ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ପାଣ୍ଡିଆନ୍
ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ବିଶ୍ୱସ୍ତ ସହଯୋଗୀ ଭିକେ ପାଣ୍ଡିଆନ୍ ସକ୍ରିୟ ରାଜନୀତିରୁ ଆଜି ସନ୍ୟାସ ନେଇଛନ୍ତି । ଏକ ଭିଡିଓ ବାର୍ତ୍ତାରେ ସେ ସକ୍ରିୟ ରାଜନୀତିରୁ ନିଜକୁ ପ୍ରତ୍ୟାହାର କରି ନେଉଥିବା ଘୋଷଣା କରିଛନ୍ତି । ନିର୍ବାଚନରେ ତାଙ୍କ...
Read more








