ଏମିତି ଆଇନଶୃଙ୍ଖଳା: ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଲା ଚୋର
ଭୁବନେଶ୍ୱର: ଭୟଙ୍କର ଅବସ୍ଥା । ଆଉ ସୁରକ୍ଷିତ ନାହିଁ ରାଜଧାନୀର ଭିଭିଆଇପି ଅଞ୍ଚଳ । ନୟାପଲ୍ଲୀସ୍ଥିତ ଆଇଆରସି ଭିଲେଜ୍ ଏନ-୨ରେ ରହୁଥିବା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହେବା ତାହାର ଜ୍ୱଳନ୍ତ ଉଦାହରଣ । ସବୁଠାରୁ ସୁରକ୍ଷିତ...
Read more








