ଭିଆରଏସ୍ ନେଲେ ସୁଜାତା କାର୍ତ୍ତିକେୟନ୍ !
ଭୁବନେଶ୍ୱର: ଶେଷରେ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ଭି.କେ. ପାଣ୍ଡିଆନ୍ ଙ୍କ ପତ୍ନୀ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍ । ସ୍ୱାମୀ ଆଇଏଏସ୍ ଚାକିରି ଛାଡ଼ିବାର ଦେଢ଼ ବର୍ଷ ପରେ ସେ ମଧ୍ୟ ଆଇଏଏସ୍ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି...
Read more








