Our Correspondent

ଏମାନଙ୍କ ମୁହଁରେ ବିଜୁ ଲିଗାସୀ ସୈତାନର ବେଦପାଠ ସଦୃଶ୍ୟ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କ ବିଜୟ ପରେ, ରାଜ୍ୟର ଦୁଇ ପୁରୁଖା ନେତା ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀ ଉଲ୍ଲସିତ ହୋଇ ପଡ଼ିଥିବା ବେଳେ ବିଜୁ ଜନତା ଦଳ ଆଜି ଏଇ ଦୁଇ ନେତାଙ୍କ...

Read more

୬ ବିଜେଡି ବିଧାୟକ ନିଲମ୍ବିତ

ଭୁବନେଶ୍ୱର: କ୍ରସ୍ ଭୋଟିଂ ପାଇଁ ମିଳିଲା ଦଣ୍ଡ । ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇଥିବା ବିଜେଡିର ୬ ବିଧାୟକଙ୍କୁ ଦଣ୍ଡ ମିଳିଛି । ବିଜେଡିରୁ ଆଜି ସେମାନଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ବିଧାୟକମାନେ ହେଲେ ଚକ୍ରମଣି କହଁର,...

Read more

ପ୍ରତାପ ଜେନାଙ୍କ ଘରେ ଗୁଣ୍ଡା ପଶିଲେ

ଭୁବନେଶ୍ୱର: ରାତି ଅଧରେ ପ୍ରତାପ ଜେନାଙ୍କ ଘରର ଗେଟ୍ ଠେଲି ଭିତରକୁ ପଶିବାକୁ ଉଦ୍ୟମ କଲେ । ସୁରକ୍ଷାକର୍ମୀ ବାଧା ଦେବାରୁ ଆଗ ବାଣ ଫୁଟାଇ ଡରାଇଲେ । ଅଶ୍ଲୀଳ ଭାଷାରେ ଗାଳିଗୁଲଜ କଲେ । ସେ ନ ଡରିବାରୁ ବ୍ଲାଙ୍କ...

Read more

ଏଆଇସି-ସୋଆ ଫାଉଣ୍ଡେସନ୍ ଉଦ୍ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ ଆରମ୍ଭ କରିବା ନିମନ୍ତେ ଉତ୍ସାହିତ କରିବାକୁ ଗୁରୁବାର ଅଟଳ ଇନୋଭେସନ୍ ସେଂଟର-ସୋଆ ଫାଉଣ୍ଡେସନ୍ ଉଦ୍ଘାଟିତ ହୋଇଯାଇଛି । ଓଡ଼ିଶା...

Read more

ଅନୁସୂଚିତ ଜାତି ଆୟୋଗଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ଭୁବନେଶ୍ୱର: ଗୁରୁବାର ଦିନ ଜାତୀୟ ଅନୁସୂଚିତ ଜାତି ଆୟୋଗର ମାନ୍ୟବର ଅଧ୍ୟକ୍ଷଙ୍କୁ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସ୍ମାରକପତ୍ର ପ୍ରଦାନ କରିଛି । ଓଡିଶାର ବିଭିନ୍ନ ଜିଲ୍ଲାରେ ଆଦିବାସୀ ମହିଳା ଓ ନାବାଳିକାଙ୍କ ଉପରେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ଅତ୍ୟାଚାର...

Read more

ସୁବାସିନୀଙ୍କ ଘର ଆଗରେ ପ୍ରତିବାଦ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ଅବମାନନା କରି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ସୁବାସିନୀ ଜେନାଙ୍କ ବିଜେବି ନଗରସ୍ଥିତ ବାସଭବନ ସମ୍ମୁଖରେ ଆଜି ଏକ ପ୍ରତିବାଦ ସଭା ଆୟୋଜନ କରିବା ସହ...

Read more

ଦେବେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ: ରାଜନାଥ

ଭୁବନେଶ୍ୱର: ଡାକ୍ତର ଦେବେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ ଥିଲେ । ସେ କେବଳ ଜଣେ ରାଜନେତା ନଥିଲେ, ବରଂ ଜଣେ ସ୍ପଷ୍ଟବାଦୀ, ସରଳ ଓ ନିରାଡ଼ମ୍ବର ବ୍ୟକ୍ତିତ୍ୱ ଥିଲେ । ଯାହା କହୁଥିଲେ, କରୁଥିଲେ, ମିଛ ପ୍ରତିଶ୍ରୁତି ଦେଉନଥିଲେ...

Read more
Page 20 of 978 1 19 20 21 978