେଶ୍ୱର: ଓଡ଼ିଆ ଚଳଚିତ୍ର ଜଗତର ବାଦଶାହା ଉତ୍ତମ ମହାନ୍ତି ଆଉ ଇହ ଜଗତରେ ନାହାନ୍ତି । ଲିଭର୍ ସୋରିସିସ୍ ରୋଗରେ ପୀଡ଼ିତ ଏହି ପ୍ରସିଦ୍ଧ କଳାକାର ତଥା ସମସ୍ତଙ୍କର ଅତିପ୍ରିୟ "ଉତ୍ତମ ଭାଇ' ଗୁରୁବାର ସଂଧ୍ୟାରେ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍ ରେ...

Read more

ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

ଭୁବନେଶ୍ୱର: ବିଜେଡି ବିପର୍ଯ୍ୟୟର ବିନ୍ଧାଣୀ ଭି.କେ.ପାଣ୍ଡିଆନଙ୍କର ଘନ ଘନ ରାଜ୍ୟ ବାହାର ଗସ୍ତକୁ ନେଇ ଦଳୀୟ ମହଲରେ ଏବେ ସରଗରମ ଆଲୋଚନା । କିଛି ମାସ ସନ୍ୟାସୀ ଜୀବନ କାଟିବା ପରେ ବିଜେଡି କ୍ଷମତାକେନ୍ଦ୍ରକୁ ଫେରି ଆସିଥିବା ପାଣ୍ଡିଆନ୍ ପ୍ରତି ସପ୍ତାହରେ...

Read more

ମହାଦୀପ ଧରି ଚଢ଼ୁଥିବା ବେଳେ ଖସିପଡ଼ିଲେ ସେବାୟତ

ଭୁବନେଶ୍ୱର: ପବିତ୍ର ଶିବରାତ୍ରୀ ଅବସରରେ ଲିଙ୍ଗରାଜ ମନ୍ଦିରରେ ଏକ ବଡ଼ ଅଘଟଣ ଘଟିଛି । ମହାଦୀପ ଧରି ଚୂଳକୁ ଚଢ଼ୁଥିବା ସେବାୟତ ତଳକୁ ଖସିପଡ଼ି ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଛି । ଚିକିତ୍ସା ପାଇଁ...

Read more

ସମ୍ମରେ ହେଲଥ ରେକର୍ଡସ ଆସୋସିଏସନ୍ ଅଫ୍ ଇଣ୍ଡିଆର ଜାତୀୟ ସମ୍ମିଳନୀ ଉଦଯାପିତ୍

ଭୁବନେଶ୍ୱର: ହେଲଥ ରେକର୍ଡସ ଆସୋସିଏସନ୍ ଅଫ୍ ଇଣ୍ଡିଆର ୨୪ତମ ଜାତୀୟ ସମ୍ମିଳନୀ ସୋଆ ପରିଚାଳିତ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ) ଠାରେ ଗତ ଫେବୃଆରୀ ୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୪୫୦ରୁ...

Read more

‘ଦୃଢ ଇଛାଶକ୍ତି ଓ ନିରନ୍ତର ସାଧନା ଦ୍ୱାରା ନିଜ ସ୍ୱପ୍ନକୁ ସାକାର କରିହେବ’

ଭୁବନେଶ୍ୱର: ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ସାଧନା ଦ୍ବାରା ନିଜ ସ୍ବପ୍ନକୁ ସାକାର କରିହେବ ବୋଲି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ପଦ୍ମଶ୍ରୀ କୁମକୁମ୍ ମହାନ୍ତି ମତ ଦେଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ଓ ଆଲୁମ୍ନି...

Read more

କିଟ୍ ରେ ଇଣ୍ଡିଆ ଟ୍ରେକ୍‍ର ୨୧ ଜଣିଆ ପ୍ରତିନିଧିମଣ୍ଡଳ

ଭୁବନେଶ୍ୱର: ଇଣ୍ଡିଆ ଟ୍ରେକ୍‍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୨୩ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ୭ ଦିନିଆ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୨୧ ଜଣିଆ ପ୍ରତିନିଧିମଣ୍ଡଳ କିଟ୍‍ ଓ କିସ୍‍ ପରିଦର୍ଶନରେ ଅଛନ୍ତି । ଓଡ଼ିଶାର...

Read more
Page 133 of 980 1 132 133 134 980